Odia News Portal

ମାତ୍ର ୮ଜଣଙ୍କୁ ଇନ୍ଷ୍ଟାଗ୍ରାମରେ ଫଲୋ କରନ୍ତି ସଲମାନ, ନାଁ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ମୁମ୍ବାଇ() ପିଲ୍ମ ଓ ଟିଭି ଶୋ ବ୍ୟତୀତ ସଲମାନ ସୋସିଆଲ ମିଡିଆରେ ମଧ୍ୟ ବହୁତ ଆକ୍ଟିଭ ରୁହନ୍ତି। ଟୁଇଟର, ଇନ୍ଷ୍ଟାଗ୍ରାମ ହେଉ ବା ଫେସବୁକ୍, ସବୁଥିରେ ସଲମାନଙ୍କର ଫ୍ୟାନ ଫଲୋଇଂ ବହୁତ ଅଧିକ ରହିଛି।ହେଲେ ସଲମାନଇନ୍ଷ୍ଟାଗ୍ରାମରେ ମାତ୍ର ୮ ଜଣଙ୍କୁ ଫଲୋ କରନ୍ତି। ଇନ୍ଷ୍ଟା ଆକାଉଣ୍ଟରେ…

ରାଜଧାନୀରେ ପୁଣି ବନ୍ଦ ହେବ ଡ୍ୟାନ୍ସ ବାର

ଭୁବନେଶ୍ବର ()  ଭୁବନେଶ୍ବରରେ ଚାଲିଥିବା ଡ୍ୟାନ୍ସ ବାର୍ ପୁଣି ବନ୍ଦ ହେବା ନେଇ ନିଷ୍ପତ୍ତି ନିଆଯାଇଛି । ପରବର୍ତ୍ତୀ ନିର୍ଦ୍ଦେଶ ପର୍ୟ୍ୟନ୍ତ ଡ୍ୟାନ୍ସ ବାର୍ ବନ୍ଦ ରଖିବାକୁ ପୋଲିସ ମହାନିର୍ଦ୍ଦେଶକ ନିର୍ଦ୍ଦେଶ ଦେଇଛନ୍ତି । ରାଜଧାନୀରେ ଥିବା ବିଭିନ୍ନ ଡ୍ୟାନ୍ସ୍ ବାର୍କୁ ମଳିଥିବା…

କେନ୍ଦ୍ରାପଡାରେ ଲାଗୁ ହେବ NRC

ଭାରତର ରେଜିଷ୍ଟ୍ରାର ଜେନେରାଲଙ୍କୁ ଚିଠି ଲେଖିଛନ୍ତି ଗୃହ ମନ୍ତ୍ରଣାଳୟ । ଚିଠିରେ କେନ୍ଦ୍ରାପଡାରେ NRC ଲାଗୁ ସମ୍ପର୍କରେ ଉଲ୍ଲେଖ କରାଯାଇଛି । ଏଥିରେ ଚଳିତବର୍ଷ ଜାନୁଆରୀ ୨୧ରେ ଓଡିଶା ହାଇକୋର୍ଟ ଦେଇଥିବା ରାୟ ସମ୍ପର୍କରେ ଉଲ୍ଲେଖ ଅଛି । ଏନଆରସି ଲାଗୁ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ…

ପୁରୀ ପାଇଁ 40 କୋଟି ମଞ୍ଜୁର

ପୁରୀ: ପୁରୀ ପାଇଁ 40 କୋଟି ଟଙ୍କା ମଞ୍ଜୁର । ଶ୍ରୀମନ୍ଦିର ସୁରକ୍ଷା ଜୋନରେ ଜମି ଅଧିଗ୍ରହଣ ଏବଂ ପୁନର୍ବାସ ଯୋଜନା ତ୍ବରାନ୍ବିତ କରିବାକୁ ରାଜ୍ୟ ସରକାର 40 କୋଟି ଟଙ୍କା ମଞ୍ଜୁର କରିଛନ୍ତି । ସେପଟେ ଜମି ଅଧିଗ୍ରହଣ ବିଜ୍ଞପ୍ତିର ମାସେ ମଧ୍ୟରେ ଜମି ହସ୍ତାନ୍ତର କରିବାକୁ ଚାହୁଁଥିବା…

ବିଧାନସଭାରେ ଗାନ୍ଧିଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ୱାନ

ଭୁବନେଶ୍ବର()  ଆଜି ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜନ୍ମ ଦିବସ । ଆଜି ବିଧାନସଭା ପରିସରରେ ଗାନ୍ଧି ଜୟନ୍ତୀ ପାଳନ କରାଯାଇଛି । ଏହି ଅବସରରେ ବିଧାନସଭା ପରିସରରେ ଗାନ୍ଧୀ ପ୍ରତିମୂର୍ତ୍ତିରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଲ୍ୟାର୍ପଣ କରି ରାଜ୍ୟବାସୀଙ୍କୁ…

ଆଉ ନିର୍ବାଚନ ଲଢିବି ନାହିଁ : ଭକ୍ତ ଦାସ

ଭୁବନେଶ୍ୱର () ନିର୍ବାଚନରୁ ସନ୍ୟାସ ନେବେ ଭକ୍ତ ଦାସ ।  ଆଉ ନିର୍ବାଚନ ଲଢିବେନି ଭକ୍ତ  । ଯେତିକି ସମୟ ନିର୍ବାଚନ ଲଢିଛନ୍ତି ସେତିକି ଯଥେଷ୍ଟ ବୋଲି କଂଗ୍ରେସ ପଦଯାତ୍ରାରେ ସାଂସଦ ତଥା କଂଗ୍ରେସ ବରିଷ୍ଠ ନେତା ଭକ୍ତ ଦାସ ସୂଚନା ଦେଇଛନ୍ତି । ସେ ୯ଥର ନିର୍ବାଚନ ଲଢିଲେଣି । ଏଥିରୁ ସେ ୩ଥର…

କାର୍ଗିଲ ବସ୍ତିରୁ ଆରମ୍ଭ ହେଲା ଜନ ସମ୍ପର୍କ ପଦଯାତ୍ରା

ଭୁବନେଶ୍ବର : ପ୍ରତି ବର୍ଷ ପରି ଏବର୍ଷ ମଧ୍ୟ ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇଛି ବିଜେଡିର ଜନ ସମ୍ପର୍କ ପଦଯାତ୍ରା । ଚଳିତ ବର୍ଷ ଗାନ୍ଧିଜୀଙ୍କ ୧୫୦ତମ ଜୟନ୍ତୀ ପାଳନ ହେଉଥିବାରୁ ପଦଯାତ୍ରା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ଦଳ ଜାତୀର ପିତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି…

ଗାନ୍ଧୀ ବିଚାରର ଆବଶ୍ୟକତା ଥିଲା, ରହିଛି ଏବଂ ରହିବ

ଭୁବନେଶ୍ବର : ଆଜି ସାରା ବିଶ୍ବ ମହାତ୍ମା ଗାନ୍ଧୀଙ୍କର ୧୫୦ ତମ ଜନ୍ମବାର୍ଷିକୀ ପାଳନ କରୁଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାପୁଙ୍କ ପ୍ରତି ତାଙ୍କର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସେ କହିଛନ୍ତି ଯେ, ଗାନ୍ଧୀ ଜୟନ୍ତୀ ଅବସରରେ ଆମର ପୂଜ୍ୟ ସଂଗ୍ରାମୀମାନଙ୍କୁ…

ଆଜି ଵୁଧଵାର ବାହାରୁ ଅର୍ଡର କରନ୍ତୁ ନାହିଁ, ଘରେ ହିଁ ପ୍ରସ୍ତୁତ କରନ୍ତୁ ‘କାଠି ଚିକେନ୍‌’

ଆବଶ୍ୟକ ଉପକରଣ: ଚିକେନ୍‌, ଲୁଣ, ଲଙ୍କା ଗୁଣ୍ଡ, ଗରମ ମସଲା, ହଳଦି, ତେଲ, ଅଦା ଓ ରସୁଣ ପେଷ୍ଟ, ଦହି, ଲେମ୍ବୁ ରସ ଏବଂ ଗୋଲମରିଚ ଗୁଣ୍ଡ। ଏହାବ୍ୟତୀତ ଆଲମୁନିୟମ୍‌ ଫଏଲ୍‌, ଶାଳ ପତ୍ର ଓ କାଠି ଷ୍ଟିକ୍‌ ମଧ୍ୟ ଏହି ଆଇଟମ୍‌ ଲାଗି ଦରକାର। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିକେନ୍‌ରେ ଦହି ଓ…

ଜାଣିଛନ୍ତି କି ଛୋଟ କଳା ଜିରାର ବଡ଼ ଫାଇଦା ସମ୍ପର୍କରେ

ଭୁବନେଶ୍ୱର : ଆଜିକାଲି ସବୁ ବର୍ଗର ଲୋକ ସୁସ୍ଥ ଏବଂ ଫିଟ୍‌ ରହିବାକୁ ଚେଷ୍ଟା କରୁଛନ୍ତି। ଏଥିଲାଗି ପ୍ରତିଦିନ ଯୋଗ, ବ୍ୟାୟାମ, ଏକ୍ସରସାଇଜ, ମର୍ଣ୍ଣି ୱାକ୍‌ ଆଦି କରିଥାନ୍ତି। ତେବେ ବହୁ ଲୋକ ବ୍ୟସ୍ତ ଜୀବନଶୈଳୀରୁ ଟାଇମ୍‌ ବାହାର କରି ଜିମ୍‌ ଯିବାକୁ ସମୟ ପାଇ ନ ଥାନ୍ତି। ଆଜି ଆମେ ଆପଣଙ୍କ…