ଅରୁଣଙ୍କ ଠାରୁ ହାରିଥିଲେ ଧର୍ମେନ୍ଦ୍ର
ଭୁବନେଶ୍ୱର () ଉତ୍କଳ ବିଶ୍ବବିଦ୍ୟାଳୟ ପ୍ଲାଟିନମ୍ ଜୁବଲିର ଆଜି ଥିଲା ଦ୍ବିତୀୟ ଦିନ । ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜର କ୍ୟାମ୍ପସ ଜୀବନର ସ୍ମୃତି ମନେ ପକାଇଛନ୍ତି ।
ଏହି ଅବସରରେ ଧର୍ମେନ୍ଦ୍ର ନିଜର ଛାତ୍ର ଜୀବନ କଥା ମନେ ପକାଇ କହିଥିଲେ କି,…
