କମ୍ ଖର୍ଚ୍ଚରେ ଚମକଦାର ତ୍ୱଚା ଚାହୁଁଛନ୍ତି, ଘରେ ପ୍ରସ୍ତୁତ କରନ୍ତୁ ସ୍କ୍ରବ୍
ଭୁବନେଶ୍ୱର : ଖରାଦିନେ ଯେପରି ଅତ୍ୟଧିକ ଗରମ ଓ ଝାଳ ଆମ ତ୍ୱଚାର ଚମକ ହଜାଇ ଦେଇଥାଏ, ସେହିପରି ବର୍ଷା ଦିନେ ମଧ୍ୟ ତ୍ୱଚାରେ ମଇଳା ଜମି ଯାଏ। ଫଳରେ ତ୍ୱଚା ତା’ର ପ୍ରାକୃତିକ ଚମକ ହରାଇ ବସେ। ଏଥିରୁ ମୁକ୍ତି ପାଇବା ପାଇଁ ଆମେ ଦାମୀ କ୍ରିମ୍ ବ୍ୟବହାର କରନ୍ତି। କିନ୍ତୁ ଅନେକ ସମୟରେ ଏଥିରୁ ବି…
