Odia News Portal

ଚା’ କରିସାରି ଫିଙ୍ଗି ଦେଉଛନ୍ତି କି ଟି-ବ୍ୟାଗ୍ ? ଜାଣନ୍ତୁ ଏହା କେତେ ଉପକାରୀ

ସାଧାରଣତଃ ଆପଣ ବହୁବାର ବିଶେଷ କରି ଯାତ୍ରା ସମୟରେ ଚା’ ପିଇବା ପାଇଁ ଟି-ବ୍ୟାଗ୍‌ର ବ୍ୟବହାର କରିଥିବେ। ବ୍ୟବହାର ପରେ ଆପଣ ଏହାକୁ ଫୋପାଡ଼ି ଦେଉଥିବେ। ହେଲେ କ’ଣ ଆପଣ ଜାଣନ୍ତି, ଚା’ ପିଇ ସାରିବା ପରେ ଅଦରକାରୀ ଭାବି ଫୋପାଡ଼ି ଦେଉଥିବା ଏହି ଟି-ବ୍ୟାଗ୍ ଆମର କେତେ ଉପକାର କରିଥାଏ? ଚା’…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ ସକାଳୁ ସକାଳୁ ବନ୍ଧୁଙ୍କ ନିମନ୍ତ୍ରଣ କ୍ରମେ ଦୂରଯାତ୍ରା କରିପାରନ୍ତି। ଆଜିର ଖର୍ଚ୍ଚ ସକାଶେ କେଉଁଠୁନା କେଉଁଠୁ ଅର୍ଥ ପାଇଯିବେ । ଭୁଲ୍‌ ବୁଝାମଣା ଜନିତ ପାରିବାରିକ ସମସ୍ୟା ଚିନ୍ତାର କାରଣ ହୋଇପାରେ । ଯେତେ ସତର୍କରେ କାମ କଲେ ମଧ୍ୟ କର୍ମ କ୍ଷେତ୍ରରେ ଟେନ୍ସନ ଲାଗି ରହିବ।…

ଏଥର ରିକ୍ସାରେ ବୁଲି ବାଲିଯାତ୍ରାର ମଜା ଉଠାଇଵେ ଦର୍ଶକ

କଟକ :  ମୋ ବସ ଓ ମୋ ସାଇକେଲ ପରେ ଏବେ କଟକ ବାଲିଯାତ୍ରାରେ ମୋ ରିକ୍ସା ମାନିଆ । ଉଦ୍ଦେଶ୍ୟ ପ୍ରଦୂଷଣ କମ ସହ ରିକ୍ସା ଚାଳକଙ୍କ ରୋଜଗାର ପ୍ରୋତ୍ସାହନ କରିବା । ଆଜି ୪ ଶହରୁ ଅଧିକ ରିକ୍ସା ଚାଳକଙ୍କୁ ପ୍ରଶାସନ ପକ୍ଷରୁ ପରିଚୟପତ୍ର ପ୍ରଦାନ କରାଯାଇଛି । ଏଥିସହ ବ୍ଲଡ ଗ୍ରୁପ ଓ ଟି-ସାର୍ଟ…

ସିପଶୀରୁବାଲି ଜଙ୍ଗଲରୁ ହାଡ଼ ଜବତ

ପୁରୀ : ବଳିଆପଣ୍ଡା ଥାନା ଅନ୍ତର୍ଗତ ସିପଶୀରୁବାଲି ଜଙ୍ଗଲରେ ଏକ କଟା ମୁଣ୍ଡକୁ ଗାମୁଛାରେ ବାନ୍ଧି ଫୋପାଡି ଦେଇ ଅଭିଯୁକ୍ତ ମାନେ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଘଟଣା ସ୍ଥଳରେ ଏକ କଳା ରଙ୍ଗର ପ୍ୟାଣ୍ଟ୍, ନୀଳ ରଙ୍ଗର ଏକ ପଟ ଚପଳ ସହ ଦୁଇ ଖଣ୍ଡ ହାଡ଼ ପଡ଼ିଥିବା ଦେଖିବାକୁ ମିଳିଥିଲା। ଏହି…

ଛାତ୍ରଛାତ୍ରୀଙ୍କ ସହ ତଳେ ବସି ମଧ୍ୟାହ୍ନ ଭୋଜନ କଲେ ଜିଲ୍ଲାପାଳ

ବରଗଡ : ଛାତ୍ରଛାତ୍ରୀଙ୍କ ସହ ତଳେ ବସି ମଧ୍ୟାହ୍ନ ଭୋଜନ କଲେ ଜିଲ୍ଲାପାଳ । ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ସ୍ଥିତ ତାଲପାଲି ପଞ୍ଚାୟତର ଜନକେଡାରେ ଥିବା ଗୋପବନ୍ଧୁ ସେବା ସଦନରେ ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନ ହଠାତ୍ ପହଞ୍ଚି ଯାଇଥିଲେ । ବିନା ସୂଚନାରେ ଜିଲ୍ଲାପାଳ ଆଶ୍ରମରେ…

କଂଗ୍ରେସ ବିଧାୟକ ଶିବସେନା ସହ ମିଶି ସରକାର ଗଠନ ପାଇଁ ସହମତ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ସରକାର ଗଠନ ପ୍ରସ୍ତୁତିରେ ଲାଗି ପଡିଛନ୍ତି ସମସ୍ତ ରାଜୈନତିକ ଦଳ । ଏନେଇ ରାଜନୈତିକ ଦଳଗୁଡିକ ମଧ୍ୟରେ ଜାରି ରହିଛି ମାନସ ମନ୍ଥନ । ଏହି କ୍ରମରେ କଂଗ୍ରେସ ବିଧାୟକ ଶିବସେନା ସହ ମିଶି ସରକାର ଗଠନ ପାଇଁ ସହମତ ଅଛନ୍ତି ବୋଲି ଜଣାପଡିଛି । ଏହି ବିଷୟରେ କଂଗ୍ରେସର…

ଅକ୍ଷୟ କୁମାରଙ୍କ ପ୍ରଥମ ମ୍ୟୁଜିକ ଭିଡିଓ ରିଲିଜ

ନୂଆଦିଲ୍ଲୀ: ମ୍ୟୁଜିକ ଭିଡିଓରେ ଡେବ୍ୟୁ କରିଛନ୍ତି ବଲିଉଡ ଅଭିନେତା ଅକ୍ଷୟ କୁମାର । ତାଙ୍କ ପ୍ରଥମ ମ୍ୟୁଜିକ ଭିଡିଓ 'ଫିଲହାଲ' ରିଲିଜ ହୋଇଯାଇଛି । ଯେଉଁଥିରେ ସେ କୃତି ସେନନଙ୍କ ଭଉଣୀ ନୁପୂର ସହ ରୋମାନ୍ସ କରୁଥିବାର ନଜରକୁ ଆସିଛି । ବି ପ୍ରାକ ଏହି ଗୀତରେ ନିଜ ସ୍ୱର ଦେଇଛନ୍ତି । ଏହା ଏକ…

ମହାରାଷ୍ଟ୍ରରେ ସରକାର ଗଠନରୁ ଓହରି ଗଲା ବିଜେପି

ମୁମ୍ବାଇ  :  ମହାରାଷ୍ଟ୍ରରେ ସରକାର ଗଠନ ଦାବିରୁ ବିଜେପି ଓହରି ଯାଇଛି। ଶନିବାର ରାଜ୍ୟପାଳ ଭଗତସିଂ କୋଶ୍ୟାରୀ ସଂଖ୍ୟା ଗରିଷ୍ଠ ଦଳକୁ ରାଜ୍ୟରେ ସରକାର ଗଠନ ଲାଗି ଆମନ୍ତ୍ରଣ କରିଥିଲେ। ତେବେ ରାଜ୍ୟରେ ସରକାର ଗଠନ ନେଇ ରବିବାର ବିଜେପି ବିଧାୟକ ଦଳ ନେତା ଦେବେନ୍ଦ୍ର ଫଡନବୀଶଙ୍କ ଘରେ କୋର…

ଦିନକ ପରେ ‘କଳିଙ୍ଗ ବାଲିଯାତ୍ରା’

ପାରାଦୀପ : ଆଉ ମାତ୍ର ଗୋଟିଏ ଦିନପରେ ପାରାଦୀପ ପ୍ରସିଦ୍ଧ କଳିଙ୍ଗ ବାଲିଯାତ୍ରା । ଯାହାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଥିଲା ବ୍ୟାପକ ପ୍ରସ୍ତୁତି, ହେଲେ ‘ବୁଲବୁଲ’ ବାତ୍ୟାରେ ସବୁ ଭାଙ୍ଗି ପଡିଛି । ପ୍ରଶାସନ ପକ୍ଷରୁ ଚାଲିଛି ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି । କାଲିଠାରୁ…

୮ବର୍ଷର ଶିଶୁକୁ ଦୁଷ୍କର୍ମ ଅଭିଯୋଗ, ଯୁବକ ଅଟକ

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ବଡ଼ବେରଣା ଗାଁରେ ୮ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ସଂପୃକ୍ତ ଯୁବକଙ୍କୁ ଅଟକ ରଖି ପୋଲିସର ପଚରାଉଚରା । ସୂଚନାଯୋଗ୍ୟ ଯେ, ବିଦ୍ୟାଳୟ ଛୁଟି ଥିବାରୁ ଶିଶୁଟି ତାର ମାମୁଁ ଘର ବଡ଼ବେରଣା ଗାଁକୁ…