ଦୁର୍ନୀତି ମାମଲାରେ ନିଲମ୍ବିତ ହେଲେ ଦେବର୍ଚନ ବେହେରା
ଭୁବନେଶ୍ବର : ବିଭିନ୍ନ ଦୁର୍ନୀତି ମାମଲାରେ ରାୟଗଡା ଡିଏଫଓ ଦେବାର୍ଚ୍ଚନ ବେହେରାଙ୍କୁ ସସପେଣ୍ଡ କରାଯାଇଛି । ରାଜ୍ୟ ସରକାର ଦେବାର୍ଚ୍ଚନଙ୍କୁ ଚାକିରୀରୁ ନିଲମ୍ବନ କରିଛନ୍ତି ।
ଦେବାର୍ଚ୍ଚନଙ୍କ ନାମରେ ବହୁ ଦୁର୍ନୀତି ରହିଛି । ସେ ଦୁର୍ନୀତି, ଅନିୟମିତତା ଓ ଯୌନ ନିର୍ଯ୍ୟାତନା ଅଭିଯୋଗରେ…
