ଡାକ୍ତରଖାନା ପରେ ଥାନାରେ ପହଞ୍ଚିଲେ ପାଣ୍ଡିଆନ : ଲୋକେ ଖୁସ୍
ଭୁବନେଶ୍ୱର : ମୋ ସରକାର ଓ ୫-ଟି କାର୍ଯ୍ୟକାରିତା ପାଇଁ ଅଣ୍ଟା ଭିଡିଥିବା ରାଜ୍ୟ ପ୍ରଶାସନର ଅଧିକାରୀମାନେ ଏବେ ସେମାନଙ୍କ ଗସ୍ତକୁ ଅତ୍ୟନ୍ତ ଗୁପ୍ତ ରଖିବା ସହିତ ଏକାଧିକ ସ୍ଥାନକୁ ଯାଉଛନ୍ତି । ଏହା ଫଳରେ ଯେଉଁ ସ୍ଥାନକୁ ୫-ଟି ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନ ଓ ଅନ୍ୟ ବରିଷ୍ଠ…
