Odia News Portal

ଶ୍ରୀଲିଙ୍ଗରାଜଙ୍କ ଜମି ହଡପ, ମନ୍ତ୍ରୀଙ୍କ ଭାଇଙ୍କ ନାଁରେ ଅଭିଯୋଗ !

ଭୁବନେଶ୍ବର : ପ୍ରଭୁ ଲିଙ୍ଗରାଜଙ୍କ ୨ଏକରରୁ ଅଧିକ ଜମିକୁ ବେଆଇନ ଭାବେ କିଛି ବ୍ୟକ୍ତି ମାଡିବସିଛନ୍ତି । କୋଟି କୋଟି ଟଙ୍କା ମୂଲ୍ୟର ଏହି ଜମି ହଡପ ଘଟଣାରେ ବାରମ୍ବାର ଦବୋତ୍ତର ବିଭାଗ ଓ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ହେଲେ କୌଣସି ସୁଫଳ ମିଳିନି । ଫଳରେ ଲିଙ୍ଗରାଜଙ୍କ…

ଟେନସନ୍ ଦେଉଛି ସୀମା ବିବାଦ

ଭୁବନେଶ୍ୱର : ମୁଣ୍ଡବିନ୍ଧାର କାରଣ ପାଲଟିଛି ସୀମା ବିବାଦ । ଥାନା ମଧ୍ୟରେ ଥିବା ସୀମା ବିବାଦ କାରଣରୁ କେଉଁଠି ଶବ ବ୍ୟବଚ୍ଛେଦ ନ ହୋଇ ପଡିରହୁଛି । ଆଉ କେଉଁଠି ଅପରାଧୀ ମଧ୍ୟ ଖସି ବୁଲୁଛି । ଆଉ ଯଦି ସୀମା ଉପରେ କାହାର ଘର ତେବେ କଥା ସରିଲା । ଚପଲ ଛିଡିଯିବ ସିନା ଏତଲା ହୋଇପାରିବନାହିଁ ।…

ଆଇନ୍‍ ଲଢେଇବେଳେ ସଂଘ ନେତାଙ୍କ କରଛଡା

ଭୁବନେଶ୍ୱର : ସଚିବାଳୟ ସେବା ବର୍ଗର ୨୧୭ ଡେସ୍କ ଅଫିସର ପଦବୀକୁ ପଦୋନ୍ନତି ନେଇ ଲୋକସେବା ଭବନରେ ଦୁଇ ବର୍ଗର କର୍ମଚାରୀଙ୍କ ମଧ୍ୟରେ ଆଇନ୍‍ର ଲଢେଇ ଚାଲିଥିବାବେଳେ ସଚିବାଳୟ ସେବା ସଂଘର ନେତାମାନେ କରଛଡା ଦେବା ଏବେ ଚର୍ଚ୍ଚାର ବିଷୟ ପାଲିଟିଛି । ବିଳମ୍ବରେ ହେଲେ ହେଁ ଏହି ପଦୋନ୍ନତି ପାଇଁ…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ ଟିକିଏ ଟିକିଏ କଥାରେ ଅଯଥା ଭାବପ୍ରବଣ ହେଲେ ନିଜ ପାଇଁ ତାହା କ୍ଷତିର କାରଣ ହେବ । ଶିଳ୍ପ, ବ୍ୟବସାୟ ,ବାଣିଜ୍ୟରେ ମାଲପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ । ଅଫିସରେ ପରିଚାଳନାଗତ ସମସ୍ୟା ବୃଦ୍ଧି ପାଇବ କିନ୍ତୁ ସମୟାନ୍ତରେ ସମାଧାନ ମଧ୍ୟ ହୋଇଯିବ । ବୃଷ…

ଜୀବ ଜନ୍ତୁ ଓ ପ୍ରକୃତି ସୁରକ୍ଷା ପାଇଁ ମହାଯଜ୍ଞ

ଭୁବନେଶ୍ୱର : ପବିତ୍ର ର୍କାିକ ର୍ପୂିମା ଅବସରରେ ରଘୁନାଥପୁର ସ୍ଥିତ ଶିରିଡି ସାଇ ସନ୍ଥ ଆଶ୍ରମ ଜରାନିବାସ ପରିସରରେ ବୋଇତ ବନ୍ଦାଣ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ବାରଙ୍ଗ ୪୮ ମଳ ସଂର୍କୀନ ମଳୀ ଓ ହାଉସିଂବୋର୍ଡ ସାଇ ମନ୍ଦିର, ପଟିଆ ସାଇ ମନ୍ଦିର ଓ ରଘୁନାଥପୁର ସାଇ ମନ୍ଦିରର ସେବକମାନଙ୍କ…

ପି.ଏନ୍‌. କଲେଜକୁ ମନ୍ତ୍ରୀଙ୍କ ଅଚାନକ ପରିଦର୍ଶନ

ଭୁବନେଶ୍ବର () ଆଜି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଅଚାନକ ଖୋର୍ଦ୍ଧାସ୍ଥିତ ପ୍ରାଣନାଥ ମହାବିଦ୍ୟାଳୟ ପରିଦର୍ଶନ କରିଛନ୍ତି । ପରିଦର୍ଶନ ସମୟରେ ମନ୍ତ୍ରୀ ଡ. ସାହୁ ବିଭିନ୍ନ ଶ୍ରେଣୀଗୃହ ବୁଲି ଦେଖିବା ସହ…

ପ୍ରେମିକା ସହ ଲିଭ-ଇନରେ ରହିବା ପାଇଁ ଘର ଛାଡିଲେ ଏହି ଚର୍ଚ୍ଚିତ ଅଭିନେତା

ମୁମ୍ବାଇ() ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ପ୍ରେମରେ ପାଗଳ ଅଭିନେତା ସୁଶାନ୍ତ ସିଂହ ରାଜପୁତ । ଦୁହେଁ ଦୀର୍ଘ ଦିନ ହେଲା ରିଲେସନ୍ସିପ୍ରେ ଅଛନ୍ତି। ସୁଶାନ୍ତ ଓ ରିୟା ଲିଭ୍ ଇନ୍ ରିଲେସନ୍ସିପ୍ରେ ରହିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ସେଥିପାଇଁ ସୁଶାନ୍ତ ତାଙ୍କ ଘର ବି ଛାଡ଼ି…

ଉଦ୍ୟୋଗ କ୍ଷେତ୍ରରେ ସଫଳତା ପାଇଁ ଓଡିଆ ପୁଅଙ୍କୁ ସମ୍ମାନ

ଭୁବନେଶ୍ୱର() ସୋମବାର ଦିନ ବ୍ଲାଇଣ୍ଡୱିଙ୍କ ପକ୍ଷରୁ ବେଙ୍ଗାଲୁରୁର ତାଜ ହୋଟଲ ପରିସରରେ ‘ଇଣ୍ଡିଆ ଆଇକନ ଆୱାର୍ଡ’ କାର୍ଯ୍ୟକ୍ରମ ଅନୁÂିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଓଡିଶାର ଯୁବ ଉଦ୍ୟୋଗୀ ଦୀପକ ମହାନ୍ତିଙ୍କୁ ‘ଇଣ୍ଡିଆ ଆଇକନ ଆୱାର୍ଡ’ ପ୍ରଦାନ କରିଯାଇଥିଲା । ବଲିଉଡ ଅଭିନେତ୍ରୀ…

୮୧୨୬ କୋଟି ୩୨ ଲକ୍ଷ ଟଙ୍କାର ଅତିରିକ୍ତ ବଜେଟ ଆଗତ

ଭୁବନେଶ୍ୱର () ବିଧାନସଭାର ଶୀତକାଳିନ ଅଧିବେଶନର ପ୍ରଥମଦିନରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ୍କୁ ଉପସ୍ଥାପନ କରାଯାଇଛି ।ଆଜି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ୮୧୨୬ କୋଟି ୩୨ ଲକ୍ଷ ଟଙ୍କାର ଅତିରିକ୍ତ ବଜେଟ ଉପସ୍ଥାପନ କରିଥିଲେ । ଏଥିରେ ୨୬୭.୨୩ କୋଟି ଟଙ୍କାର…

ଏଣିକି ମୁଖ୍ୟମନ୍ତ୍ରୀଙ୍କୁ ଦୁଇ ମାସିଆ ରିପୋର୍ଟ ଦେବେ ବିଧାୟକ

ଭୁବନେଶ୍ୱର() ଏଣିକି ବିଧାୟକଙ୍କ ଉପରେ କଡ଼ା ନଜର ରଖିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜିଠାରୁ ଶୀକାଳୀନ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ପତ୍ୟେକ ଦିନ ଗୃହରେ ଉପସ୍ଥିତ ରହିବାକୁ ବିଜେଡ଼ି ବିଧାୟକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ନବୀନ । ଏହାସହ ବିଧାନସଭା ବିତର୍କରେ ସକ୍ରିୟ ଅଂଶଗ୍ରହଣ…