ବଧୂ ବେଶରେ ନଜର ଆସିବେ କରିସ୍ମା କପୁର
ମୁମ୍ବାଇ : ୯୦ ଦଶକର ଚର୍ଚ୍ଚିତା ଅଭିନେତ୍ରୀ କରିସ୍ମା କପୁର ଆଜିକାଲି ବଲିଉଡରେ ଅଧିକ ନଜର ଆସୁନାହାନ୍ତି ସତ ହେଲେ ତାଙ୍କ ବ୍ୟକ୍ତିଗତ ଜୀବନ ଅଧିକାଂଶ ସମୟ ଚର୍ଚ୍ଚାରେ ଥାଏ। ବହୁତ ପୂର୍ବରୁ କରିସ୍ମା କପୁର ଫିଲ୍ମ ସହ ସମ୍ପର୍କ ଭାଙ୍ଗି ସାରିଛନ୍ତି। ଏବେ କିଛି ନା କିଛି କାରଣ ପାଇଁ ସେ…
