ସୂର୍ୟ୍ୟୋଦୟ ପୂର୍ବରୁ ହିଁ କାହିଁକି ଦିଆଯାଏ ଫାଶୀ, କାରଣ ଜାଣନ୍ତୁ …
ସ୍ୱାଧିକାର ନ୍ୟୁଜ() ଆମ ଦେଶରେ ସବୁବେଳେ ସୂର୍ୟ୍ୟୋଦୟ ଆଗରୁ ହିଁ ଅପରାଧୀଙ୍କୁ ଫାଶୀ ଦିଆଯାଏ। କିନ୍ତୁ କଣ ଆପଣ କେବେ ଭାବିଛନ୍ତି ଏମିତି କଣପାଇଁ କରାଯାଏ। ଆଜି ଆମେ ଆପଣଙ୍କୁ ଜଣାଇବୁ ଏହାର କାରଣ..
ଯଦି କୌଣସି ଲୋକକୁ ଫାଶୀର ଦଣ୍ଡ ମିଳିଥାଏ ତେବେ ଏହା ତାର ମାନସିକତା ଉପରେ ଗଭୀର ପ୍ରଭାବ…
