Odia News Portal

ମୁଖ୍ୟ ବିଚାରପତି ଆରଟିଆଇ ପରିସରଭୁକ୍ତ ହେବେ

ନୂଆଦିଲ୍ଲୀ () ରାଜ୍ୟର ମୁଖ୍ୟ ବିଚାପତିଙ୍କ ଅଫିସ ଆର.ଟି.ଆଇ ବା ସୂଚନା ଅଧିକାର ଆଇନ ପରିସରଭୁକ୍ତ ହେବ । ଆଜି ଏ ସମ୍ପର୍କରେ ସୁପି୍ରମକୋର୍ଟର ମୁଖ୍ୟ ବିଚାରପତି ରଂଜନ ଗୋଗେଇଙ୍କ ଅଧ୍ୟକ୍ଷତାରେ ଗଠିତ ୫ଜଣିଆ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି । କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ସ୍ୱଚ୍ଛତା,…

ଶପଥ ନେଲେ ରୀତା

ଭୁବନେଶ୍ୱର() ବିଜେପୁରରେ ବିପୁଳ ସଂଖ୍ୟାରେ ଭୋଟ ପାଇ ବିଜୟୀ ହେବା ପରେ ଆଜି ବିଧାନସଭାରେ ବିଜେଡି ବିଧାୟିକା ଭାବରେ ଶପଥ ଗ୍ରହଣ କଲେ ରୀତା ସାହୁ । ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ର ତାଙ୍କୁ ଶପଥ ପାଠ କରାଇଛନ୍ତି । ଏହାସହ ବିଧାନସଭାରେ ବିଜେଡି ବିଧାୟିକାଙ୍କ ସଂଖ୍ୟା ୧୪ରେ ପଂହଚିଥିବାବେଳେ…

ବାଲିଯାତ୍ରାକୁ ଜାତୀୟ ପର୍ବ ମାନ୍ୟତା ଦାବି କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର() ବାଲିଯାତ୍ରାକୁ ଜାତୀୟ ପର୍ବ ମାନ୍ୟତା ଦେବା ପାଇଁ ଦାବି କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ପର୍ୟ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲଙ୍କୁ ପତ୍ର ଲେଖଇଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କ ପତ୍ରରେ ଦର୍ଶାଇଛନ୍ତି ଯେ: ବାଲିଯାତ୍ରା ବା ବୋଇତ ବନ୍ଦାଣ…

ବିଧାନସଭା ଆରମ୍ଭରୁ ହଲ୍ଲାବୋଲ

ଭୁବନେଶ୍ୱର () ଶୀତ ଅଧିବେଶନ ପ୍ରଥମ ଦିନରୁ ହିଁ ସରଗରମ ହୋଇଛି ବିଧାନସଭା। ଦୁଇ ବିରୋଧୀ ଦଳ କଂଗ୍ରେସ ଓ ବିଜେପି ମିଳିତ ଭାବେ ଗୋଟିଏ ପ୍ରସଙ୍ଗରେ ଗୃହର ମଧ୍ୟଭାଗକୁ ଆସି ବିଜେଡି ସରକାର ବିରୋଧରେ ଗର୍ଜିଛନ୍ତି । ଆଜି କଂଗ୍ରେସ ସ୍ମିତାରାଣୀ ମୃତ୍ୟୁ ଘଟଣାରେ ମୁଲତବୀ ନୋଟିସ ଦେଇଥିବା ବେଳେ…

ବିକାଶ ପୂରୁଷ ଭାବେ ଓଡିଶାବାସୀଙ୍କ ହୃଦୟରେ ନବୀନ

ଭୁବନେଶ୍ବର () ପଞ୍ଚମ ପାଳିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିନ୍ନ ଅବତାରରେ ଅବତ୍ତୀର୍ଣ୍ଣ ହୋଇଛନ୍ତି । ଏଥର ସେ ଭୋଟ ରାଜନୀତିରୁ ଉର୍ଦ୍ଧ୍ବକୁ ଗଲେଣି । ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ସୂଚାଇ ଦେଉଛି ସେ ଜଣେ ନେତା ଭାବେ ନୁହେଁ,…

ନାସା ବୈଜ୍ଞାନିକ ହେଲେ କେନ୍ଦ୍ରାପଡ଼ାର ଝିଅ

ଭୁବନେଶ୍ୱର : ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସାରେ ବୈଜ୍ଞାନିକ ହେଲେ ଓଡ଼ିଆ ଝିଅ ଓଁ ନାରାୟଣୀ । ଘରେ ସ୍ନେହରେ ସମସ୍ତେ ଇସା ବୋଲି ଡାକୁଥିବା କେନ୍ଦ୍ରାପଡ଼ା ଜିଲ୍ଲାର ଏହି ଝିଅ ନିଜ ଜିଲ୍ଲା ପାଇଁ ଏବେ ଗୌରବ ଆଣି ପାରିଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଳକ୍‌ ହାଟସାହିର…

ଭୋଟ ରାଜନୀତିରୁ ଉର୍ଦ୍ଧ୍ବରେ ନବୀନ

ଭୁବନେଶ୍ବର : ପଞ୍ଚମ ପାଳିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିନ୍ନ ଅବତାରରେ ଅବତ୍ତୀର୍ଣ୍ଣ ହୋଇଛନ୍ତି । ଏଥର ସେ ଭୋଟ ରାଜନୀତିରୁ ଉର୍ଦ୍ଧ୍ବକୁ ଗଲେଣି । ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ସୂଚାଇ ଦେଉଛି ସେ ଜଣେ ନେତା ଭାବେ ନୁହେଁ,…

ଘରର ଏହି ସବୁ ସ୍ଥାନରେ ରଖନ୍ତୁ ଫିଟିକିରି : ମିଳିବ ଚମତ୍କାର ଫାଇଦା

ଫିଟିକିରିର ଏପରି କେତେକ ଫାଇଦା ରହିଛି ଯାହା ବିଷୟରେ ଆପଣ ଜମା ଜାଣିନଥିବେ ଏବଂ ଏହି ଫାଇଦା ଆପଣଙ୍କ ଘରର ଶାନ୍ତି ଏବଂ ସୁଖ ସମୃଦ୍ଧି ସହ ଜଡ଼ିତ। ବାସ୍ ଏଥିପାଇଁ ଆପଣଙ୍କୁ ଫିଟିକିରିକୁ ଏଭଳିଭାବେ ବ୍ୟବହାର କରିବାକୁ ପଡ଼ିବ। କିଛି ଲୋକ ଏହାକୁ ଅନ୍ଧବିଶ୍ବାସ ବୋଲି କହିଥାଆନ୍ତି କିନ୍ତୁ…

ଅଶୋକଙ୍କୁ କାହିଁକି ଲାଗୁଛି ସେ ଚଣ୍ତାଶୋକ !

ଭୁବନେଶ୍ବର : ୧୧୪ ନମ୍ବର ଏକାମ୍ର ଭୁବନେଶ୍ବର ବିଧାୟକଙ୍କୁ ଲାଗୁଛି ସେ ଚଣ୍ଡାଶୋକ । ଏହା ସ୍ବାଧିକାରର ମତ ନୁହେଁ । ଏହା ମନ୍ତ୍ରୀଙ୍କ ଅନୁମାନ, ଯାହାକୁ ସେ ଏକ ଓକିଲ ନୋଟିସ ମାଧ୍ୟମରେ ଜଣାଇଛନ୍ତି । ସ୍ବାଧିକାର ଏକ ଦାୟିତ୍ବ ସମ୍ପନ୍ନ ଗଣମାଧ୍ୟମ ସଂସ୍ଥା ଭାବରେ ଖବର ପ୍ରକାଶନରେ…

ବିରୋଧିଙ୍କୁ ଚୁପ୍‍ କରିଦେବ ୫-ଟି ଓ ମୋ ସରକାର

ଭୁବନେଶ୍ୱର : ଶୀତକାଳୀନ ଅଧିବେଶନରେ ଶାସକଦଳର ମୁଖ୍ୟ ଅସ୍ତ୍ର ହେବ ୫-ଟି ଓ ମୋ ସରକାର । ଏହି ଦୁଇ ଅସ୍ତ୍ରରେ ବିରୋଧିଙ୍କୁ ଚୁପ୍‍ କରିବାପାଇଁ ରଣନୀତି ପ୍ରସ୍ତୁତ ହୋଇଥିବାବେଳେ ଏହାର ମୁକାବିଲା ପାଇଁ କଂଗ୍ରେସ କିମ୍ବା ବିଜେପି ସେଭଳି କୌଶଳ ପାଉନାହାନ୍ତି । ବିଶେଷକରି ଗତ ମାସରେ ମୋ ସରକାର…