ଚୋରଙ୍କ ସହ ଚୋରା ପୀରତିରେ ଖାକି ବାବୁ
ଭୁବନେଶ୍ୱର : ଚୋରଙ୍କ ସାଙ୍ଗରେ ରାଜଧାନୀ ପୁଲିସ ବାବୁଙ୍କର ଚୋରା ପୀରତି ଏବେ ଚର୍ଚ୍ଚାରେ । ଚୋରକୁ ଧରି ତାହା ଠାରୁ
ଚୋରି ଜିନିଷ ହାତେଇ ଛାଡିଦେବା ଓ ଚୋରି ଜିନିଷ ଆଣିବାକୁ କହି ଚୋରଙ୍କ ଗାଡିକୁ ବନ୍ଧା ରଖିବାର ଚର୍ଚ୍ଚା ଏବେ ସାଧାରଣ
ଲୋକଙ୍କୁ ଚିନ୍ତାରେ ପକାଇଲାଣି । ବିଶ୍ୱସ୍ତ ସୂତ୍ରରୁ…
