Odia News Portal

ସଞ୍ଜୟଙ୍କୁ ବେଷ୍ଟ ପବ୍ଲିକ ରିଲେସନ ଅଫିସର ପୁରସ୍କାର

ଭୁବନେଶ୍ୱର : କର୍ପୋରେଟ ଯୋଗାଯୋଗ ଓ ଗଣମାଧ୍ୟମ ସମ୍ପର୍କ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ନିମନ୍ତେ ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ ଦ୍ୱାରା ସଞ୍ଜୟ କୁମାର ସାହୁ ଙ୍କୁ ବେଷ୍ଟ ପବ୍ଲିକ ରିଲେସନ ଅଫିସର ପୁରସ୍କାରରେ ସମ୍ମାନିତ କରାଯାଇଛି.  ଭୁବନେଶ୍ୱରରେ ଜାତୀୟ ପ୍ରେସ ଦିବସ ପାଳନ…

ପାଟପୁରରେ ଲଜ୍ଜାଜନକ ଘଟଣା, ୨ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଗିରଫ

ଗଞ୍ଜାମ :  ପାଟପୁର ଥାନା ଅଞ୍ଚଳରେ ଦୁଇ ଦୁଇଟି ଲଜ୍ଜାଜନକ ଘଟଣା । ଦୁଇ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବାର ଅଭିଯୋଗ ହୋଇଛି। ଜଣେ ବିବାହିତ ଯୁବକ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିବା ଓ ଅନ୍ୟ ଏକ ଘଟଣାରେ ଜଣେ ନାବାଳକ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛ। ଏନେଇ ପାଟପୁର…

ପୋଖରୀରୁ ଦଳ ସଫା କଲେ ଏସ୍‌ପି ନୀତି ଶେଖର

କେନ୍ଦ୍ରାପଡା : ପୋଖରୀରୁ ଦଳ ସଫା କଲେ କେନ୍ଦ୍ରାପଡ଼ା ଏସ୍‌ପି ନୀତି ଶେଖର। ନିଜ ସରକାରୀ ବାସଭବନ ପଛପଟେ ଥିବା ପରିତ୍ୟକ୍ତ ପୋଖରୀକୁ ସଫାକରିଛନ୍ତି ନିଜେ ଏସ୍‌ପି । ଦୀର୍ଘ ଦିନ ହେବ ପୋଖରୀଟି ଦଳରେ ଭର୍ତ୍ତି ହୋଇ ରହିଥିଲା । ଫଳରେ ଆଖପାଖ ଅଞ୍ଚଳରେ ମାଶାଙ୍କ ପାଦ୍ରୁଭାବ ବଢିଥିଲା ।…

ଡାଳିମ୍ୱ ଚୋପାର ଚାହା ବି ବଡ଼ ଉପକାରୀ

ଭୁବନେଶ୍ୱର : ସ୍ୱାସ୍ଥ୍ୟ ପାଇଁ ଖୁବ୍ ହିତକର ହେତୁ ଡାଳିମ୍ୱକୁ ସୁପର୍‌ଫୁଡ୍‌ ବୋଲି କୁହାଯାଏ। ଏଥିରେ ପ୍ରଚୁର ମାତ୍ରାରେ ଆଣ୍ଟି-ଅକ୍ସିଡାଣ୍ଟସ୍‌ ଓ ମିନେରାଲ୍ସ ରହିଛି, ଯାହା କ୍ୟାନସର୍‌ ଓ ହୃଦ୍‌ଜନିତ ସମସ୍ୟାରୁ ରକ୍ଷା କରିଥାଏ। ଏହା ବ୍ୟତୀତ ଡାଳିମ୍ୱରେ ଫାଇବର୍‌, ଭିଟାମିନ୍ କେ, ସି,…

ଆତ ଖାଇଲେ ଦୂର ହୁଏ ଶ୍ୱାସ ରୋଗ

ଭୁବନେଶ୍ୱର : ଆତ ଖାଇବାକୁ ଭାରି ସ୍ୱାଦିଷ୍ଟ ଲାଗିଥାଏ। ଏଥିରେ କ୍ୟାଲସିୟମ୍‌, ମ୍ୟାଗ୍ନେସିୟମ୍‌ ଓ ଫାଇବର୍‌ ସହିତ ବିଭିନ୍ନ ପ୍ରକାର ପୋଷକତତ୍ତ୍ୱ ମଧ୍ୟ ରହିଛି। ଏହାକୁ ଖାଇଲେ ଅନେକ ସମସ୍ୟାରୁ ମୁକ୍ତି ମିଳଥାଏ। ଏପରିକି ଆୟୁର୍ବେଦରେ ଆତ ପତ୍ରକୁ ମଧ୍ୟ ଔଷଧ ଭାବେ ବ୍ୟବହାର କରାଯାଇଥାଏ।…

ଅନେକ ରୋଗରୁ ମୁକ୍ତି ଦିଏ ଆମ୍ବ ପତ୍ର

ଆମ୍ବ ଖାଇବାକୁ ପ୍ରାୟ ସମସ୍ତେ ଭଲ ପାଆନ୍ତି। ସ୍ବାସ୍ଥ୍ୟ ପ୍ରତି ଏହାର ବହୁତ ଉପକାରୀତ ମଧ୍ୟ ରହିଛି। ହେଲେ କ’ଣ ଆପଣ ଜାଣନ୍ତି, ଆମ୍ବ ପତ୍ର ଶରୀର ପାଇଁ କେତେ ଉପକାରୀ? ଏଥିରେ ଭରପୂର ମାତ୍ରାରେ ଆଣ୍ଟିଅକ୍ସିଡାଣ୍ଟ, ଭିଟାମିନ୍-ବି, ଇ ଓ ସି ରହିଥାଏ। ଏଥିରେ ଥିବା ଔଷଧୀୟ ଗୁଣ ଅନେକ ରୋଗରୁ…

ଆସନ୍ତୁ ଘରେ ପ୍ରସ୍ତୁତ କରିବା, କଦଳୀ ପତ୍ର ଶୁଖୁଆ ମସଲା

ଆବଶ୍ୟକ ସାମଗ୍ରୀ- ନଡ଼ିଆ ଫାଳି ଶୁଖୁଆ, ଟମାଟୋ, କଞ୍ଚାଲଙ୍କା, ପିଆଜ, ଧନିଆ ଗୁଣ୍ଡ, ରସୁଣ-ଅଦା-କଞ୍ଚାଲଙ୍କା ପେଷ୍ଟ୍, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ସୋରିଷ ବଟା, ରିଫାଇନ୍‌ ତେଲ ଓ କଦଳୀ ପତ୍ର। ପ୍ରସ୍ତୁତି ପ୍ରଣାଳୀ- ପ୍ରଥମେ ଶୁଖୁଆକୁ କାଟି ଭଲ ଭାବେ ଧୋଇ ସଫା କରି ଦିଅନ୍ତୁ। ଏହାପରେ…

ବଲିଉଡ୍‌ରେ ପ୍ରେମ୍ ଆନନ୍ଦଙ୍କ ଜଲ୍ଓ୍ୱା

ଭୁବନେଶ୍ୱର : ପୁଣିଥରେ ବଲିଉଡ୍‌ରେ ଜଲ୍ଓ୍ୱା ଦେଖାଇବାକୁ ଯାଉଛନ୍ତି ଓଲିଉଡ୍‌ ମ୍ୟୁଜିକାଲ୍‌ ସାଇଣ୍ଟିଷ୍ଟ ପ୍ରେମ୍ ଆନନ୍ଦ। ନିର୍ମାଣ ହେଉଥିବା ବଲିଉଡ୍‌ ଫିଲ୍ମ ‘ଲଭ୍‌ ୟୁ ଟର୍ଣ୍ଣ’ର ଦୁଇଟି ଗୀତର ସେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ତାଙ୍କ ନିର୍ଦ୍ଦେଶିତ ଗୀତ ମଧ୍ୟରୁ ଗୋଟେ ଗୀତ ମୋହିତ୍‌…

ଫେଲ୍‍ ମାରିଲା ବିଜେପିର ସ୍ମିତାରାଣୀ ଷ୍ଟ୍ରାଟେଜି

ଭୁବନେଶ୍ୱର : ଶୀତକାଳୀନ ଅଧିବେଶନର ପ୍ରଥମ ସପ୍ତାହରେ ଶାସକଦଳକୁ ଘେରିବାପାଇଁ ବିଜେପି ଯେଉଁ ଯୋଜନା କରିଥିଲା ତାହା ଫେଲ ମାରିଛି । ଯେଉଁ ସ୍ମିତାରାଣୀ ମୃତ୍ୟୁ ଘଟଣାକୁ ଆୟୁଧ କରି ବିଜେପି ରଣନୀତି ପ୍ରସ୍ତୁତ କରି ଶାସକଦଳକୁ ଘାଇଲା କରିବାକୁ ଯୋଜନା କରିଥିଲା ତାହା ତାହା ଏକ ପ୍ରକାର ଫୁସୁରି…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ ଆଜି କର୍ମକ୍ଷେତ୍ରରେ, ପରିବାରରେ, ମିତ୍ର ବନ୍ଧୁରେ ଆନନ୍ଦମୟ ପରିବେଶ ସୃଷ୍ଟି କରିବ। କିନ୍ତୁ ଲେଖାପଢ଼ାରେ ଆଳସ୍ୟ ଓ ଅବହେଳା ପ୍ରଦର୍ଶନ କରି ସମାଲୋଚିତ ହେବେ। ବନ୍ଧୁଙ୍କ ଅନୁରୋଧରେ ନୂତନ ସ୍ଥାନକୁ ବୁଲିଯିବାର ସୁଯୋଗ ମିଳିବ। ଆକସ୍ମିକ ଭାବରେ ଆତ୍ମୀୟମାନଙ୍କ ନିକଟରୁ…