Odia News Portal

ହାର୍ଦ୍ଦିକ୍‌ ପାଣ୍ଡ୍ୟାଙ୍କ ସଂଘର୍ଷ ଦିନର ଫଟୋ ଦେଖି ଭାବବିହ୍ୱଳ ହେଲେ ଉର୍ବଶୀ

ମୁମ୍ୱାଇ : ଭାରତୀୟ କ୍ରିକେଟ୍‌ ଟିମ୍‌ର ଅଲ୍‌ରାଉଣ୍ଡର ହାର୍ଦ୍ଦିକ୍‌ ପାଣ୍ଡ୍ୟା ଓ ବଲିଉଡ୍‌ ଅଭିନେତ୍ରୀ ଉର୍ବଶୀ ରୌତେଲା ପରସ୍ପରକୁ ଡେଟ୍‌ କରୁଛନ୍ତି ବୋଲି କୁହାଯାଉଛି। କିନ୍ତୁ ଦୁହେଁ ସେମାନଙ୍କ ସମ୍ପର୍କକୁ କେବେ ସ୍ୱୀକାର କରିନାହାନ୍ତି। ଏପରିକି ମିଡିଆରେ ସମ୍ମୁଖରେ କୌଣସି ପ୍ରତିକ୍ରିୟା…

ଜାଣନ୍ତୁ, ଘରେ କେମିତି ପ୍ରସ୍ତୁତ କରିବେ ଚାଉଳ ରସଗୋଲା

ଆବଶ୍ୟକ ସାମଗ୍ରୀ : ସିଝା ଅରୁଆ ଚାଉଳ, ଆରାରୋଟ ପାଉଡର, ମଇଦା, ମିଲ୍କ ପାଉଡର, ଘିଅ, ଚିନି ଓ ପାଣି। ପ୍ରସ୍ତୁତି ପ୍ରଣାଳୀ: ଚାଉଳ ରସଗୋଲା ତିଆରି କରିବା ପାଇଁ ପ୍ରଥମେ ସିଝା ଅରୁଆ ଚାଉଳକୁ ବାଟି ଏକ ପ୍ଲେଟରେ ଘିଅ ଲଗାଇ ସେଥିରେ ରଖନ୍ତୁ। ଏବେ ସେଥିରେ ମଇଦା, ଆରାରୋଟ୍‌ ପାଉଡର ଓ ମିଲ୍କ…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା …

ମେଷ - ସମ୍ମୁଖରେ ଭଲ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ ପ୍ରକାରର କଥା କହୁଥିବାର ଶୁଣିବାକୁ ପାଇବେ। ପରିବାରରେ ଅବସ୍ଥା ଦେଖି ବ୍ୟବସ୍ଥା ନକଲେ ପରେ ଅନୁତାପ କରିବାକୁ ପଡିବ। ଯେଉଁଥିପାଇଁ ଚିନ୍ତିତ ରହିଥିଲେ ଆଜି ତାହା ବନ୍ଧୁଙ୍କ ଜରିଆରେ ପାଇବେ। ବ୍ୟବସାୟ ଓ ପରିବହନ କ୍ଷେତ୍ରରେ…

ଚର୍ଚ୍ଚାରେ ଚଣ୍ତା ଶୋକଙ୍କ ଛଦ୍ମବେଶୀ ଵ୍ୟବସାୟ

ଭୁବନେଶ୍ୱର : ସରକାରକୁ ସ୍ୱଚ୍ଛ ଓ ଲୋକାଭିମୁଖୀ କରିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାୟକ ଓ ମନ୍ତ୍ରୀମାନଙ୍କୁ ସରଳ ଜୀବନ ଯାପନ ସହିତ ଦୁର୍ନୀତି ଠାରୁ ଦୂରରେ ରହିବାକୁ କହୁଥିବା ବେଳେ ଏହାକୁ କିନ୍ତୁ ଚଣ୍ଡାଶୋକ ମାନିବାକୁ ନାରାଜ । ନିଜେ ସରଳ ଜୀବନ ଯାପନ କରିବେ କ’ଣ ଅନ୍ୟମାନଙ୍କ…

ରୋଗରୁ ମୁକ୍ତି ଦିଏ ଚକୋଲେଟ

ଅନେକ ରୋଗରୁ ମୁକ୍ତି ଦେଇଥାଏ ଚକୋଲେଟ । କାଶ ସମ୍ୟଯାରୁ ରକ୍ଷା ପାଇବାର ସବୁଠୁ ସହଜ ଉପାୟ ହେଉଛି ଚକୋଲେଟ୍ ସେବନ। ଏକ ଗବେଷଣାରୁ ଏହା ସ୍ପଷ୍ଟ ହୋଇଛି। ଯଦି ଅତ୍ୟଧିକ କାଶ ଜନିତ ଯନ୍ତ୍ରଣାରେ ପୀଡ଼ିତ ଥାନ୍ତି, ତେବେ ଡାର୍କ ଚକୋଲେଟ୍ ସେବନ ଦ୍ୱାରା ଏଥିରୁ ଉପଶମ ପାଇପାରିବେ। ୟୁନିଭର୍ସିଟି ଅଫ୍…

ବିପଦସଙ୍କୁଳ ଅବସ୍ଥାରେ ଲିଙ୍ଗରାଜଙ୍କ ମନ୍ଦିର, କାହିଁକି ଅଣଦେଖା କରୁଛି ଏଏସଆଇ

ଭୁବନେଶ୍ବର (): ବିପଦସଙ୍କୁଳ ଅବସ୍ଥାରେ ରହିଛି ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର । ବିଭିନ୍ନ ସ୍ଥାନରେ ଫାଟ ସାଙ୍ଗକୁ ବର୍ଷା ହେଲେ ପାଣି ଗଳୁଛି । ଭାରତୀୟ ପତ୍ନତତ୍ବ ବିଭାଗ ଭୁବନେଶ୍ବରର ଏହି ପ୍ରସିଦ୍ଧ ଶୈବ ପୀଠକୁ ଯେତିକି ଗୁରୁତ୍ବ ଦେବା କଥା ଦେଉନାହାଁନ୍ତି । ଏପରିକି ଏହି କଳା ଭାସ୍କର୍ଯ୍ୟ…

ଦେଶର ଅର୍ଥମନ୍ତ୍ରୀ ଅର୍ଥନୀତି ବିଷୟରେ କଣ ଜାଣନ୍ତି :ସ୍ବାମୀ

ନୂଆଦିଲ୍ଲୀ () କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବାଧୀନ ବିଜେପି ସରକାର ଗତ 5 ବର୍ଷ ମଧ୍ୟରେ ଦେଶର ବୃହତ୍ତର ଅର୍ଥନୈତିକ ବ୍ୟବସ୍ଥାକୁ ଗୋଳିଆ କରିଦେଇଛନ୍ତି । ବର୍ତ୍ତମାନ ଅର୍ଥନୀତିର ପୁନରୁଦ୍ଧାର ପାଇଁ ବୃତ୍ତିଗତ ଟିକସ ହ୍ରାସ କରିବା ପରିବର୍ତ୍ତେ ଆୟକରକୁ ସମ୍ପୁର୍ଣ୍ଣ…

ଏମିତି ଏକ ଅଫିସର ଅଛନ୍ତି ଯାହାଙ୍କୁ ପ୍ରଧାନମନ୍ତ୍ରୀ ଚାହିଁଲେ ବି ବାହାର କରିପରିବେ ନାହିଁ , ଜାଣନ୍ତୁ

ନୂଆଦିଲ୍ଲୀ () ଦେଶର ପ୍ରଧାନମନ୍ତ୍ରୀ ଚାହିଁଲେ ଯେକୌଣି କର୍ମଚାରୀ ବା ଅଫିସରଙ୍କୁ ବାହାର କରିପାରିବେ । ହେଲେ ଆପଣ ଜାଣିଛନ୍ତି କି ଏମିତି ଏକ ଅଫିସର ପୋଷ୍ଟ ଅଛି ଯାହା ପ୍ରଧାନମନ୍ତ୍ରୀ ଚାହିଁଲେ ବି ଅଫିସରଙ୍କୁ ହଟାଇ ବା ବାହାର କରିପାରିବେ ନାହିଁ । ଆସନ୍ତୁ ଜାଣିବା ... ନିର୍ବାଚନ…

ଅଧିକ ଆକାଉଣ୍ଟ ଖୋଲ, ଉତ୍ତମ ସେବା ଦିଅ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର () ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକ ସେବା ଭବନରୁ ଭିଡିଓ କନଫରେନସିଂ ଜରିଆରେ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ, ଏସପି ଓ ଆରଟିଓ ମାନଙ୍କ ସହିତ ନୂଆ ଟ୍ରାଫିକ ଆଇନ ସଂପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଲୋକଙ୍କ ସୁବିଧା ପାଇଁ ଅଧିକ କାଉଣ୍ଟର ଖୋଲିବା ଓ…

ଏହି ଅଭିନେତ୍ରୀଙ୍କୁ ପାଗଳ ପରି ଭଲ ପାଉଥିଲେ ମିଥୁନ

ମୁମ୍ବାଇ() ଲିଉଡର ଏମିତି ଅନେକ କଳାକାର ଅଛନ୍ତି ଯିଏ ରିଲେସନଶିପରେ ଥିଲେ ହେଲେ ବିବାହ କରିନଥିଲେ। ସେମାନଙ୍କ ପ୍ରେମ କାହାଣୀ ପୂରା ହୋଇନଥିଲା। ଏମିତି ଅନେକ ଅମର ପ୍ରେମ କାହାଣୀ ରହିଛି ଯାହା ଲୋକେ ଆଜି ମଧ୍ୟ ମନେ ରଖିଛନ୍ତି। ସେହି ମଧ୍ୟରୁ ସୁପରହିଟ୍ ଅଭିନେତା ମିଥୁନ ଓ ଅଭିନେତ୍ରୀ…