Odia News Portal

ସାମ୍ବାଦିକଙ୍କ କିଡନି ପ୍ରତିରୋପଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହୟତା

ଭୁବନେଶ୍ୱର () ସାମ୍ବାଦିକଙ୍କ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ଦେଲେ ସହାୟତା । ଆଜି ଢେଙ୍କାନାଳ ଜିଲ୍ଲାର ଜଣେ କର୍ମଜୀବୀ ସାମ୍ବାଦିକଙ୍କ କିଡନି ପ୍ରତିରୋପଣ ପାଇଁ ପ୍ରାରମ୍ଭିକ ସହାୟତା ଭାବେ ୨ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କ ପରାମର୍ଶଦାତା…

ନିଲମ୍ବିତ ହେଲେ ୩ ଦୁର୍ନୀତିଗ୍ରସ୍ତ ଅଧିକାରୀ

ଭୁବନେଶ୍ୱର()  ସେସୁରୁ ବିଦା ହେଲେ ୩ ଦୁର୍ନୀତିଗ୍ରସ୍ତ ଅଧିକାରୀ । ୩ ଲାଞ୍ଚୁଆ ଅଧିକାରୀଙ୍କୁ ଚାକିରୀରୁ ବରଖାସ୍ତ ନିର୍ଦ୍ଦେଶ ଦେଇଛନ୍ତି ସେସୁ ସିଇଓ ଅରୁଣ ବୋଥ୍ରା । ଖୋର୍ଦ୍ଧା ସବଡିଭିଜନ୍ ଜେଇ ଅଭିମନ୍ୟୁ ଜେନା, ଭୁବନେଶ୍ୱର ଭିଏସଏସ୍ ନଗରର ଜେଇ ସୁବ୍ରତ ଦାସ ଏବଂ ଭୁବନେଶ୍ୱର ବରମୁଣ୍ଡା…

ଘରୁ ଏସବୁ ଜିନିଷକୁ ତୁରନ୍ତ ହଟାନ୍ତୁ : ନଚେତ୍ ମାଡ଼ି ଆସିବ ଦୁର୍ଭାଗ୍ୟ

ସାଧାରଣତଃ ପ୍ରତ୍ୟେକ ବ୍ୟକ୍ତି ଅଧିକରୁ ଅଧିକ ଧନ ଅର୍ଜନ କରିବାକୁ ଚାହିଁଥାଆନ୍ତି। ଏଥିପାଇଁ କଠିନ ପରିଶ୍ରମ ମଧ୍ୟ କରନ୍ତି। ହେଲେ ବେଳେ ବେଳେ ଏମିତି ହୁଏ ଯେ, ଯେତେ ପରିଶ୍ରମ କରି ଯେତେ ଆୟ କଲେ ମଧ୍ୟ ଘରେ ଅଭାବ ତଥା ଦାରିଦ୍ର୍ୟତା ଲାଗି ରହିଥାଏ। ଏହାସହିତ ଘରେ ଅନେକ ସମସ୍ୟା ଦେଖାଦେଇ…

ଆସନ୍ତୁ ଘରେ ପ୍ରସ୍ତୁତ କରିବା ମାଟି ହାଣ୍ଡି କଙ୍କଡ଼ା

ଆବଶ୍ୟକ ସାମଗ୍ରୀ– କଙ୍କଡ଼ା, ପିଆଜ ବଟା, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, କଟା ପିଆଜ, ଲୁଣ, ଗରମ ମସଲା, ଜିରା ଗୁଣ୍ଡ, ଅଦା-ରସୁଣ ପେଷ୍ଟ, ତେଲ, ଟମାଟୋ ପେଷ୍ଟ, ତେଜପତ୍ର ଓ ଫୁଟଣ। ପ୍ରସ୍ତୁତି ପ୍ରଣାଳୀ- କଙ୍କଡ଼ାକୁ ସଫା କରିବା ପରେ ଏଥିରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଅଳ୍ପ ଲୁଣ, ଅଦା-ରସୁଣ…

ଏହି କାରଣ ଯୋଗୁଁ ବୁଧବାର ଦିନ ଝିଅଙ୍କୁ ପଠାଯାଇନଥାଏ ଶାଶୁଘର : ଜାଣନ୍ତୁ

ହିନ୍ଦୁ ଧର୍ମରେ ଅନେକ ପ୍ରଥା ଏବଂ ପରମ୍ପରା ରହିଥାଏ। ଏଥିରେ ସମସ୍ତ କାର୍ଯ୍ୟ ସହ ଜଡ଼ିତ କିଛି ନିୟମ କରାଯାଇଛି। ପ୍ରାୟତଃ ଦେଖାଯାଏ ଯେ ଆମେ ନିୟମଗୁଡ଼ିକୁ ପାଳନ ତ କରିଥାଉ କିନ୍ତୁ ଏହା ପଛରେ ରହିଥିବା କାରଣ ଅଧିକାଂଶ ଲୋକଙ୍କୁ ଜଣାନଥାଏ। ଏପରି ଏକ ନିୟମ ହେଉଛି ଯେ ଝିଅଙ୍କୁ ବୁଧବାର ଦିନ…

କିଡ୍‌ନୀ ରୋଗୀ ଧ୍ୟାନ ଦିଅନ୍ତୁ

ଭୁବନେଶ୍ବର : କିଡ୍‌ନୀ ରକ୍ତରୁ ନିର୍ଗତ ବିଷାକ୍ତ ପଦାର୍ଥକୁ ଛାଣି ଶରୀରରୁ ବାହାରକୁ ନିଷ୍କାସିତ କରେ। ଯେତେବେଳେ ଏହା କାମ କରିବା ବନ୍ଦ କରେ, ଶରୀରରେ ବିଷାକ୍ତ ପଦାର୍ଥ ଜମା ହୋଇ ବିଭିନ୍ନ ସମସ୍ୟା ସୃଷ୍ଟି ହୁଏ। ଅଧିକାଂଶ ସମୟରେ ମହିଳାଙ୍କଠାରେ ଏ ସମସ୍ୟା ଦେଖାଦେଉଥିଲେ ମଧ୍ୟ ଲକ୍ଷଣକୁ…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ ଗତକାଲି ପରି ଆଜିର ପରିସ୍ଥିତିରେ କୌଣସି ପରିବର୍ତ୍ତନ ହେବାର ସୂଚନା ପାଇ ପାରିବେ ନାହିଁ। ତଥାପି ଆପଣଙ୍କ ଉପସ୍ଥିତ ବୁଦ୍ଧି ଓ କୌଶଳପୂର୍ଣ୍ଣ ବ୍ୟବହାର ଅନ୍ୟମାନଙ୍କୁ ଆପଣାର କରିବାରେ ସାହାଯ୍ୟ କରିବ। ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରଖିବା ସକାଶେ…

ଭଗବାନ ପର୍ଶୁରାମ କାହିଁକି ନିଜ ମାଙ୍କ ମୁଣ୍ଡ କାଟିଥିଲେ, ଜାଣନ୍ତୁ

ଭଗବାନ ବିଷ୍ଣୁଙ୍କ ଷଷ୍ଠ ଅବତାର ଋଷି ଜମଦଗ୍ନି ଓ ରେଣୁକାଙ୍କ ପୁତ୍ର ପର୍ଶୁରାମ ତାଙ୍କ ମାଙ୍କ ମୁଣ୍ଡ କାଟିଦେଇଥିବାର ଆପଣମାନେ ପୁରାଣରେ ପଢିଥିବେ ଓ ଜାଣିଥିବେ। ତେବେ ଆମମାନଙ୍କ ମଧ୍ୟରୁ ବହୁତ କମ ଲୋକେ ଜାଣିଥିବେ ପର୍ଶୁରାମଙ୍କ ଏପରି ପଦକ୍ଷେପର କାରଣ । ଶାସ୍ତ୍ରାନୁସାରେ ଜମଦଗ୍ନୀ ଓ ମାତା…

ମନୁ, ଇଲାଭେନିଲ, ଦିବ୍ୟାଂଶୁଙ୍କୁ ସ୍ୱର୍ଣ୍ଣ

ପୁଟାନ() ଅ ।ଇଏସ୍ଏସ୍ଏଫ୍ ବିଶ୍କପ୍ର ଗୋଟିଏ ଦିନରେ ଭାରତୀୟ ଶୁଟରମାନେ ସର୍ବାଧିକ ସଫଳତା ପାଇଛନ୍ତି । ଯୁବ ଶୁଟର ମନୁ ଭାକର, ଇଲାଭେନିଲ ଭାଲରିଭାନ ଓ ଦିବ୍ୟାଂଶୁ ପାନ୍ୱାର ନିଜ ନିଜ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତିୟ ପ୍ରଥମ ଥର ପାଇଁ ଅ ।ଇଏସ୍ଏସ୍ଏଫ୍ ବିଶ୍କପ୍ର ଗୋଟିଏ ଦିନରେ ଭାରତୀୟ…

ସୋସିଆଲ ମିଡିଆରେ ଘୂରି ବୁଲୁଛି ସାଂସଦଙ୍କ ଏହି ଭିଡିଓ,ଦେଖନ୍ତୁ

ଟିଏମସି ଏମପି ତଥା ଅଭିନେତ୍ରୀ ନୁସରତ ଜାହାଁ ଆସିୟୁରୁ ଡିସଚାର୍ଜ ହୋଇଛନ୍ତି। ରବିବାର ରାତିରେ ସେ ନିଃଶ୍ୱାସ ନେବାରେ ଅସୁବିଧାର ସମ୍ମୁଖୀନ ହେବାରୁ ତାଙ୍କୁ କୋଲକାତାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ ଆଇସିୟୁରେ…