ପଲିଥିନ୍ ତଳେ ପଡି ରହିଛନ୍ତି ଅସହାୟ ସନ୍ଧ୍ୟା
ଭବାନୀପାଟଣା : ଅସହାୟ ଗରିବଙ୍କ ପାଇଁ ସରକାରଙ୍କ ଗଣ୍ଡା ଗଣ୍ଡା ଯେ।ଜନା । କିନ୍ତୁ ଯେ।ଜନା କେତେଦୂର କାର୍ଯ୍ୟକାରୀ ହେଉଛି ତାକୁ ନେଇ ଅନେକ ସମୟରେ ପ୍ରଶ୍ନ ଉଠେ । ୮୫ ବର୍ଷ ବୟସରେ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି ଜଣେ ବୃଦ୍ଧା । ଭବାନୀପାଟଣା ସଦର ମହକୁମା ବାହାଦୂର ବଗିଚା ପଡାରେ…
