Odia News Portal

ବାବା କିପରି ପାଣିକୁ ତେଲରେ ପରିଣତ କରିଥିଲେ ଆସନ୍ତୁ ଜାଣିବା

ସ୍ୱାଧିକାର ନ୍ୟୁଜ() ସାଇ ବାବାଙ୍କ ଚମକ୍ରାରିତା ବିଷୟରେ ସମସ୍ତ ଅଳ୍ପବହୁତେ ଜାଣନ୍ତି । କିନ୍ତୁ ବାବା ପାଣିକୁ ତେଲରେ ପରିଣତ କରିବା ଏକ ବିସ୍ମୟକର ଘଟଣା ହୋଇଥିଲେ ମଧ୍ୟ ସାଇ ବାବା ତାଙ୍କ ଚମକ୍ରାରିତା ବଳରେ କିପରି ପାଣିକୁ ତେଲରେ ପରିଣତ କରିପାରିଥିଲେ ଆସନ୍ତୁ ଜାଣିବା । ବାବା ଦୀପ…

ପ୍ରତ୍ୟାହାର ହେଲା ଚାଷୀ ଆନ୍ଦୋଳନ

ଭୁବନେଶ୍ୱର()  ଟୋକନ୍ ବ୍ୟବସ୍ଥା ଉଛେଦ ଦାବିରେ ପଶ୍ଚିମ ଓଡିଶାରେ ଆନ୍ଦୋଳନ କରୁଥିବା ଚାଷୀ ସଂଗଠନ ଆନ୍ଦୋଳନ ପ୍ରତ୍ୟାହୃତ କରିଛନ୍ତି । ମନ୍ତ୍ରୀ ଓ ବିଧାୟକଙ୍କ ସହ ଆଲୋଚନା ପରେ ମାନିଯାଇଛନ୍ତି ଆନ୍ଦୋଳନରତ ଚାଷୀ । ମନ୍ତ୍ରୀ ସୁଶାନ୍ତ ସିଂହ ଓ ବିଜେଡ଼ି ଉପମୁଖ୍ୟ ସଚେତକ ତଥା…

ବିବାହକୁ ନେଇ ଚର୍ଚ୍ଚାରେ ବିଧାୟକ ଓ ବିଧାୟିକା

ନୂଆଦିଲ୍ଲୀ()  ଆଜି ପୂର୍ବତନ ବିଧାୟକ ଅଖିଲେଶ ସିଂହଙ୍କ ଝିଅଙ୍କ ବିବାହ । କଂଗ୍ରେସ ବିଧାୟକ ଅଦୀତି ସିଂହ ୨୧ ତାରିଖରେ ପଞ୍ଜାବର କଂଗ୍ରେସ ବିଧାୟକ ଅଙ୍ଗଦ ସୈନୀଙ୍କୁ ବିବାହ କରୁଛନ୍ତି । ଉଭୟଙ୍କ ବିବାହ ନୂଆଦିଲ୍ଲୀରେ ଅନୁÂିତ ହେଉଛି । ଅଙ୍ଗଦ ଓ ଅଦୀତି ଦୁହେଁ ୨୦୧୭ ମସିହାରେ ବିଧାୟକ…

ବ୍ରେକ୍ଫାଷ୍ଟ କରୁ ନଥିବା ପିଲା ରଖନ୍ତି କମ ମାର୍କ

ଲଣ୍ଡନ() ବ୍ରେକଫାଷ୍ଟ କରୁ ନ ଥିବା ପିଲା କମ୍ ମାର୍କ ରଖନ୍ତି ବୋଲି ଏକ ସର୍ବେକ୍ଷଣରୁ ଜଣାପଡ଼ିଛି। ପିଲାମାନେ ଖାଲିପେଟରେ ରହି ପାଠପଢ଼ିବା ଦ୍ୱାରା ମାନସିକ ସନ୍ତୁଳନ ରକ୍ଷା ହୋଇ ନ ଥାଏ। ଖାଲି ଘରେ ନୁହେଁ, ସ୍କୁଲରେ ମଧ୍ୟ ବ୍ରେକ୍ଫାଷ୍ଟ କରିବା ଜରୁରୀ। କମ୍ ଖାଦ୍ୟ ଖାଉଥିବା ପିଲାଙ୍କଠାରୁ…

କଲ୍ୟାଣ ମଣ୍ଡପର ନିଜସ୍ବ ପାର୍କିଂ ନଥିଲେ ହେବ ଦୃଢ କାର୍ୟ୍ୟାନୁଷ୍ଠାନ

ଭୁବନେଶ୍ୱର() ଭୁବନେଶ୍ୱରରେ ପାର୍କିଂ ବ୍ୟବସ୍ଥା ନଥିବା କଲ୍ୟାଣ ମଣ୍ଡପ ଗୁଡିକ ଉପରେ ହେବ ଦୃଢ କାର୍ୟ୍ୟାନୁଷ୍ଠାନ । ଏନେଇ ଗୃହ ଓ ନଗର ଉନ୍ନୟନ ବିଭାଗ ସଚିବ ଜି.ମାଥିଭାତନନ୍, ବିଏମସି କମିଶନର ତଥା ବିଡିଓ ଉପାଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି । ବିବାହ ବ୍ରତ ସମୟରେ ବିଭିନ୍ନ କଲ୍ୟାଣ ମଣ୍ଡପ…

ସହମତି ପ୍ରକାଶ ପାଇଲାନି ସର୍ବଦଳୀୟ ବୈଠକରେ

ଭୁବନେଶ୍ୱର () ତିନୋଟି ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ବିରୋଧୀ କଂଗ୍ରେସ ଓ ବିଜେପି ଆଜି ବିଧାନସଭାରେ ସରକାରଙ୍କ ଖମଖିଆଲ ମନୋବୃତିକୁ ନେଇ ହଟ୍ଟଗୋଳ କରିଥିଲେ । ଯାହାକୁ ନେଇ ଆଜି ପୂର୍ବାହ୍ନ ଅଧିବେଶନ ଚାଲିପାରିନଥିଲା । ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ ବି ଆଲୋଚନା ବିଫଳ ହୋଇଛି ।…

ଟିକସ ବଢିଛି ହେଲେ ଜୋରମାନା କମିଛି : ପରିବହନ ମନ୍ତ୍ରୀ

ଭୁବନେଶ୍ୱର()  ନୂଆ ମୋଟର ଯାନ ଆଇନ ଅନୁସାରେ ୧୫ ବର୍ଷରୁ ଅଧିକ ସମୟ ଗଡିଥିବା ଗାଡିକୁ ନିଷେଧ କରାଯାଇଛି । ତାସତ୍ୱେ ଗଡୁଛି ଗାଡି । ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ରାଜ୍ୟରେ ୧୫ ବର୍ଷରୁ ଅଧିକ ସମୟର ମୋଟରଗାଡି ସଂଖ୍ୟା ହେଉଛି ୨୨ ଲକ୍ଷ ୯ ହଜାର ୫ ଶହ ୭୩ । ସେଥିମଧ୍ୟରୁ ୧୧…

ଅନ୍ତରୀଣ ପୁଲିସ ମୁଖ୍ୟ ଭାବେ ଦାୟିତ୍ୱ ନେଲେ ଡିଜିପି ସତ୍ୟଜିତ ମହାନ୍ତି

କଟକ ()   ପୋଲିସ ଡିଜି ବିଜୟ ଶର୍ମା ବିଦା ହେବା ପରେ ଅନ୍ତରୀଣ ପୋଲିସ ଡିଜି ଭାବରେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ସତ୍ୟଜିତ୍ ମହାନ୍ତି ।କଟକ ପୁଲିସ୍ ମୁଖ୍ୟାଳୟରେ ପହଞ୍ଚି ଆଜି ସେ ବିଧିବଦ୍ଧ ଭାବେ ଦାୟିତ୍ୱ ନେଇଛନ୍ତି ।ଏହି ଅବସରରେ ତାଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା ।…

ନାବାଳିକାଙ୍କୁ ଦୁଷ୍କର୍ମ କରିବା ସହ ଆପତ୍ତିଜନକ ଭିଡିଓ ଉତ୍ତୋଳନ, ୩ ଗିରଫ

ଭଞ୍ଜନଗର : ନାବାଳିକାଙ୍କୁ ଦୁଷ୍କର୍ମ କରିବା ସହ ଆପତ୍ତିଜନକ ଭିଡିଓ ଉତ୍ତୋଳନ ୩ଜଣଙ୍କୁ ଗିରଫ କରିଛି ପୋଲିସ । ଭିଡିଓ ଭାଇରାଲ୍‌ ନେଇ ଜଗନ୍ନାଥପ୍ରସାଦ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତ୍ତିକରି ପୋଲିସ ଦୁଇ ନାବାଳକଙ୍କ ସହ ୩ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।…

ଅନ୍ତରୀଣ ପୋଲିସ ଡିଜି ଭାବେ ଦାୟିତ୍ୱ ନେଲେ ସତ୍ୟଜିତ ମହାନ୍ତି

ଭୁବନେଶ୍ବର : ଅନ୍ତରୀଣ ପୋଲିସ ଡିଜି ଭାବେ ଦାୟିତ୍ୱ ନେଲେ ସତ୍ୟଜିତ ମହାନ୍ତି। ଗତକାଲି ବିଳମ୍ବିତ ରାତିରେ ବି.କେ ଶର୍ମାଙ୍କ ସ୍ଥାନରେ ସତ୍ୟଜିତଙ୍କୁ ଅନ୍ତରୀଣ ଦାୟିତ୍ୱ ଦିଆଯାଇଛି। ଆଜି ଦିନ ୧୦ଟାରେ ପୋଲିସ ମୁଖ୍ୟାଳୟ ଠାରେ ସତ୍ୟଜିତ୍‌ ମହାନ୍ତିଙ୍କୁ ଗାର୍ଡ ଅଫ ଅନର ଦିଆଯାଇଛି । ନୂଆ ପୋଲିସ…