Odia News Portal

ପ୍ରଥମ ଟି-୨୦ରେ ହାରିଲା ଭାରତ

ନୂଆଦିଲ୍ଲୀ : ପ୍ରଦୂଷଣର ଭୟ ଭିତରେ ଆଜି ଏଠାରେ ଖେଳା ଯାଇଥିବା ପ୍ରଥମ ଟି-୨୦ ମୁକାବିଲାରେ ଘରୋଇ ଭାରତୀୟ ଦଳକୁ ନିଜ ମାଟିରେ ମାତ୍‌ ଦେଇଛି ପଡ଼ୋଶୀ ବାଂଲାଦେଶ । ବାଂଲାଦେଶ ଦଳ ରୋହିତ ଶର୍ମାଙ୍କ ଟିମ୍‌କୁ ୭ ଓ୍ଵିକେଟ୍‌ରେ ପରାସ୍ତ କରିଛି । ଫଳରେ ଭ୍ରମଣକାରୀ ଦଳ ସିରିଜ୍‌ରେ ୧-୦ରେ ଆଗୁଆ…

ଜିଲ୍ଲା ଏସପି ଅଫିସ ଉଦଘାଟିତ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଭବାନୀପାଟଣାଠାରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଏବଂ ରିର୍ଜଭ ପୋଲିସ୍ ଗୃହ ଉଦଘାଟିତ ହୋଇଛି । ଶିଳ୍ପ ଓ ଗୃହବିଭାଗ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ଏହି ଉତ୍ସବରେ ପୋଲିସ୍…

ବେକ ଯନ୍ତ୍ରଣାର ଘରୋଇ ଉପଚାର

ଚଟାଣ କି˚ବା ଚୌକିରେ ତ୍ରୁଟିପୂର୍ଣ୍ଣ ବସିବା ଭଙ୍ଗୀ, ଦୀର୍ଘସମୟ ଧରି ମୋଟର‌୍‌ସାଇକେଲ ଚାଳନା, କ˚ପ୍ୟୁଟର‌୍‌ ଚାଳନା ବେକ ଯନ୍ତ୍ରଣାର କାରଣ ହୋଇପାରେ। ବେଳେବେଳେ ବେକ ଯନ୍ତ୍ରଣା ହୃଦ୍‌ଘାତର ପ୍ରାରମ୍ଭିକ ଲକ୍ଷଣ ହୋଇଥାଏ। ଗଣ୍ଠି ସମସ୍ୟା ଥିଲେ ବେକ ଫୁଲିବା, ଯନ୍ତ୍ରଣା ଭଳି ସମସ୍ୟା…

ପ୍ରତିଦିନ ଗୋଟିଏ ବା ଦୁଇଟି ପାନ ଖାଇବା ଜରୁରୀ , କାରଣ ଜାଣିଲେ ଆପଣ ବି ଖାଇବେ ପାନ !

ପ୍ରାଚୀନ ଆୟୁର୍ବେଦରେ ପାନର କେତେକ ଔଷଧୀୟ ଗୁଣ ସଂପର୍କରେ ବର୍ଣ୍ଣିତ ହୋଇଛି । ଏହାକୁ ଆଧୁନିକ ସମୟର ଚିକିତ୍ସକମାନେ ମଧ୍ୟ ସ୍ୱୀକାର କରିଲେଣି । ଖାଲି ପାନପତ୍ର ଚୋବାଇଲେ କେତେକ ରୋଗରୁ ଆଶ୍ୱସ୍ତି ମିଳିଥାଏ । ପେଟରେ ଅଲସର୍‌ ଥିଲେ ବି ଭଲ ହୋଇଯାଇଥାଏ । ଆଜିକାଲି ବ୍ୟସ୍ତବହୁଳ ଜୀବନରେ…

ଡାଇବେଟିସ ନିୟନ୍ତ୍ରଣ କରେ ମେଥି

ଆୟୁର୍ବେଦିକ ବିଶେଷଜ୍ଞଙ୍କ ଅନୁସାରେ, ଡାଇବେଟିସ ନିୟନ୍ତ୍ରଣ କରିବା ପାଇଁ ମେଥି ସବୁଠୁ ଭଲ। ଏଥିପାଇଁ ଗଜା ମେଥି ମଧ୍ୟ ବ୍ୟବହାର କରିପାରିବେ। ରାତିରେ କିଛି ମେଥିକୁ ପାଣିରେ ଭିଜାଇ ସକାଳୁ ଖାଲି ପେଟରେ ଏହାର ପାଣି ପିଇଲେ ଡାଇବେଟିସ ରୋଗୀଙ୍କ ପାଇଁ ମହୌଷଧି ଭାବେ କାମ କରିଥାଏ। ନିୟମିତ…

ଜିମ୍‌ ନ ଯାଇ ଓଜନ କମ କରିବାକୁ ଚାହୁଁଛନ୍ତି କି ? ପିଅନ୍ତୁ ଲାଉର ଜୁସ୍‌

ଲାଉର ନାଁ ଶୁଣିଲେ କିଛି ଲୋକ ନାକ ଉପରକୁ କରିବା ସହ ଖାଇବାକୁ ଇଚ୍ଛା କରନ୍ତି ନାହିଁ । କିଛି ଲୋକ ଏଥିରୁ ମିଳୁଥିବା ଫାଇଦା ଜାଣି ନଥିବାରୁ ଏହାକୁ ଖାଇବା ବିଷୟରେ ଭାବନ୍ତି ନାହିଁ । ଏଥିରେ ଥିବା ପୋଷକ ତତ୍ତ୍ୱ ଏବଂ ଫାଇବର ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ଅଧିକ ଓଜନ ବିଶିଷ୍ଟ…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ - ଆନୁଷଙ୍ଗିକ ସାହାଯ୍ୟ ସହଯୋଗ ଅଭାବରୁ କୌଣସି କାମ କରିବା ସକାଶେ ମନ ଚାହୁଁଥିଲେ ମଧ୍ୟ ତାହା କରି ପାରିବେ ନାହିଁ ା କିନ୍ତୁ ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବ। କଳ କାରଖାନା, ଜଳଜାତ ଦ୍ରବ୍ୟ ତୈଳ କିମ୍ବା ବିଦ୍ୟୁତ ବ୍ୟବସାୟରୁ ଲାଭବାନ ହେବେ। ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ ।…

ସୋନିଆଙ୍କୁ ମହମ୍ମଦ ମୋକିମଙ୍କ ନାଁ ସୁପାରିଶ

ଭୁବନେଶ୍ବର : ପ୍ରଦେଶ କଂଗ୍ରେସ କମିଟି ସଭାପତି ଗାଦିରେ କିଏ ବସିବ ତାକୁ ନେଇ କଂଗ୍ରେସର ।  ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧୀ ମେଳିରେ ମହମ୍ମଦ ମୋକିମଙ୍କ ନାଁରେ ମୋହର ବାଜିଛି । ଆସନ୍ତା ୧୦ତାରିଖରେ ଏଆଇସିସି ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଓଡ଼ିଶା ପିସିସି ସଭାପତି ଆସନ…

ଗେଟ୍‌ ୱେ ଅଫ୍‌ ଇଣ୍ଡିଆ ଠାରେ ଲୋଗୋ ଉନ୍ମୋଚିତ

ଭୁବନେଶ୍ୱର : ଭାରତରେ ଆସନ୍ତା ବର୍ଷ ନଭେମ୍ବର ମାସ ୨ରୁ ୨୧ତାରିଖ ପର୍ଯ୍ୟନ୍ତ ୧୭ବର୍ଷରୁ କମ୍‌ ଫିଫା ମହିଳା ବିଶ୍ୱକପ୍‌ ଅନୁଷ୍ଠିତ ହେବ ।  ମୁମ୍ବାଇର ପ୍ରସିଦ୍ଧ ଗେଟ୍‌ ୱେ ଅଫ୍‌ ଇଣ୍ଡିଆ ଠାରେ ଏହି ମର୍ଯ୍ୟାଦାଜନକ ଟୁର୍ଣ୍ଣାମେଣ୍ଟର ଲୋଗୋ ଉନ୍ମୋଚିତ ହୋଇଯାଇଛି । ଟୁର୍ଣ୍ଣାମେଣ୍ଟର ବର୍ଷକ…

ସମ୍ପତ୍ତି ପାଇଁ ଜନ୍ମ କଲା ବାପା-ମାଙ୍କୁ ହତାଦାର

ଭୁବନେଶ୍ବର : ଜନ୍ମ କଲା ବାପା-ମାଙ୍କୁ ହତାଦାର । ସମ୍ପତ୍ତି ଭାଗବଣ୍ଟାକୁ ନେଇ ବୃଦ୍ଧ ବାପା-ମାଙ୍କୁ ଘରୁ ବାହାର କରିଦେଇଛନ୍ତି ପୁଅ ବୋହୂ । ରାତିସାରା ବାହାରେ ରାତି କଟାଇଲେ ବୃଦ୍ଧ-ବୃଦ୍ଧା । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଡେଙ୍ଗାଉସ୍ତ…