ଆସିକା ପୋଲିସର ଏନକାଉଣ୍ଟର
ଗଞ୍ଜାମ : ଗୁଳିର ଜବାବ ଗୁଳିରେ ଦେଲା ପୋଲିସ । ଗଞ୍ଜାମ ଜିଲ୍ଲା ଆସିକା ପୋଲିସକୁ ସଫଳତା ମିଳିଛି । ଗୁଳିକାଣ୍ଡର କିଛି ଘଣ୍ଟା ମଧ୍ୟରେ ଅଭିଯୁକ୍ତକୁ ଏନକାଉଣ୍ଟର କରିଛି ଆସିକା ପୋଲିସ । ଗତକାଲି ରାତିରେ ଆସିକା ଥାନା ପାଣ୍ଡିଆପଥର ଗାଁର ବଳରାମ ସେଠୀଙ୍କ ଉପରକୁ ଗୁଳିମାଡ଼ କରିଥିଲା ଟାଙ୍ଗିରି…
