Odia News Portal

ଏବେ ବି ସିଙ୍ଗିଲ୍‌ ଅଛନ୍ତି ଏହିସବୁ ବଲିଉଡ୍‌ ସେଲେବ୍ରିଟି

ମୁମ୍ୱାଇ: ସେଲେବ୍ରିଟିଙ୍କର ବ୍ୟକ୍ତିଗତ ଜୀବନ ବିଷୟରେ ଆପଣ ଇଣ୍ଟରନେଟ୍‌ରୁ ହିଁ ଜାଣିବାକୁ ପାଇଥା’ନ୍ତି। ସୋଶାଲ୍‌ ମିଡିଆରେ ବଲିଉଡ୍ ସେଲେବ୍ରିଟିମାନେ ମଧ୍ୟ ନିଜର ରିଲେସନ୍‌ସିପ୍‌ ଷ୍ଟାଟସ୍ ଅପଡେଟ୍‌ କରୁଥିବା ଦେଖିବାକୁ ମିଳୁଛି। ଦୀପିକା ପାଦୁକୋନ୍‌, ଅନୁଷ୍କା ଶର୍ମା, ପ୍ରିୟଙ୍କା…

ପ୍ରଥମ ଥର ପାଇଁ ହ୍ୟାଣ୍ଡସମ୍‌ ହଙ୍କ୍ ହ୍ରିତିକ୍‌ ଓ ଚୁଲବୁଲି ଅନୁଷ୍କାଙ୍କୁ ଏକାଠି

ମୁମ୍ବାଇ: ହ୍ରିତିକ୍‌ ରୋଶନ୍‌ ଏବେ ‘ୱାର୍‌’ ଫିଲ୍ମର ସଫଳତାକୁ ମନଭରି ଉପଭୋଗ କରୁଛନ୍ତି। ଫିଲ୍ମଟି ବକ୍ସ ଅଫିସ୍‌ରେ ବ୍ଲକ୍‌ବଷ୍ଟର୍ ହୋଇଛି। ଏହା ପାଖାପାଖି ୨୫୦ କୋଟି ଆୟ କରି ସାରିଲାଣି। ତେବେ ଫିଲ୍ମଟି ଥିଏଟର୍‌ରୁ ନ ହଟୁଣୁ ଏବେ ହ୍ରିତିକ୍‌ଙ୍କ ଆଗାମୀ ଫିଲ୍ମକୁ ନେଇ ଖବର ଆସିଗଲାଣି।…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ - ଆଜି କୃତିକା ନକ୍ଷତ୍ରସ୍ଥ ଜନ୍ମ ଚନ୍ଦ୍ର ମାନସିକ ଅସ୍ଥିରତା ସଙ୍ଗକୁ ବିକ୍ଷିପ୍ତ ଚିନ୍ତାଧାରା ସୃଷ୍ଟି କରିବ । ପରିଣାମ ସ୍ବରୂପ ସ୍ବାସ୍ଥ୍ୟ, ପରିବାର, ଯାନ ବାହାନ, ଜମିଜମା ଓ କଳହ ପ୍ରତି ସତର୍କ ରହିବା ଭଲ। ଶିକ୍ଷା, ସନ୍ତାନ, ପ୍ରେମ ସମ୍ପର୍କ , ଆଲୋଚନା କ୍ଷେତ୍ର, ସଙ୍ଗଠନ ଓ…

ଗଣିତରେ କାହିଁକି ଦିଆଯାଏନି ନୋବେଲ ପୁରସ୍କାର , ଜାଣନ୍ତୁ ପ୍ରକୃତ କାରଣ

୨୦୧୯ ବର୍ଷ ଲାଗି ନୋବେଲ ଘୋଷଣା ହୋଇସାରିଛି। ନୋବେଲ ପୁରସ୍କାର ହେଉଛି ବିଶ୍ୱର ସବୁଠୁ ସମ୍ମାନଜନକ ପୁରସ୍କାର। ଆଲଫ୍ରେଡ ନୋବେଲଙ୍କ ନାମ ଅନୁସାରେ ଏହାର ନାମକରଣ କରାଯାଇଛି। ଏହି ପୁରସ୍କାର ୬ଟି କ୍ଷେତ୍ର ଯଥା ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଶରୀରତତ୍ତ୍ବ/ଭେଷଜ ବିଜ୍ଞାନ , ସାହିତ୍ୟ,…

ଅଯୋଧ୍ୟା ରାମ ମନ୍ଦିର ମାମଲାରେ ନୂଆ ମୋଡ

ନୂଆଦିଲ୍ଲୀ() ଦୀର୍ଘ ଦଶନ୍ଧି ଧରି ଚାଲିଥିବା ଅଯୋଧ୍ୟା ଜମି ବିବାଦ ମାମଲାର ଶୁଣାଣି ଶେଷ ହୋଇଛି। ସୁପ୍ରିମକୋର୍ଟ ୪୦ ଦିନ କାଳ ଶୁଣାଣି କରିବା ପରେ ରାୟ ସଂରକ୍ଷିତ ରଖିଛନ୍ତି। ନଭେମ୍ବର ୪ରୁ ୧୭ ମଧ୍ୟରେ ଏହି ମାମଲାର ରାୟ ଆସିବ। ଅନ୍ୟପକ୍ଷରେ ଏହି ବିବାଦର ସମାଧାନ ପାଇଁ ସୁପ୍ରିମକୋର୍ଟ ଗଠନ…

ବିଶ୍ବ ସ୍ତରରେ ସୋଆକୁ ମାନ୍ୟତା

ଭୁବନେଶ୍ବର () ଟାଇମ୍ସ ହାୟର୍ ଏଜୁକେସନ୍ ୱାର୍ଲ୍ଡ ୟୁନିଭର୍ସିଟି ମାନ୍ୟତା - ୨୦୨୦ ପାଇଁ ଇଞ୍ଜିନିୟରିଂ ଏବଂ ଟେକ୍ନୋଲୋଜି କ୍ଷେତ୍ରରେ ୬୦୧ ରୁ ୮୦୦ କ୍ୟାଟେଗୋରୀରେ ସ୍ଥାନିତ ହୋଇଛି ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସଟି) । ଗୁରୁବାର ଏହି ମାନ୍ୟତା ପ୍ରକାଶିତ ହୋଇଥିବା ବେଳେ…

ଏଣିକି କୃଷି ବିଭାଗର ବରିଷ୍ଠ ଅଧିକାରୀ ସିଧାସଳଖ ଚାଷୀମାନଙ୍କୁ ଭେଟିବେ

ଭୁବନେଶ୍ବର () ପ୍ରଶାସନିକ ସ୍ତରରେ ନିଆଯାଉଥିବା ନିଷ୍ପତ୍ତି ଓ ଯୋଜନାଗୁଡ଼ିକ ତୃଣମୂଳ ସ୍ତରରେ କାର୍ଯ୍ୟକାରିତା ଓ ଏହାର ସୁଫଳ ସିଧାସଳଖ ଚାଷୀମାନଙ୍କ ନିକଟରେ ପହଞ୍ଚାଇବା କାର୍ଯ୍ୟର ତଦାରଖ କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ଜିଲ୍ଲା ଗସ୍ତ କରିବା ପାଇଁ…

ଭାଇରାଲ ହେଉଛି ଏହି ଅଭିନେତ୍ରୀଙ୍କ ହଟ ଫଟୋ,ଦେଖନ୍ତୁ

ଅଭିନେତ୍ରୀ କାମ୍ୟା ପଞ୍ଜାବୀ ଏବେ ବୟଫ୍ରେଣ୍ଡ ଶଲଭ ଡାଙ୍ଗଙ୍କ ସହ ଦୁବାଇରେ ଛୁଟି କାଟୁଛନ୍ତି। ଏହି ଭେକେସନ୍‌ର ଫଟୋ କାମ୍ୟା ନିଜ ଇନ୍‌ଷ୍ଟା ଆକାଉଣ୍ଟରେ ସେୟାର କରିଛନ୍ତି। ୪୦ ବର୍ଷୀୟା କାମ୍ୟା ବିକିନି ଲୁକ୍‌ରେ ବୋଲ୍ଡ ଦିଶୁଛନ୍ତି। ଫଟୋରେ କାମ୍ୟାଙ୍କୁ ପାଣି ଭିତରେ ପୋଜ୍‌…

ମହିଳାଙ୍କୁ ଦୁଷ୍କର୍ମ ଓ ବ୍ଲାକମେଲିଂ ଅଭିଯୋଗରେ କନେଷ୍ଟବଳ ଗିରଫ

ପୁରୀ : ପୁରୀ ପୋଲିସର ଜଣେ କନେଷ୍ଟବଳ ଖାକିରେ ଲାଗିଇଛନ୍ତି ଦାଗ। ମହିଳାଙ୍କୁ ଦୁଷ୍କର୍ମ ଓ ବ୍ଲାକମେଲିଂ ଅଭିଯୋଗରେ କନେଷ୍ଟବଳ ଗିରଫ। ପୁରୀ ନିମାପଡା ଥାନା କନେଷ୍ଟବଳ ଗଙ୍ଗାଧର ରାଉତଙ୍କୁ ଏହି ଅଭିଯୋଗରେ ଗିରଫ କରିଛି ସତ୍ୟବାଦୀ ପୋଲିସ। ସତ୍ୟବାଦୀ ଥାନାରେ ଡ୍ୟୁଟି କରୁଥିବା ସମୟରେ ଜଣେ…

ଦେଖିବାକୁ ବହୁତ ଛୋଟ ଶିଶୁ ହେଲେ ବୁଦ୍ଧି ବିଚକ୍ଷଣ

ଫୁଲବଣୀ : ବୟସ ମାତ୍ର ୪ବର୍ଷ। ହେଲେ ବୁଦ୍ଧି ବିଚକ୍ଷଣ। ଯେଉଁ ବୟସରେ ନାମୀଦାମୀ ସ୍କୁଲରେ ପଢ଼ୁଥିବା ପିଲା ମଧ୍ୟ ଏପରି ପ୍ରଶ୍ନର ଉତ୍ତର ଦେବାକୁ ପଛାଇ ଥାଆନ୍ତି, ସେଠାରେ ଆଦିବାସୀ ମୂଲକରେ ରହି ଅଙ୍ଗନବାଡ଼ିରେ ପାଦ ଥାପିଥିବା ଏହି ପିଲାଟି କେଉଁଠୁ ଏତେ ଜ୍ଞାନ ସାଉଣ୍ଟିଲା ତାହା ସମସ୍ତଙ୍କୁ…