ଏଣିକି ଅଫିସରେ ‘ଭାଇ’ ଡାକ ମନା
ଭୁବନେଶ୍ୱର() ଏଣିକି ଅଫିସରେ ‘ଭାଇ’ ଡାକିଲେ ହେବ କାର୍ୟ୍ୟାନୁଷ୍ଠାନ । ପଶୁସମ୍ପଦ ନିର୍ଦ୍ଦେଶାଳୟରେ ଭାଇ ଡାକିବା ମନା । ଏଭଳି ଏକ ନିର୍ଦ୍ଦେଶ ଆସିଛି ବିଭାଗରୁ । ସରକାରୀ ମର୍ୟ୍ୟାଦା ଭଙ୍ଗ ହେଉଥିବା ଦର୍ଶାଇ ଏଭଳି ନିର୍ଦ୍ଦେଶନାମା ଜାରି କରିଛନ୍ତି ପଶୁପାଳନ ନିର୍ଦ୍ଦେଶକ ।
ଏଥିରେ…
