ଲଘୁ ଖଣିଜ ରାଜସ୍ବ ୨୯୬୮.୭୫ କୋଟି ଟଙ୍କାରେ ପହଞ୍ଚିଛି: ଅତୁଲ ପ୍ରକାଶ
ଓଡ଼ିଶାର ମହାଲେଖାକାର ଅତୁଲ ପ୍ରକାଶ ବୁଧବାର ଦିନ ସିଏଜି ରିପୋର୍ଟ ଉପସ୍ଥାପନ କରିଛନ୍ତି। ବିଭିନ୍ନ କ୍ଷେତ୍ରକୁ ନେଇ ସେ ବିସ୍ତୃତ ତଥ୍ୟ ରଖିଛନ୍ତି। ଲଘୁ ଖଣିଜ ପଦାର୍ଥ ଖନନରୁ ପ୍ରାପ୍ତ ରାଜସ୍ବ ଅଣ ଟିକସ ରାଜସ୍ବର ମୁଖ୍ୟ ଉତ୍ସ ବୋଲି ଶ୍ରୀ ପ୍ରକାଶ କହିଛନ୍ତି। ୨୦୧୫-୨୨ ମଧ୍ୟରେ ଲଘୁ ଖଣିଜ!-->…
