ବିଚ୍ ରାସ୍ତାରେ ଯୁବକଙ୍କୁ ଗୋଡେଇ ଗୋଡେଇ ହାଣି ହତ୍ୟା ଉଦ୍ୟମ
ଭୁବନେଶ୍ବର : ଭୁବନେଶ୍ବର ପାସପୋର୍ଟ ଅଫିସ ଆଗ ବିଚ୍ ରାସ୍ତାରେ ଯୁବକଙ୍କୁ ଗୋଡେଇ ଗୋଡେଇ ହାଣି ହତ୍ୟା ଉଦ୍ୟମ। ଘଟଣାସ୍ଥଳରେ ନୂଆପଲ୍ଳୀ ଥାନ ଅଧିକାରୀ ପହଞ୍ଚି ଯିବାରୁ ଅଳ୍ପକେ ବର୍ତ୍ତି ଗଲେ ଯୁବକ। ଆହତ ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ ଭର୍ତ୍ତି କରାଯାଇଥିବା ସୂଚନା…
