ମିଷ୍ଟର ଆଣ୍ଡ ମିସ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା, ଓଡିଶାକୁ ଦୁଇଟି ସ୍ଵର୍ଣ
ପୁରୀ : ପ୍ରଥମକରି ଗାର୍ଲସ ଏରୋବିକସରେ ପୁରୀର ଜଣେ ଝିଅ ସ୍ଵର୍ଣ ପଦକ ହାତେଇଛନ୍ତି | ଚଳିତ ମାସ କେରଳର କୋଚି ସହରରେ ଭାରତର ନାସନାଲ ଆମେଚର ବଡିବିଲଡିଂ ଆସୋସିଏସନ, ୱାର୍ଲଡ ଫିଟ୍ନେସ ଫେଡେରେସନ ଓ ବଡି ବିଲଡିଂ ଆସୋସିଏସନ କେରଳ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି ମିଷ୍ଟର ଆଣ୍ଡ ମିସ ସୁନ୍ଦର…
