ଏହି ଅଭିନେତ୍ରୀଙ୍କ ପ୍ରଶଂସା କଲେ ଅମିତାଭ , କାହିଁକି ଜାଣନ୍ତୁ
ମୁମ୍ବାଇ() ସୁପରଷ୍ଟାର ଅମିତାଭ ବଚ୍ଚନ ବଲିଉଡ୍ ନାୟିକା ତନୁଶ୍ରୀ ଦତ୍ତଙ୍କୁ ପ୍ରଶଂସା କରିଥିବା ଦେଖାଯାଇଛି। ‘କୌନ ବନେଗା କରୋଡପତି’ କାର୍ୟ୍ୟକ୍ରମରେ ଜଣେ ପ୍ରତିଯୋଗୀଙ୍କୁ #ମିଠୁକୁ ନେଇ ପ୍ରଶ୍ନ କରାଯାଇଥିଲା। ପ୍ରଶ୍ନଟି ଥିଲା ବଲିଉଡ୍ର କେଉଁ ବିୟୁଟି ପ୍ରଥମେ #ମିଠୁକୁ ନେଇ ମୁହଁ…
