ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା
ମେଷ
ଆଜି ସ୍ବଗୃହୀ ଚନ୍ଦ୍ର ଚତୁର୍ଥ ସ୍ଥାନରେ ରହିଥିବାରୁ ବନ୍ଧୁ ମିଳନ ଘଟିବ। ମଙ୍ଗଳ ନିଜ ରାଶିକୁ ଅବଲୋକନ କରୁଥିବାରୁ ସ୍ବାସ୍ଥ୍ୟ ପ୍ରାୟତଃ ଭଲ ରହିବ। ସଭାସମିତିରେ ଯୁକ୍ତିଯୁକ୍ତ ଓ ଅପ୍ରିୟ ସତ୍ୟକଥା ପ୍ରକାଶ କରିବା ଦ୍ୱାରା ସାମୟିକ ସମସ୍ୟା ସୃଷ୍ଟି ହୋଇପାରେ। ଆଜିର ପ୍ରତ୍ୟୁଷ…
