Odia News Portal

୨ ଟ୍ରେନ ମୁହାଁମୁହିଁ ଧକ୍କା , ୨୦ ଆହତ

ହାଇଦ୍ରାବାଦ () ସିଗ୍ନାଲ ଫେଲ ହେବା କାରଣରୁ ହାଇଦ୍ରାବାଦ କାଚିଗୁଡା ଷ୍ଟେସନରେ ଦୁଇଟି ଟ୍ରେନ୍ ମୁହାଁମୁହିଁ ଧକ୍କା ହୋଇଛନ୍ତି। ପ୍ରାୟ ୧୧ଟା ୪୫ରେ ଦୁର୍ଘଟଣା ହୋଇଥିଲା। ଏ ନେଇ ସାଉଥ ସେଣ୍ଚ୍ରାଲ ରେଳ(ଏସସିଆର) ଅଧିକାରୀ ସୂଚନା ଦେଇଛନ୍ତି । ଏଥିରେ ୨୦ ଜଣ ଯାତ୍ରୀ ଆହତ ହୋଇଛନ୍ତି।…

କାଲିଠାରୁ ଆରମ୍ଭ ବାଲିଯାତ୍ରା

କଟକ() ଆସନ୍ତାକାଲି ଠାରୁ ଆରମ୍ଭ ହେବ ଐତିହାସିକ ବାଲିଯାତ୍ରା ।ବାଲିଯାତ୍ରା ରାଜ୍ୟର ଉତ୍ସବ ମାନ୍ୟତା ପାଇବାପରେ ଜିଲା ପ୍ରଶାସନ, କଟକ ମହାନଗର ନିଗମ ଓ ଜିଲା ସଂସ୍କୃତି ବିଭାଗ ପକ୍ଷରୁ ଏଥର ବାଲିଯାତ୍ରାରେ ବହୁ ନୂତନ ଯୋଜନା ହାତକୁ ନିଆଯାଇଛି। ଚଳିବ ବର୍ଷ ବାଲିଯାତ୍ରାରେ ୪ଟି ମଣ୍ଡପରେ…

ରାଜଧାନୀରେ କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ ଗିରଫ

ଭୁବନେଶ୍ବର: ଅସୁରକ୍ଷିତ ରାଜଧାନୀ। କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ। ଘଟଣାରେ ଅଭିଯୁକ୍ତକୁ ଗିରଫ କଲା କ୍ୟାପିଟାଲ ଥାନା ପୋଲିସ। ଗିରଫ ପଶ୍ଚିମବଙ୍ଗର ଅଜୟ ବାଘ। ସେ ଭୁବନେଶ୍ୱରରେ ରଙ୍ଗ ମିସ୍ତ୍ରୀ ଭାବେ କାମ କରନ୍ତି। ଅଭିଯୋଗ ଅନୁୟାୟୀ ଛାତ୍ରୀ ଜଣକ ୟୁନିଟ୍‌-୧ ଅଞ୍ଚଳରେ…

ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଲେ ଅରବିନ୍ଦ ସାଓ୍ବନ୍ତ

ନୂଆଦିଲ୍ଲୀ :  କେନ୍ଦ୍ର ଭାରି ଶିଳ୍ପ ଓ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଅରବିନ୍ଦ ସାଓ୍ବନ୍ତ ନିଜ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଅରବିନ୍ଦ ସାଓ୍ବନ୍ତ ସୋମବାର ସକାଳେ ନିଜ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ନେଇ ଟ୍ବିଟ୍ କରି ସୂଚନା ଦେଇଛନ୍ତି । ଦକ୍ଷିଣ ମୁମ୍ବାଇ ଲୋକସଭା କ୍ଷେତ୍ରରୁ ସାଂସଦ…

ଜିଏସ୍‍ଟି ଠକେଇ ଛନ୍ଦିହୋଇଥିବା ସଂସ୍ଥା କୃଷି ଯନ୍ତ୍ରପାତି କିଣା ଦୌଡରେ

ଭୁବନେଶ୍ୱର : ସରକାରଙ୍କୁ ସାଢେ ୩କୋଟି ଟଙ୍କାର ଜିଏସ୍‍ଟି ଚୂନ ଲଗାଇଥିବା ସଂସ୍ଥା ଏବେ ସମଗ୍ର ରାଜ୍ୟ ପାଇଁ କୃଷି ଯନ୍ତ୍ରପାତି କିଣିବା ଦୌଡରେ । ଜିଏସ୍‍ଟି ଠକିଥିବା ସଂସ୍ଥା ବିରୁଦ୍ଧରେ ତଦନ୍ତ ପାଇଁ ଗତ ଜୁଲାଇ ମାସରୁ ରାଜ୍ୟ ସରକାର ତଦନ୍ତ ନିର୍ଦ୍ଦେଶ ଦେଇଥିବାବେଳେ ସମ୍ପୃକ୍ତ ସଂସ୍ଥା…

ଆଜି କାର୍ତ୍ତିକ ମାସର ଶେଷ ସୋମବାର : ଚଳଚଞ୍ଚଳ ଶୈବ ପୀଠ

କଟକ : ଧର୍ମମାସ କାର୍ତ୍ତିକର ଆଜି ଶେଷ ସୋମାବାର । ବିଭିନ୍ନ ଶୈବପୀଠରେ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି । ଭକ୍ତମାନେ ମହାଦେବଙ୍କ ମସ୍ତକରେ କଞ୍ଚା କ୍ଷୀର, ଫୁଲ, ଜଳ ଓ ବେଲ ପତ୍ର ଲାଗି କରୁଛନ୍ତି । ଆଜି ଶେଷ ସୋମବାର ଥିବାରୁ ସକାଳୁ ସକାଳୁ ଶ୍ରଦ୍ଧାଳୁମାନେ ବିଭିନ୍ନ…

ବୁଲ୍‌ବୁଲ୍‌ ପ୍ରଭାବିତ ଜିଲ୍ଲାରେ ଆକାଶମାର୍ଗରୁ ସର୍ଭେ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ବୁଲ୍‌ବୁଲ୍‌ ପ୍ରଭାବିତ ଜିଲ୍ଲାରେ ଆକାଶମାର୍ଗରୁ ସର୍ଭେ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଅପରାହ୍ଣରେ ଆକାଶମାର୍ଗରୁ ସର୍ଭେ କରିବେ ନବୀନ । ସେପଟେ ବାତ୍ୟା ବୁଲବୁଲ ଓ ବର୍ଷାରେ କଣ କ୍ଷୟକ୍ଷତି ହୋଇଛି । ଏ ନେଇ ୭ ଦିନ ଭିତରେ ରିପୋର୍ଟ ଦେବାକୁ ପ୍ରଭାବିତ…

ଉଜ୍ବଳ ତ୍ବଚା ପାଇଁ ଅଅଁଳା ରସ

ତ୍ବଚା ଏବଂ କେଶ ପାଇଁ କାହିଁ କେଉଁ କାଳରୁ ଅଅଁଳାର ବ୍ୟବହାର ହୋଇ ଆସୁଛି। ଅଅଁଳାରେ ଭରପୁର ମାତ୍ରରେ ପୋଷକ ତତ୍ତ୍ବ ରହିଥାଏ। ତ୍ବଚା ଓ କେଶ ଉଭୟ ପାଇଁ ଏହା ଖୁବ୍ ଲାଭଦାୟକ। ନିୟମିତ ଅଅଁଳା ରସ ସେବନ କରିବା ଦ୍ବାରା ତ୍ବଚାର ଚମକ ବୃଦ୍ଧି ହୋଇଥାଏ। ଯଦି ଆପଣଙ୍କୁ ଅଅଁଳା ରସ ଆପଣଙ୍କୁ ଭଲ…

ପେଙ୍ଗସୁଇ ଟିପ୍ସ ; ଗୃହରେ ରଖନ୍ତୁ ଏହି ଫୁଲ ମିଳିବ ଅନେକ ଶୁଭଫଳ

ଗୃହକୁ ସାଜସଜ୍ଜା କରିବା ପାଇଁ ବହୁ ଲୋକେ ବିଭିନ୍ନ ପ୍ରକାର ଫୁଲକୁ ସାମିଲ କରିଥାଆନ୍ତି। ଫେଙ୍ଗସୁଇ ଅନୁଯାୟୀ, ଘରେ ଫୁଲ ସଜାଇବା ଦ୍ୱାରା ଖୁବ ଶୁଭଫଳ ପ୍ରାପ୍ତି ହୋଇଥାଏ। ଘରେ ସତେଜ ଫୁଲ ରଖିବା ପାଇଁ କୁହାଯାଏ। ମାତ୍ର ପେଙ୍ଗସୁଇ ଅନୁଯାୟୀ ଘରେ ଉନ୍ନତମାନର ଧଳାରଙ୍ଗର ସିଲ୍କ ଫୁଲ ସଜାଇବା ଖୁବ…

ବାଂଲାଦେଶକୁ ହରାଇ ଟି-୨୦ ସିରିଜ୍‌ ଜିତିଲା ଭାରତ

ନାଗପୁର : ତୃତୀୟ ତଥା ନିର୍ଣ୍ଣାୟକ ଟି-୨୦ ମ୍ୟାଚ୍‌ରେ ଭାରତ ୩୦ ରନ୍‌ରେ ବାଂଲାଦେଶକୁ ହରାଇ ୨-୧ରେ ସିରିଜ୍‌ ବିଜୟୀ ହୋଇଛି । ବାଂଲାଦେଶ ପୂରା ଦମ୍‌ରେ ଲଢ଼େଇ କରିଥିଲେ ମଧ୍ୟ ୧୯.୨ ଓଭରରେ ୧୪୪ ରନ୍‌ ହିଁ କରି ଅଲଆଉଟ ହୋଇଯାଇଛି । ଭାରତ ପକ୍ଷରୁ ଚହର ଅଆଶ୍ୟର୍ଶ୍ୟଯ୍ୟର୍ଯ୍ୟଜନକ .ବେୋଲିଂ…