ବିଚ୍ ରାସ୍ତାରେ ମାରପିଟ ହେଉଥିଲେ ୪ ପୁଲିସ୍, ନିଲମ୍ବନ କଲେ ଏସ୍ପି
ଆଇନଶୃଙ୍ଖଳା ରକ୍ଷାକାରୀ ପୁଲିସ୍ କର୍ମଚାରୀ ହିଁ ଘଟାଇଲେ ବିଶୃଙ୍ଖଳ। ରାସ୍ତି ମଝିରେ କଲେ ମାରପିଟ। ଭୁଲିଗଲେ ବର୍ଦ୍ଦିର ମର୍ଯ୍ୟାଦା, ମନେ ରହିଲାନି ଶାଳିନତା। ପୁଲିସ୍ର ଏପରି କାର୍ଯ୍ୟକଳାପକୁ ବିଭିନ୍ନ ମହଲରୁ ସମାଲୋଚନା କରାଯିବା ପରେ କଡ଼ା ପଦକ୍ଷେପ ନେଇଛନ୍ତି!-->…
