୧୦୮ ଆମ୍ବୁଲାନ୍ସରେ ଅକ୍ସିଜେନ୍ ସିଲିଣ୍ଡର ବିସ୍ଫୋରଣ: ମହିଳା ଗୁରୁତର
ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଚିକିନିବାହାଲି ଗ୍ରାମର ଜଣେ ଗର୍ଭବତୀ ମହିଳା ଆଜି ଦୁଇ ଯାଆଁଳା ଶିଶୁଙ୍କୁ ଜନ୍ମ ହେବା ପରେ ଅସୁସ୍ଥ ହୋଇପଡ଼ିଥିଲେ ମହିଳା। ପରେ ତାଙ୍କୁ ଟିଟିଲାଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ମାଆଙ୍କ ସହ ଉଭୟ ଶିଶୁଙ୍କ ସ୍ଵାସ୍ଥ୍ୟାବସ୍ଥା!-->…
