Odia News Portal

ଜିଓ କଲା ପୁଣି ବଡ଼ ଘୋଷଣା, ଜାଣନ୍ତୁ କଣ ?

ନୂଆଦିଲ୍ଲୀ() ରିଲାଏନ୍ସ ଜିଓ ନିଜ ଗ୍ରାହକଙ୍କ ଠାରୁ ଏବେ ନନ୍ କଲିଙ୍ଗ୍ ଉପରେ ଟଙ୍କା ଚାର୍ଜ କରିବା ପାଇଁ ନିଷ୍ପତ୍ତି ନେଇଛି । ଗ୍ରାହକଙ୍କୁ ନନ୍ ଜିଓ କଲିଙ୍ଗ୍ ପାଇଁ ୬ ପଇସା ପ୍ରତି ମିନିଟ୍ ଦେବାକୁ ପଡିବ ବୋଲି ଜିଓ ଘୋଷଣା କରିଥିଲା । ଏହାପରେ ଗ୍ରାହକଙ୍କ ମନରେ ପ୍ରଶ୍ନ ସୃଷ୍ଟି ହୋଇଥିଲା…

ରେକର୍ଡ କଲେ କୋହଲି

ପୁଣେ() ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଟେଷ୍ଟ କ୍ରିକେଟରେ ନିଜର ସପ୍ତମ ଦ୍ୱିଶତକ ପୂରଣ କରିଛନ୍ତି। କୋହଲି ନିଜର ୮୧ତମ ଟେଷ୍ଟରେ ୭ ଦ୍ୱିଶତକ ମାରିଛନ୍ତି। ଏହି ମାମଲାରେ ସେ ଭାରତର ପୂର୍ବତନ କ୍ରିକେଟର୍ ସଚିନ ତେନ୍ଦୁଲକର ଓ ବୀରେନ୍ଦ୍ର ସେହ୍ୱାଗଙ୍କୁ ପଛରେ ପକାଇଛନ୍ତି। ଭାରତର ଏକମାତ୍ର…

କାଲି ପର୍ଯ୍ୟନ୍ତ ପ୍ରବଳ ବର୍ଷିବ

ଭୁବନେଶ୍ବର()  ଉତ୍ତର ବଙ୍ଗୋପ ସାଗର ଓ ପଶ୍ଚିମବଙ୍ଗ-ଓଡ଼ିଶା ଉପକୂଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ପ୍ରଭାବରେ ୧୨ ତାରିଖଯାଏ ରାଜ୍ୟରେ ପ୍ରବଳ ବର୍ଷା ହେବା ସହ ଅଧିକାଂଶ ସ୍ଥାନରେ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି। ଏନେଇ ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର ।…

ଆହାର କେନ୍ଦ୍ରରେ ୫ ଟଙ୍କା ଦେଇ ଖାଇଲେ ୫-ଟି ସଚିବ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି.କେ.ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ମଧ୍ୟରେ ଆଜି ସେ ନିଜ ଟିମ ସହ ବୌଦ୍ଧ ଜିଲ୍ଲାରେ ପହଞ୍ଚିଛନ୍ତି । ପ୍ରାଥମିକତା ହେଉଛି ସ୍ୱାସ୍ଥ୍ୟ ସେବା । ତେଣୁ ବୋୖଦ୍ଧ ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିବା ସହ ସେ ସ୍ୱାସ୍ଥ୍ୟକେନ୍ଦ୍ର…

୨୬ତମ ଟେଷ୍ଟ ଶତକ ହାସଲ କଲେ ବିରାଟ

ପୁଣେ : ପୁଣେରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ହୋଇଥିଲା । ମ୍ୟାଚରେ ଅଧିନାୟକ ବିରାଟ କୋହଲି ଦମଦାର ପ୍ରଦର୍ଶନ ଦେଖେଇଛନ୍ତି । ସେଥିରେ ସେ ଶତକ କରି ଏବଂ ୨୬ତମ ଟେଷ୍ଟ ଶତକ କରିପାରିଛନ୍ତି । ଗ୍ୟାରି ସୋବର୍ସ ଓ ଷ୍ଟିର ସ୍ମିଥଙ୍କ ସମକକ୍ଷ ହୋଇଛନ୍ତି କୋହଲି ।…

ବାଲୁକାକଳା ମାଧ୍ୟମରେ ବିଗ୍‌ ବିଙ୍କୁ ଜନ୍ମଦିନର ଶୁଭେଛା

ପୁରୀ: ଆଜି ଅମିତାଭ ବଚ୍ଚନଙ୍କ ଜନ୍ମଦିନ । ୧୯୪୨ ମସିହା ଅକ୍ଟୋବର ୧୧ ତାରିଖରେ ଉତ୍ତରପ୍ରଦେଶରେ ସେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ଜନ୍ମଦିନ ପାଇଁ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା ମାଧ୍ଯମରେ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଏହି ଅବସରରେ ସେ ପୁରୀ…

ଜୁଆ ଆଡ୍ଡା ଉପରେ ଚଢାଉ, ୧୫ ଗିରଫ

ବ୍ରହ୍ମପୁର : ଜୁଆ ଆଡ୍ଡା ଉପରେ ଚଢାଉ କରିଛି ବ୍ରହ୍ମପୁର ଟାଉନ୍ ପୋଲିସ । ଭୀମରାଓପେଟା ସାହିରେ ଜୁଆ ଆଡ୍ଡା ଚାଲିଥିବା ବେଳେ ପୋଲିସ ଚଢାଉ କରିଛି । ଚଢାଉ ବେଳେ ୧୫ ଜୁଆଡି ଗିରଫ ହୋଇଛନ୍ତି । ସେମାନଙ୍କ ନିକଟରୁ ୭ ଲକ୍ଷ ୬୮ ହଜାର ୭୧୦ଟଙ୍କା ଜବତ ହୋଇଛି । ଏହାସହ ୧୬ଟି ମୋବାଇଲ୍ ଫୋନ୍ ଓ…

ସରପଞ୍ଚ ଗିରଫ, ନିଲମ୍ବିତ ପିଇଓ ଫେରାର୍

ଘଟଗାଁ : କେନ୍ଦୁଝର ଜିଲ୍ଲା ଘଟଗଁ। ବ୍ଲକ୍ ଅନ୍ତର୍ଗତ ପିପିଳିଆ ପଂଚାୟତ ପିଇଓ ଏବଂ ସରପଂଚ ଉଭୟ ମିଳିତ ଭାବେ ପଂଚାୟତକୁ ଆସିଥିବା ସରକାରୀ ଅର୍ଥକୁ ଆତ୍ମସାତ୍ କରିଥିବା ଅଭିଯୋଗ ହୋଇଛି । ଘଟଗଁ। ବ୍ଲକ୍ ପ୍ରଶାସନ ଅଭିଯୋଗ ପାଇବା ପରେ ଘଟଣାର ତଦନ୍ତ କରିବା ପାଇଁ ଗତ କିଛି ଦିନ ତଳେ ପଂଚାୟତକୁ…

ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ ଘଟଣା : ନିଖୋଜ ଦେବବ୍ରତଙ୍କ ମିଳୁନି ସନ୍ଧାନ

କଟକ : ୪୦ ଘଣ୍ଟାରୁ ଅଧିକ ସମୟ ବିତିଲା । ତଥାପି କାଠଯୋଡି ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ ଘଟଣାରେ ନିଖୋଜ ଯୁବକ ଦେବବ୍ରତଙ୍କ ସନ୍ଧାନ ମିଳୁନି । ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ ଟିମ ଉଦ୍ୟମ ଜାରି ରଖିଛି। ବୁଧବାର କାଠଯୋଡ଼ି ଭିତରକୁ ଡେଇଁ ପଡ଼ିଥିଲେ ଦେବବ୍ରତ । ତାଙ୍କ ଘର ନିଆଳିର କରଞ୍ଜ…

ଆସନ୍ତୁ ଜାଣିବା କ’ଣ ପାଇଁ ବନ୍ଦ ହେବ ‘ବିଗବସ୍-୧୩’ !

ମୁମ୍ବାଇ : କଲର୍ସ ଟିଭିରେ ପ୍ରସାରିତ ହେଉଥିବା ଲୋକପ୍ରୀୟ କାର୍ଯ୍ୟକ୍ରମ ‘ବିଗବସ୍-୧୩’ ଆରମ୍ଭରୁ ବିବାଦରେ ଘେରିଯାଇଛି। ସଲମାନ ଖାନଙ୍କ ପ୍ରାୟୋଜିତ ଏହି ଟେଲିଭିଜନ କାର୍ଯ୍ୟକ୍ରମର କଣ୍ଟେଣ୍ଟକୁ ନେଇ ବିବାଦ ଉପୁଜିଥିବା ବେଳେ ଏହାକୁ ବନ୍ଦ କରିବା ଲାଗି ସାରା ଦେଶରେ ଆନ୍ଦୋଳନ ହେଉଛି। ଏଥିରେ…