Odia News Portal

ଏୟାର ଏସିଆ ବିମାନ ଉଡ଼ାଣ ସମୟରେ ପରିବର୍ତ୍ତନ

ଭୁବନେଶ୍ବର () ଏୟାର ଏସିଆ ବିମାନ ଉଡ଼ାଣ ସମୟରେ ପରିବର୍ତ୍ତନ ହୋଇଛି। ନୂଆ ସମୟ ଅନୁଯାୟୀ, କୁଆଲାଲମ୍ପୁର-ଭୁବନେଶ୍ୱର ଏୟାର ଏସିଆ ବିମାନ ରାତି ୯ଟାରେ ପହଞ୍ଚିବ। ସେହିପରି ଏହି ବିମାନ ୯ଟା ୩୦ରେ ଭୁବନେଶ୍ୱରରୁ କୁଆଲାଲମ୍ପୁରକୁ ଯାତ୍ରା କରିବ। ଏନେଇ ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକଙ୍କ…

ସେବକଙ୍କ ଦାନା ପାଣି ବୁଡାଇବେ ଚଣ୍ଡାଶୋକ

ଭୁବନେଶ୍ୱର ()   ଲିଙ୍ଗରାଜଙ୍କ ସେବକ ହୋଇ ସେବା ପୂଜାରୁ ଦୂରେଇ ରହିଲେ । ଭାଇ ବିରାଦିରୀଙ୍କ ସାଙ୍ଗେ ରହିଲେ ନାହିଁ । ପରେ ସେବାନୀତି ବିକି ଦେଲେ । ସେତିକିରେ ମନ ନବୁଝିବାରୁ ଦୁଇ ସେବାୟତଙ୍କ ମଧ୍ୟରେ ଯୁଦ୍ଧ ଲଗାଇଦେଲେ । ଏବେ ନିଜ ବିରାଦିରୀର କିଛି ସେବକଙ୍କୁ ଲିଙ୍ଗରାଜଙ୍କ ଆଖପାଖରୁ…

କମିବ ଋଣ ଉପରେ ସୁଧ ହାର

ନୂଆଦିଲ୍ଲୀ()  ଶସ୍ତା ହେବ ଆପଣଙ୍କ ଲୋନ୍, ଇଏମଆଇ ଆହୁରି କମିବ । କାରଣ ଆରବିଆଇ ରେପୋ ରେଟ୍ ୨୫ବେସିକ୍ ପଏଣ୍ଟ କମାଇଛି । ଏହାସହ ରେପୋ ରେଟ୍ ୫.୧୫ରେ ପହଞ୍ଚିଛି । ଚଳିତ ଆର୍ଥିକ ବର୍ଷ ଭିତରେ ଆରବିଆଇ ପଞ୍ଚମଥର ଲାଗି ରେପୋ ରେଟ୍ କମାଇଛି । ଏହାସହ ରିଭର୍ସ ରେପୋରେଟକୁ ୪.୯ ପ୍ରତିଶତ କରଛି…

ଗଙ୍ଗା ଭଳି ପବିତ୍ର ଅଟନ୍ତି ଏହି ଦୁଇଟି ରାଶିର ଝିଅମାନେ

ଭାରତୀୟ ସଂସ୍କୃତିରେ ସବୁ ଝିଅମାନଙ୍କୁ ମା ଲକ୍ଷ୍ମୀ ଙ୍କ ରୂପ ବୋଲି ମାନନ୍ତି । ଦେବୀ ଙ୍କ ପରି ପୂଜା ପାଉଥିବା ଝିଅମାନଙ୍କୁ ନିଜର ପବିତ୍ରତା ଦେଖାଇବାପାଇଁ କେତେଥର କଠିନ ତପସ୍ୟା କରିବାକୁ ପଡ଼ିଯାଏ । ଆଜି ଆମେ ଆପଣଙ୍କୁ କିଛି ଏମିତିଆ ରାଶି ଥିବା ଝିଅମାନଙ୍କ ବିଷୟରେ କହିବାକୁ ଯାଉଛୁ…

ସକାଳୁ ଖାଲି ପେଟରେ ପିଅନ୍ତୁ ପଇଡ଼ ପାଣି, ମିଳିବ ଅନେକ ଫାଇଦା

ଶରୀର ପାଇଁ ବେଶ୍‌ ଲାଭଦାୟକ ପଇଡ଼ ପାଣି। ସକାଳେ ଖାଲି ପେଟରେ ପଇଡ ପାଣି ପିଇଲେ ଅଧିକ ଫଳପ୍ରଦ ହୋଇଥାଏ। ପଇଡ଼ ପାଣିରେ ଆଣ୍ଟିଅକ୍ସିଡାଣ୍ଟ, ଭିଟାମିନ-ସି, ଏନ୍‌ଜାଇମ, ବି-କମ୍ପ୍ଲେକ୍ସ ସହିତ ଅନ୍ୟ ଜରୁରୀ ପୋଷକ ତତ୍ତ୍ୱ ରହିଥାଏ। କେବଳ ଖରାଦିନ ନୁହେଁ, ଯେ କୌଣସି ଋତୁରେ ଆପଣ ଏହାକୁ…

ରୂପି ସମସ୍ୟା ଯୋଗୁ ଚିନ୍ତିତ କି, ଆସନ୍ତୁ ଏହି ଉପାୟରେ କରିବା ଚିକିତ୍ସା

କେଶର ସବୁଠାରୁ ବଡ଼ ସମସ୍ୟା ହେଉଛି ରୂପି। ରୂପି ଯୋଗୁ କେବଳ ମୁଣ୍ଡ କୁଣ୍ଡେଇ ହୁଏ ନାହିଁ ଚୁଟି ମଧ୍ୟ ଉପୁଡ଼ିଥାଏ। ମାର୍କେଟରେ ରୂପି ସମସ୍ୟା ଦୂର କରିବା ପାଇଁ ଅନେକ ପ୍ରକାରର ସାମ୍ପୋ ମିଳୁଛି। କିନ୍ତୁ ଏହି ସାମ୍ପୋ ରୂପି ସମସ୍ୟା ଦୂର କରିବା ବଦଳରେ କେଶକୁ ରୁକ୍ଷ କରିଦେଇଥାଏ। ତେବେ କେବଳ…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା …

ମେଷ - ଆଜି ଚନ୍ଦ୍ର ଷଷ୍ଠାଧିପତି ନକ୍ଷତ୍ରସ୍ଥ ହେତୁ ଭୁଲ ନିଷ୍ପତ୍ତି ସମସ୍ୟା ସୃଷ୍ଟି କରିବ କିନ୍ତୁ ଅପରାହ୍ନରେ ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ହଠାତ୍‌ ହୋଇଯିବ। ପ୍ରତ୍ୟୁଷ ଯାତ୍ରାରେ ଅଭିଳଷିତ ଫଳ ପାଇବେ, ତଥାପି ସକାଳ ସମୟଟି ମାନସିକ ଅସ୍ଥିରତା ମଧ୍ୟରେ କଟିବ। ଦେବା ନେବାକୁ…

ରାତିରେ ଶୁଣନ୍ତୁ ସଙ୍ଗୀତ, ଶରୀର ହେବ ସୁନ୍ଦର …

ରାତିରେ କିଛି ସମୟ ପାଇଁ ସଙ୍ଗୀତ ଶୁଣିଲେ ଶରୀର ସୁନ୍ଦର ହୋଇଥାଏ। ଏନେଇ ଭିଏନା ବିଶ୍ୱ ବିଦ୍ୟାଳୟର ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ବୋଲି ଗବେଷକ କହିଛନ୍ତି। ସଙ୍ଗୀତର ପ୍ରଭାବ ମସ୍ତିଷ୍କ ଉପରେ ପଡିଥାଏ। ଫଳରେ କେତେକ ଉପଯୋଗୀ ରାସାୟନିକ ପଦାର୍ଥ ସହିତ ଭିଟାମିନ୍-ଇ ଥିବା ହରମୋନ୍…

ସୁରେନ୍ଦ୍ର କୁମାର ହେଲେ ଜଳସମ୍ପଦ ସଚିବ

ଭୁବନେଶ୍ବର () ଆଇଏଏସ ସ୍ତରରେ ଅଦଳବଦଳ । ପୂର୍ବତନ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାରଙ୍କୁ ଜଳ ସମ୍ପଦ ବିଭାଗର ପ୍ରମୁଖ ସଚିବ ଭାବେ ଅବସ୍ଥାପିତ କରାଯାଇଛି । ଅବକାରୀ ସଚିବ ତଥା ବାଣିଜ୍ୟ କର ଅତିରିକ୍ତ କମିଶନର ସୁଶିଲ କୁମାର ଲୋହାନି ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତି…

ଅଘୋରୀ ରୂପରେ ଏହି ଅଭିନେତା,ଦେଖନ୍ତୁୁ ଭିଡିଓ

ମୁମ୍ବାଇ() ଲାଲ କପ୍ତାନରେ ଅଭିନେତା ସୈଫ ଅଲୀ ଖାନ ପରଦାରେ ଅଘୋରୀ ଲୁକରେ ଦର୍ଶକଙ୍କୁ ଡରାଇବାକୁ ଆସୁଛନ୍ତି। ଫିଲ୍ମର ୨ଟି ଟ୍ରେଲର ରିଲିଜ୍ ହେବା ପରେ ଆଜି ଲାଲ କପ୍ତାନର ତୃତୀୟ ଟ୍ରେଲର ରିଲିଜ୍ ହୋଇଛି। ଫିଲ୍ମରେ ସୈଫଙ୍କ ନାମ ନାଗା ସାଧୁ ରହିଛି। ଏହାର ଟ୍ରେଲରକୁ ତିନୋଟି ଭାଗରେ ବିଭକ୍ତ…