ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା’
ଘଟଗାଁ : ଆଜି ଘଟଗାଁ ମା’ ତାରିଣୀଙ୍କ ପୀଠରେ ଦଶହରା । ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା’ । ମା’ଙ୍କ ପ୍ରିୟ ବାର ମଙ୍ଗଳବାରରେ ଦଶହରା ପଡୁଥିବାରୁ ସକାଳୁ ସକାଳୁ ଭକ୍ତଙ୍କ ଭିଡ ଲାଗିଛି ।
ସମସ୍ତେ ହାତରେ ମା’ଙ୍କ ପ୍ରିୟ ନାଲି ମନ୍ଦାର, ନାଲି ଶଙ୍ଖା ଭୋଗ ଡାଲାରେ ଧରି ମନ୍ଦିରରେ…
