Odia News Portal

ଅନେକ ଦିନର ବ୍ୟବଧାନ ପରେ ପରଦାକୁ ଫେରୁଛନ୍ତି ଅମିର ଖାଁ

ଅନେକ ଦିନର ବ୍ୟବଧାନ ପରେ ପୁଣି ପରଦାକୁ ଫେରୁଛନ୍ତି ମିଷ୍ଟର ଫରଫେକ୍ଟନିଷ୍ଟ ଅମିର ଖାଁ। ତାଙ୍କ ଆଗାମୀ ଫିଲ୍ମ ‘ଲାଲ ସିଂ ଚଢା’ର ପ୍ରଥମ ପୋଷ୍ଟର ରିଲିଜ୍‌ ହୋଇଛି। ପୋଷ୍ଟରରେ ଅମିରଙ୍କ ସରଦାର ଜୀଙ୍କ ରୂପରେ ଦେଖିବାକୁ ମିଳିଛି। ମୁଣ୍ଡରେ ପଗଡି, ମୁହଁରେ ହାଲ୍‌କା ହସ, ତା’ସହ ବଡ ବଡ ଦାଢିରେ…

ଜାଣନ୍ତି ଭୋଜିଭାତ ପରେ ମିଠା କାହିଁକି ଖାଇବାକୁ ଦିଆଯାଏ

ସାଧାରଣତଃ ଭୋଜିଭାତ ଶେଷରେ ମିଠା ଖାଇବାକୁ ଦିଆଯାଏ। କୁହାଯାଏ, କିଛି ଖାଇବା ପରେ ପାଟି ମିଠା କରିବା ଦରକାର। କିନ୍ତୁ କ’ଣ ପାଇଁ ଖାଇବା ଶେଷରେ ମିଠା ଦିଆଯାଇଥାଏ ତାହା ହୁଏତ ଖୁବ୍‌ କମ୍‌ ଲୋକ ଜାଣିଥିବେ। ତେବେ ଆସନ୍ତୁ ଜାଣିବା ଏ ସମ୍ପର୍କରେ… କୌଣସି ଭୋଜିଭାତ ସମୟରେ ଖାଦ୍ୟ ବହୁତ ରାଗ…

ନାବାଳକୁ ଧରି ହରଡଘଣାରେ ସ୍ପେଶାଲସ୍କ୍ୱାଡ୍‍ ପୁଲିସ୍‍

ଭୁବନେଶ୍ୱର : ନାବାଳକ ଅପରାଧିକୁ ଧରି ରାଜଧାନୀ ପୁଲିସ୍‍ ଏବେ ହଟହଟା । କମିଶନରେଟ ପୁଲିସ୍‍ର ସ୍ପେଶାଲ ସ୍କ୍ୱାଡ୍‍ ଗିରଫ କରିଥିବା ନାବାଳକକୁ ପୁଲିସ୍‍ ଲୁଚାଇ ରଖିବା ଯୋଗୁଁ ପୁଲିସ୍‍ କମିଶନରଙ୍କ ଠାରୁ ଆରମ୍ଭକରି ଡିସିପି, ଥାନାବାବୁ ଓ ସ୍ପେଶାଲସ୍କ୍ୱାଡ୍‍ ବାବୁ ସମେସ୍ତ ଅଦାଲତି ମାମଲାର…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ ଆଜି ବୃହସ୍ପତିଙ୍କ ଦୃଷ୍ଟିରେ ଚନ୍ଦ୍ର ଅବସ୍ଥାନ କାରଣରୁ ଆପଣଙ୍କ ଉନ୍ନତ ଚିନ୍ତାଧାରା କାର୍ଯ୍ୟକ୍ଷେତ୍ରରେ ସାହାଯ୍ୟ କରିବ । ଅଯଥା ଅର୍ଥବ୍ୟୟ ମାନସିକ ସ୍ଥିତିକୁ କଳୁଷିତ କରିଦେଇପାରେ । ବନ୍ଧୁମାନଙ୍କ ସହ ଆଲୋଚନାରୁ ଆଶ୍ୱସ୍ତି ଲାଭ କରିବେ। ଦ୍ୱିଜା ନକ୍ଷତ୍ରର ଅର୍ଥଲାଭ…

ଡିଜି ପଦରୁ ହଟିଲେ ବିଜୟ ଶର୍ମା : ନୂଆ ହେଲେ ଅଭୟ

ଭୁବନେଶ୍ୱର : ମାତ୍ର ସାଢେ ଚାରି ମାସରେ ବଦଳିଲେ ପୋଲିସ ଡିଜି । ଅଗ୍ନିଶମ  ଡିଜି ଥିବା ସମୟରେ କିଛି ଶିଳ୍ପାନୁଷ୍ଠାନକୁ ଫାୟାର ସେଫ୍ଟି ସାର୍ଟିଫିକେଟ ପ୍ରଦାନରେ ଅନିୟମିତତା ଅଭିଯୋଗ ଆସିଥିଲା । ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟ ଶାସନ ସଚିବ,…

ଟୟୋଟା କିର୍ଲୋସ୍କର ମୋଟର ପକ୍ଷରୁ ଓଡ଼ିଶାରେ ପ୍ରଥମ ଡ୍ରାଇଭିଂ ସ୍କୁଲ

ଭୁବନେଶ୍ୱର : ଭାରତରେ ସଡ଼କ ସୁରକ୍ଷାକୁ ଦୃଷ୍ଟିରେ ରଖି ଟୟୋଟା  କିର୍ଲୋସ୍କର ମୋଟର ଏହାର ୧୩ତମ ଟୟୋଟା ଡ୍ରାଇଭିଂ ସ୍କୁଲ୍ ର ଉଦ୍ଘାଟନ କରିଛି ଏବଂ ଟୟୋଟା  ଡ୍ରାଇଭିଂ ସ୍କୁଲ୍ ଦେଶରେ ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିପାରିଛି ଏହାଛଡା “ସେଫେଷ୍ଟ କାର ଉଇଥ୍ ସେଫେଷ୍ଟ ଡ୍ରାଇଭ” ଯାହାକି କମ୍ପାନି…

ଗୋଆରେ ୫୦ତମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଉଦ୍‌ଘାଟନ

ପାଣାଜୀ : ଗୋଆରେ ଆରମ୍ଭ ହୋଇଛି ୫୦ତମ ଅନ୍ତରାଷ୍ଟ୍ରୀୟ ଚଳଚ୍ଚିତ୍ର ମହୋତ୍ସବ ଆଇଏଫଏଫଆଇ( IFFI) । ଏହି ଅବସରରେ ଅଭିନେତା ରଜନୀକାନ୍ତଙ୍କୁ 'ଆଇକନ ଅଫ ଦି ଇଅର ଆୱାର୍ଡ' ପ୍ରଦାନ କରାଯାଇଛି । ଅପରାହ୍ନ ୩ଟା ସମୟରେ ଶ୍ୟାମାପ୍ରଶାଦ ମୁଖାର୍ଜୀ ଷ୍ଟାଡିୟମରେ କାର୍ଯ୍ୟକ୍ରମର ଶୁଭାରମ୍ଭ…

ରାସ୍ତାକଡ଼ ସେଲୁନରେ ସେଭିଂ ହେଲେ ମୟୂରଭଂଜ ସାଂସଦ

ନୂଆଦିଲ୍ଲୀ : ଫୁଟପାଥ୍‌ ସେଲୁନରେ ସାଂସଦ । ଦିଲ୍ଲୀରେ ଖୋଲା ଆକାଶ ତଳେ ରାସ୍ତାକଡ଼ ସେଲୁନରେ ସେଭିଂ ହେଲେ ମୟୂରଭଂଜ ସାଂସଦ ବିଶ୍ୱେଶ୍ୱର ଟୁଡୁ । ସାଂସଦ ଟୁଡୁ କହିଛନ୍ତି ସରଳ ଜୀବନଯାପନକୁ ସେ ବେଶ ପସନ୍ଦ କରନ୍ତି । ଯେ କୌଣସି ବ୍ୟକ୍ତିର ପଦପଦବୀ ବଡ଼ ନୁହେଁ, ମଣିଷତ୍ୱ ବଡ଼ । ତାଙ୍କ ପାଖରେ…

ଭଲକାମ କର ପୁରସ୍କାର ସହ ବିଦେଶ ଯାତ୍ରାର ସୁଯୋଗ ପାଅ

ଭୁବନେଶ୍ବର : ଫାଇଭ ଟିରେ ଭଲ କାମ କରୁଥିବା ପୋଲିସ ଅଫିସରଙ୍କୁ କରାଯିବ ପୁରସ୍କୃତ । ସେହିପରି ଗୋଟିଏ ବର୍ଷ ମଧ୍ୟରେ ହତ୍ୟାକାଣ୍ଡ କିମ୍ବା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିପାରିଲେ ମାମଲାର ତଦନ୍ତକାରୀ ଅଧିକାରୀ ମଧ୍ୟ ପୁରସ୍କୃତ ହେବେ । ପୁରସ୍କୃତ ଅଧିକାରୀଙ୍କୁ…

ଧୈର୍ଯ୍ୟ ରଖିବାକୁ ସାଇଙ୍କ ମନ୍ତ୍ର

ଧୈର୍ଯ୍ୟର ଫଳ ଯେ ସବୁ ବେଳେ ମିଠା ଏ କଥା ନିଜେ ସେଇ ବାବା ହିଁ କହିଛନ୍ତି । କୌଣସି କଥାରେ ବିଚଳିତ ନହୋଇ ଧୈର୍ଯ୍ୟର ସହିତ ସବୁ କଥା ତାଙ୍କ ଉପରେ ଛାଡି ଦେଲେ ତାର ସମାଧାନର ବାଟ ସେ ଆପେ ଆପେ ଦେଖାଇ ଦିଅନ୍ତିା ଆସନ୍ତୁ ଜାଣିବା ସାଇ ବାବାଙ୍କ ମହିମା । ଥରେ ଜଣେ ବୃଦ୍ଧ ମହିଳା ଶ୍ରୀମତୀ…