ହୃଦ୍ଜନିତ ସମସ୍ୟାଠାରୁ ବି ଦୂରେଇ ରଖେ ଅମୃତଭଣ୍ଡା
ଶରୀର ପାଇଁ ଅମୃତଭଣ୍ଡା ବେଶ୍ ଉପକାରୀ। ବାଡିବଗିଚାରେ ମଧ୍ୟ ଏହା ସହଜରେ ମିଳିଥାଏ। କଞ୍ଚା ହେଉ ବା ପାଚିଲା ଉଭୟ ଶରୀର ପାଇଁ ଲାଭଦାୟକ ହୋଇଥାଏ। ଏଥିରେ ଭିଟାମିନ ଏ, ବି, ସି ଓ ଫାଇବର ଭରପୁର ମାତ୍ରାରେ ଥାଏ। କଞ୍ଚା ଅମୃତଭଣ୍ଡାରେ ଫାଇବର ଭରି ଥିବାରୁ ଏହା କୋଷ୍ଠକାଠିନ୍ୟ ସମସ୍ୟା ଦୂର ସହ…
