Odia News Portal

ଟଙ୍କା ପାଇଁ ନିଜଠାରୁ ଟଥେଷ୍ଟ ବଡ ଯୁବକଙ୍କୁ ବିବାହ କରିଛନ୍ତି ଏହି ଚର୍ଚ୍ଚିତ ଅଭିନେତ୍ରୀ

ମୁମ୍ବାଇ()ବଲିଉଡର ସୁପରହିଟ୍ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଜୁହି ଚାୱଲା।ଲଭ ଷ୍ଟୋରୀରୁ ଆରମ୍ଭ କରି କମେଡି ଯାଏଁ ଜୁହି ସବୁ ଭୂମିକାରେ ନିଜର ବେଷ୍ଟ ଦିଅନ୍ତି। ଜୁହି ଚାୱଲା ଜୟ ମେହତାଙ୍କୁ ବିବାହ କରିଛନ୍ତି। ଜୁହି ଓ ଜୟଙ୍କ ବୟସରେ ଲମ୍ବା ବ୍ୟବଧାନ ରହିଛି । ଜୟ ମେହତା ନିଜ…

ରାଜ୍ୟରେ ଖୋଲିବ ୬ଟି ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ କୋର୍ଟ

ଭୁବନେଶ୍ୱର()  ରାଜ୍ୟରେ ଖୋଲିବ ୬ଟି ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ କୋର୍ଟ । ୬ଟି ନୂଆ କୋର୍ଟ ଖୋଲିବାକୁ ହାଇକୋର୍ଟଙ୍କଠାରୁ ଅନୁମତି ମିଳିଛି । ନୂଆ କୋର୍ଟ ଖୋଲିବା ନେଇ ଆଇନ ବିଭାଗ ପକ୍ଷରୁ ସୂଚନା ମିଳିଛି । କୋର୍ଟ ଅଭାବ ଓ ଆଇନଜୀବୀଙ୍କ ଆନ୍ଦୋଳନ ମୁଖ୍ୟ ପ୍ରସଙ୍ଗ ରହିଛି । ଅଳ୍ପ…

ଶିଳ୍ପପତି ମହିମା ମିଶ୍ରଙ୍କୁ ଜାମିନ

କଟକ() ଶିଳ୍ପପତି ମହିମା ମିଶ୍ରଙ୍କୁ ହାଇକୋର୍ଟରୁ ଜାମିନ ମିଳିଛି । ସିୱେଜ ସିପିଂ ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ମହିମା ଜାମିନ ଦେଲେ ହାଇକୋର୍ଟ । ଏହାସହ ନିମ୍ନ ଅଦାଲତ ସର୍ତ୍ତ ସ୍ଥିର କରିପାରିବେ କହିଲେ ହାଇକୋର୍ଟ । ଏହି ମାମଲାରେ ପୂର୍ବରୁ ହାଇକୋର୍ଟ ଜାମିନ ପ୍ରଦାନ କରିଥିଲେ ।…

କେନ୍ଦ୍ର ସରକାରଙ୍କୁ ରାଫେଲ୍‌ ଆଶ୍ୱସ୍ତି

ନୂଆଦିଲ୍ଲୀ () ରାଫେଲ୍ ଯୁଦ୍ଧ ବିମାନ ଚୁକ୍ତି ମାମଲାର ସିବିଆଇ ତଦନ୍ତ ପାଇଁ ଦାବି କରି ଆଗତ ହୋଇଥିବା ପିଟିସନ୍କୁ ଖାରଜ କରିଦେଇଛନ୍ତି ସୁପ୍ରିମ୍କୋର୍ଟ। ୨୦୧୮ରେ ସୁପ୍ରିମକୋର୍ଟ ରାଫେଲ୍ ଯୁଦ୍ଧ ବିମାନ କିଣା ନେଇ ଦେଇଥିବା ରାୟର ପୁନର୍ବିଚାର ପାଇଁ ହୋଇଥିବା ଆବେଦନକୁ ଖାରଜ କରିଦେଇଛନ୍ତି…

ବଢ଼ିଲା କଟକର ଐତିହାସିକ ବାଲିଯାତ୍ରାର ଦିନ

କଟକ() ଆଉ ଗୋଟିଏ ଦିନ ବଢ଼ିଲା କଟକର ଐତିହାସିକ ବାଲିଯାତ୍ରା । ୧୯ ନୁହେଁ ୨୦ରେ ସରିବ ଐତିହାସିକ କଟକର ଯାତ୍ରା । ୧୯ ତାରିଖରେ ଶେଷ ହେବ ବୋଲି ପ୍ରଥମେ କୁହାଯାଇଥିଲା । ଦେଶର ସର୍ବବୃହତ୍ ମୁକ୍ତାକାଶ ବାଣିଜ୍ୟିକ ମେଳା କୁହାଯାଉଥିବା ଏହି ମେଳା ଗତ ବର୍ଷ ପ୍ରଥମ ଥର ପାଇଁ ଦଶ ଦିନ ଚାଲିଥିଲା…

ପରବର୍ତ୍ତୀ ମେକ୍ ଇନ୍ ଓଡ଼ିଶା କନକ୍ଲେଭ ପାଇଁ ମୁଖ୍ୟମନ୍ତ୍ରୀ କଲେ ଘୋଷଣା

ଭୁବନେଶ୍ୱର() ଆଜି ଏଣ୍ଟରପ୍ରାଇଜ୍ ଓଡ଼ିଶା ୨୦୧୯ ଉଦ୍ଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ୨୦୨୦ ନଭେମ୍ବର ୩୦ରୁ ଡିସେମ୍ବର ୪ ପର୍ୟ୍ୟନ୍ତ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ଆୟୋଜିତ ହେବ। ମେକ୍ ଇନ୍ ଓଡ଼ିଶା…

ଭିଜିଲାନ୍ସ ପଞ୍ଝାରେ ବରପାଲି ସିଡିପିଓ

ଭୁବନେଶ୍ବର : ଭିଜିଲାନ୍ସ ପଞ୍ଝାରେ ବରପାଲି ସିଡିପିଓ । ଆଜି ବରଗଡ଼ ଜିଲ୍ଲା ବରପାଲି (ସିଡିପିଓ) ଶିଶୁବିକାଶ ପ୍ରକଳ୍ପ ଅଧିକାରୀ ସଂଯୁକ୍ତା ଲେଙ୍କାଙ୍କ ଘରେ ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ କରିଛି । ସୂଚନାଯୋଗ୍ୟ ଯେ, ସଂଯୁକ୍ତା ଲେଙ୍କା ୧୫ଦିନ ହେବ ବରପାଲିରେ…

ଆଜି ଭାରତ-ବାଂଲାଦେଶ ପ୍ରଥମ ଟେଷ୍ଟ

ଇନ୍ଦୋର : ଆଜି ଭାରତ-ବାଂଲାଦେଶ ମଧ୍ୟରେ ପ୍ରଥମ ଟେଷ୍ଟ ।  ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଇନ୍ଦୋରର  ହୋଲକର ଷ୍ଟାଡ଼ିୟମରେ ଖେଳାଯିବ। ଏହି ଷ୍ଟାଡ଼ିୟମରେ ଦ୍ଵିତୀୟ ଥର  ପାଇଁ ଟେଷ୍ଟ ମ୍ୟାଚ୍ ଆୟୋଜନ ହେଉଛି। ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ପରେ ଭାରତ ଓ…

ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ମୁନିଗୁଡା : ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ କାର୍କାମାର୍କା ଜଙ୍ଗଲ ରେ SOG ଓ DVFଙ୍କ ଯବାନଙ୍କ ମିଳିତ ଅପରେସନ ବେଳେ ମାଓ କ୍ୟାମ୍ପ ଠାବ ହୋଇଥିବା ସୂଚନା ମିଳିଛି । ମାଓକ୍ୟାମ୍ପରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି । ସୂଚନାଯୋଗ୍ୟ ଯେ, ଅମ୍ବାଦଳା ଥାନା ଅନ୍ତର୍ଗତ…

ଫୁଟ୍‌ବଲ୍‌ କୋଚ୍‌ ଭୂମିକାରେ ଅଜୟ

ମୁମ୍ବାଇ: ଫୁଟ୍‌ବଲ୍ ଖେଳକୁ ନେଇ ଏକ ଫିଲ୍ମ ତିଆରି ହେଉଛି। ଏହାର ନାଁ ରଖାଯାଇଛି ‘ମୈଦାନ’। ଏଥିରେ ଲିଡ୍ ରୋଲ୍‌ରେ ଅଛନ୍ତି ଅଜୟ ଦେବଗନ୍‌। ଆଉ ୟା ଭିତରେ ଫିଲ୍ମର ରିଲିଜ୍ ତାରିଖ ଜଣାପଡ଼ିଛି। ଅଜୟଙ୍କ ଏହି ଫିଲ୍ମଟି ୨୦୨୦ ନଭେମ୍ବର ୨୭ରେ ପରଦାକୁ ଆସିବା। ଦେଶର ଜଣାଶୁଣା ଫିଲ୍ମ ସମୀକ୍ଷକ ତରଣ…