Odia News Portal

ନୂଆବର୍ଷ ଠାରୁ ଭୁବନେଶ୍ୱରରୁ ସୁରତକୁ ଚାଲିବ ବିମାନ

ଭୁବନେଶ୍ୱର()  ନୂଆବର୍ଷ ଅର୍ଥାତ ଜାନୁଆରୀ ୧ରୁ ଭୁବନେଶ୍ୱରରୁ ସୁରତକୁ ଚାଲିବ ବିମାନ। ସପ୍ତାହକୁ ୩ ଦିନ ଉଡିବ ଏୟାର ଇଣ୍ଡିଆ ବିମାନ। ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଭୁବନେଶ୍ୱର ଲୋକସଭା ସାଂସଦ ଅପରାଜିତା ଷଡ଼ଙ୍ଗୀ। ବିମାନ ଚଳାଚଳ ମନ୍ତ୍ରାଳୟ ତାଙ୍କ ନିବେଦନ ରକ୍ଷା କରିଥିବା ସେ…

ରିଲାଏନ୍ସ ଜିଓର ମାଗଣା ଭଏସ କଲ ଯୁଗ ଶେଷ,ଏଣିକି କଲ ପାଇଁ ଦେବେ ପଇସା

ଭୁବନେଶ୍ଵର ()  ରିଲାଏନ୍ସ ଜିଓର ମାଗଣା ଭଏସ କଲ ଯୁଗ ଶେଷ ହୋଇଯାଇଛି। ଟଆଇ ଉପରେ ଦୋଷ ଲଦି ଜିଓ ପକ୍ଷରୁ ଆଜିଠାରୁ ଗୋଟିଏ ମିନିଟ୍‌ କଲ୍‌ ପାଇଁ ଗ୍ରାହକଙ୍କଠାରୁ ୬ ପଇସା ଆଦାୟ କରାଯିବ। ଅବଶ୍ୟ ରିଲାଏନ୍ସ ଜିଓ ଗ୍ରାହକ ଜିଓ ଗ୍ରାହକଙ୍କୁ କଲ କରିବା ପୂର୍ବ ପରି ମାଗଣା ରହିଛି। ଏନେଇ ଏକ…

ପୁଣି ଚାକିରୀରୁ ବିଦା ହେଲେ 3 ଦୁର୍ନୀତିଗ୍ରସ୍ତ ଯନ୍ତ୍ରୀ

ଭୁବନେଶ୍ବର () ପ୍ରଶାସନକୁ ଦୁର୍ନୀତିମୁକ୍ତ କରିବା ପାଇଁ ଆରମ୍ଭ ହୋଇଥିବା ପ୍ରକ୍ରିୟାରେ ଆଜି ଆଉ ତିନିଜଣ ବରିଷ୍ଠ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ସେମାନେ ହେଲେ ଆଠଗଡ ଡିଏଫଓ ସୁଧାଂଶୁ ଶେଖର ମିଶ୍ର, ଅନୁଗୁଳ ରୁରାଲ ୱାର୍କସ ଡିଭିଜନର ନିର୍ବାହୀ ଯନ୍ତ୍ରୀ ପ୍ରାଣକୃଷ୍ଣ ପ୍ରସାଦ…

ରୋଗୀ ସେବା ଓ ଦଲାଲ ସମ୍ପର୍କରେ ସମୀକ୍ଷା କଲେ ୫ଟି ସଚିବ

ଭୁବନେଶ୍ୱର() ୫ଟି ସଚିବ ଭି.କେ ପାଣ୍ଡିଆନ ଗତକାଲି କୋରାପୁଟ ଓ ରାୟଗଡା ଜିଲ୍ଲା ପରିଦର୍ଶନ କରିବା ପରେ ଆଜି ପୁଣି ଅଚାନକ ଭାବରେ  ନୂଆପଡା ଓ କଳାହାଣ୍ଡି ଗସ୍ତ କରି ଏହି ସବୁ ଅଂଚଳରେ ସ୍ୱାସ୍ଥ୍ୟ ସେବା କାର୍ଯ୍ୟକ୍ରମ ଓ ‘ମୋ ସରକାର ଯୋଜନା କିପରି କାର୍ଯ୍ୟକାରୀ ହେଉଛି ସେ ସମ୍ପର୍କରେ…

ଚାକିରୀରୁ ବିଦା ହେଲେ ଡିଏଫଓ

ଭୁବନେଶ୍ବର : ଜଙ୍ଗଲ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଦୁର୍ନୀତି ଅଭିଯୋଗରେ ରାଜ୍ୟ ସରକାର ଏଭଳି ନିର୍ଦ୍ଦେଶ ଦେଇଥିବା ଅଭିଯୋଗ ହୋଇଛି । ଓଏଫଏସ ଅଧିକାରୀ ସୁଧାଂଶୁ ଶେଖର ମିଶ୍ରଙ୍କୁ ବାଧ୍ୟତାମୂଳକ ଅବସର ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆୟ ବହିର୍ଭୂତ…

ସିଝା କଦଳୀ ସ୍ବାସ୍ଥ୍ୟପାଇଁ ଭଲ, ଆସନ୍ତୁ ଜାଣିବା

କଦଳୀ ଖାଇଲେ ଅନେକ ଲାଭ ମିଳିଥାଏ ବୋଲି ଆୟୁର୍ବେଦରେ ବର୍ଣ୍ଣନା କରାଯାଇଛି। ୟୁରୋପିଆନ ଏକାଡେମୀ ଅଫ୍‌ ଆୟୁର୍ବେଦର ସୂଚନା ଅନୁଯାୟୀ, ସିଝା କଳଦୀ ରାତିରେ ଖାଇଲେ ଏହା ଶରୀରରେ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ। -କଞ୍ଚା କଦଳୀରେ ଥିବା କ୍ୟାଲସିୟମ ହାଡ଼ ମଜଭୂତ କରିବା ସହ ଶରୀରକୁ…

୧୨ ଟି ଗୁରୁତ୍ୱପୂର୍ଣ ସ୍ଥାନରେ, ୩୬ଟି କ୍ୟାମେରା

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଏପରି ଏକ ସହର ଯେଉଁଠି ପ୍ରତି ମାସରେ ଗୁଳି ଫୁଟେ। ସହରରେ ଲୋକଙ୍କଠୁ ଅପରାଧୀଙ୍କ ସଂଖ୍ୟା ଅଧିକ। ଅପରାଧୀଙ୍କ ଚରାଭୂଇଁ ପାଲଟିଥିବା ଏହି ସହରରେ ଏଣିକି ଅପରାଧ ନିୟନ୍ତ୍ରଣ କରିବ ସିସିଟିଭି। ସହର ଉପରେ ୨୪ ଘଣ୍ଟା ରହିବ ସିସିଟିଭିର ନଜର। ଅପରାଧ ନିୟନ୍ତ୍ରଣ ସହ…

ସମୁଦ୍ରରେ ଭାସିଯାଉଥିବା ବେଳେ ମହିଳାଙ୍କୁ ଉଦ୍ଧାର

ପୁରୀ : ସମୁଦ୍ରରେ ବୁଡି ଯାଉଥିବାବେଳେ ମହିଳା ପର୍ଯ୍ୟଟକଙ୍କ ଜୀବନ ବଞ୍ଚାଇଲେ ଲାଇଫ୍‌ ଗାର୍ଡ। ଉଦ୍ଧାର ମହିଳା ଜଣକ ଭଦ୍ରକ ତିହିଡି ଅଞ୍ଚଳର ଲୀଳାବତି ସାହୁ। ଭଦ୍ରକରୁ ପରିବାର ଲୋକଙ୍କ ସହ ବୁଲିବାକୁ ଆସି ଆଜି ସକାଳେ ସେ ସମୁଦ୍ରରେ ଗାଧୋଉଥିଲେ। ଏହି ସମୟରେ ସେ ସମୁଦ୍ରରେ ଭାସିଯାଇଥିଲେ।…

ଏବେ ତୃତୀୟ ବିବାହ କରିବାକୁ ଯାଉଛନ୍ତି ଏହି ଅଭିନେତ୍ରୀ

ବଲିଉଡ ଇଣ୍ଡଷ୍ଟ୍ରି ହେଉ କିମ୍ବା ଟିଭି ଇଣ୍ଡଷ୍ଟ୍ରି ଏଠାରେ ଏପରି ବହୁତ ଅଭିନେତା, ଅଭିନେତ୍ରୀମାନେ ଅଛନ୍ତି ଯେଉଁମାନେ ଥରେ କି ଦୁଇଥର ନୁହେଁ ଅନେକ ଥର ଲେଖାଏଁ ବିବାହ ବନ୍ଧନରେ ବାନ୍ଧି ହୋଇ ସାରିଛନ୍ତି । ଆଜି ଆମେ ଆପଣଙ୍କୁ ଏପରି ଜଣେ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯିଏକି ପ୍ରଥମ…

୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ଆସନ୍ତୁ ଜାଣିବା

ଭୁବନେଶ୍ବର : ରାଜ୍ୟର ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ସତର୍କ ରହିବାକୁ ପରାମର୍ଶ ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୪ ଜିଲ୍ଲା ହେଲା ଗଜପତି, ରାୟଗଡା, କୋରାପୁଟ ଏବଂ ମାଲକାନଗିରି । ଏହି ସବୁ ଜିଲ୍ଲାରେ ଘଡଘଡି ସହ ପ୍ରବଳ ବର୍ଷା…