Odia News Portal

ଆହାର କେନ୍ଦ୍ରରେ ଖାଇଲେ ବ୍ରହ୍ମପୁର ସାଂସଦ ଓ ବିଧାୟକ

ବ୍ରହ୍ମପୁର : ରାଜ୍ୟର ସରକାରୀ ହସ୍ପିଟାଲ ଓ ଥାନାକୁ ନେଇ ଚାରିଆଡ଼େ ହଲ୍ଲାବୋଲ୍‌ ଚାଲିଥିବା ବେଳେ ବ୍ରହ୍ମପୁର ନୂଆ ବସଷ୍ଟାଣ୍ଡରେ ଥିବା ଆହାର କେନ୍ଦ୍ରରେ ପହଞ୍ଚିଥିଲେ ବ୍ରହ୍ମପୁର ସାଂସଦ ଓ ବିଧାୟକ । ଗରିବଗୁରୁବାଙ୍କ ପାଇଁ ୫ଟଙ୍କିଆ ଆହାର କେନ୍ଦ୍ର ଖୋଲିଛନ୍ତି ସରକାର । ୫ ଟଙ୍କାରେ ଭାତ…

ନିର୍ବାଚନକୁ ଆଉ ମାତ୍ରା ୪ ଦିନ, ଦୁଇ ଦିନିଆ ବିଜେପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ବିଜେପୁର ନିର୍ବାଚନକୁ ଆଉ ମାତ୍ରା ୪ ଦିନ । ନିଜ ନିଜ ଦଳର ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ସବୁ ଦଳ ମଧ୍ୟରେ କସତର ଆରମ୍ଭ ହୋଇଯାଇଛି । ଦଳ ପକ୍ଷରୁ ବିଭିନ୍ନ ସ୍ଥାନରେ ସାଧାରଣ ସଭା, ଶୋଭାଯାତ୍ରା କରାଯାଉଛି । ସବୁ ଦଳର ହେଭିୱେଟ୍ ଏବେ ବିଜେପୁରରେ ଡେରା ପକାଇଛନ୍ତି ।…

ବିଚ୍ ରାସ୍ତାରେ ସାମ୍ବାଦିକଙ୍କୁ ଆକ୍ରମଣ

ମୋହନା : ଗଜପତି ଜିଲ୍ଲା ମୋହନା ଥାନା ଚନ୍ଦ୍ରଗିରି ମୁଖ୍ୟ ରାସ୍ତାରେ ଗତକାଲି ବିଳମ୍ବିତ ରାତିରେ ଜଣେ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି। ଆକ୍ରମଣର ଶିକାର ସାମ୍ବାଦିକ ଜଣକ ହେଲେ ଚନ୍ଦ୍ରଗିରିର ଧରିତ୍ରୀ ପ୍ରତିନିଧି ଶ୍ରୀହରି ପ୍ରଧାନ। ପୂର୍ବରୁ ଚନ୍ଦ୍ରଗିରି ଅଞ୍ଚଳରେ ବେଆଇନ୍…

୧ କୋଟିର ଧଳାଜହର ଜବତ

ବାଲେଶ୍ୱର : ୧ କୋଟିର ଧଳାଜହର ଜବତ। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ଷ୍ଟେସନ ବଜାରସ୍ଥିତ ମିଲବାଡି ଅଞ୍ଚଳରୁ ଆଜି ଭୋରୁ ଏହି ବ୍ରାଉନ ସୁଗାର ଜବତ ହୋଇଛି। ଜଳେଶ୍ୱର ଅବକାରୀ ବିଭାଗ ଓ କଟକ କେନ୍ଦ୍ରୀୟ ଅବକାରୀ ବିଭାଗର ଏକ ୧୦ଜଣିଆ ଟିମ୍‌ ମିଳିତ ଭାବେ ଚଢାଉ କରି ପ୍ରାୟ ୧…

ବିଜେପି ଛାଡିଲେ ବରିଷ୍ଠ ନେତା ଦାମୋଦର ରାଉତ

ଭୁବନେଶ୍ୱର : ବରିଷ୍ଠ ନେତା ଦାମୋଦର ରାଉତଙ୍କ ରାଜନୈତିକ ଜୀବନରେ ଲାଗିଲା ପୂର୍ଣ୍ଣଛେଦ । ବିଜେଡିରୁ ବହିସ୍କୃତ ହେବା ପରେ ବିଜେପିରେ ଯୋଗ ଦେଇଥିଲେ । କିନ୍ତୁ ପାଣିପାଗ ସୁହେଇଲା ନାହିଁ କି ବିଜେପି ଵାଲା ବି ଆଉ ପଚାରୁନାହାନ୍ତି । ତେଣୁ ଦୁଃଖ ଓ ପରିତାପର ସହ ମାନସିକ ଅସନ୍ତୁଳନ ଭିତରେ ସେ…

ଏମ୍‍ଡି ବିଦେଶରେ : ଅର୍ଥ ନିର୍ଦ୍ଦେଶକ ପଦବୀ ଖାଲି

ଭୁବନେଶ୍ୱର : ଓଡିଶା ସରକାରଙ୍କ ଲାଭକାରୀ ସଂସ୍ଥା ଓଡିଶା ତାପଜ ବିଦ୍ୟୁତ୍‍ ନିଗମ (ଓପିଜିସି) ଏବେ ଏକ ପ୍ରକାର ମୁରବୀ ବିହୀନ । ଚଳିତ ମାସ ପହିଲାରୁ ଏହି ସଂସ୍ଥାରେ ଅର୍ଥ ନିର୍ଦ୍ଦେଶକ ନଥିବାବେଳେ କାହାକୁ ଦାୟିତ୍ୱ ନଦେଇ ପରିଚାଳନା ନିର୍ଦ୍ଦେଶକ ଏବେ ଆମେରିକା ଗସ୍ତରେ । ଫଳରେ ରାଜ୍ୟ…

ଆପଣମାନେ ଖୁସି ତ …

ଭୁବନେଶ୍ବର : ୭୩ ବର୍ଷ ବୟସରେ ପାଦ ଦେଲେ ଓଡିଶା ରାଜନୀତିର ଉଜ୍ବଳ ତାରକା ନବୀନ ପଟ୍ଟନାୟକ । ଓଡ଼ିଶା ରାଜନୀତିରେ ନବୀନ ପଟ୍ଟନାୟକ ଯେଉଁ ସଫଳତା ହାସଲ କରିଛନ୍ତି, ତାହା ଅନ୍ୟ କୌଣସି ନେତାଙ୍କ ଭାଗ୍ୟରେ ଯୁଟିନାହିଁ। ଲଗାତର ୫ ଥର ମୁଖ୍ୟମନ୍ତ୍ରୀ ହୋଇ ସେ ରଚିଛନ୍ତି ଇତିହାସ। ଦୀର୍ଘ ଦୁଇ…

ଆଜି ଵୁଧବାରେ ଘରେ ଵନାନ୍ତୁ, ମାଟି ହାଣ୍ଡି ପୋଡ଼ା ମଟନ୍‌

ଆବଶ୍ୟକ ସାମଗ୍ରୀ: ଖାସି ମାଂସ, ଅଦା-ରସୁଣ ବଟା, ସୋରିଷ ବଟା, କଟା ପିଆଜ, କଞ୍ଚାଲଙ୍କା ବଟା, କଟା ଟମାଟୋ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଡାଲଚିନି ଗୁଣ୍ଡ, ଲୁଣ ଓ ରିଫାଇନ୍‌ ତେଲ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଖାସି ମାଂସରେ ଅଦା-ରସୁଣ ବଟା, ସୋରିଷ ବଟା, କଟା ପିଆଜ, କଞ୍ଚାଲଙ୍କା ବଟା…

ବ୍ରଣ, ସନ ଟ୍ୟାନ୍‌ ପରି ସମସ୍ୟାରୁ ମୁକ୍ତି ଦେବ ଆମ୍ୱ ଫେସ୍‌ ପ୍ୟାକ୍‌

ଭୁବନେଶ୍ୱର : ଫଳ ମଧ୍ୟରୁ ସମସ୍ତଙ୍କ ପ୍ରିୟ ଆମ୍ୱ । ସ୍ୱାସ୍ଥ ଓ ପୋଷକ ତତ୍ତ୍ୱରେ ଭରପୁର ହୋଇଥିବାରୁ ଛୋଟଠୁ ବଡ ପର୍ଯ୍ୟନ୍ତ ସମସ୍ତେ ଏହାକୁ ପସନ୍ଦ କରନ୍ତି। ଆମ୍ୱର ଫାଇଦା କେବଳ ଏହାକୁ ଖାଇବାରେ ସୀମିତ ରୁହେ ନାହିଁ। ଆପଣ ଏହାକୁ ମୁହଁରେ ବ୍ୟବହାର କରି ଚେହେରାରେ ଆଣି ପାରିବେ ଚମକ। ଏଥିରୁ…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ - ଆଜିର ଜନ୍ମ ଚନ୍ଦ୍ର ଆପଣଙ୍କ ମନରେ ଅସ୍ଥିରତା ସୃଷ୍ଟି କରିବ । ଋଣ ପରିଶୋଧ,ରୋଗ ପାଇଁ ଔଷଧ କିଣା, ଶତ୍ରୁକୃତ ସମସ୍ୟା ସମାଧାନ ସକାଶେ ଖର୍ଚ୍ଚାନ୍ତ କରାଇବ । ଘର କଥା ହେଉ କିମ୍ବା କର୍ମକ୍ଷେତ୍ର କଥା ହେଉ ସବୁ କାମ ବିଳମ୍ବିତ ସମୟରେ ସମ୍ପନ୍ନ ହେବ । ବାସସ୍ଥାନ ନିକଟରେ ରହୁଥିବା ନିଜ…