ଜନ୍ମଦିନରେ ଫୁଲବାଣୀବାସୀଙ୍କୁ ନବୀନ ଦେଲେ ବଡ ଉପହାର
ଭୁବନେଶ୍ୱର() ଜନ୍ମଦିନରେ ଫୁଲବାଣୀବାସୀଙ୍କୁ ନବୀନ ଦେଲେ ବଡ ଉପହାର । ସ୍ୱାସ୍ଥ୍ୟା ସେବା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ ଘୋଷଣା । ଫୁଲବାଣୀରେ ହେବ ମେଡିକାଲ କଲେଜ ଏନେଇ ଆଜି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏହି ମେଡିକାଲ କଲେଜରେ ୫ ଶହ ଶର୍ଯ୍ୟା ରହିବ । ଅବିଭକ୍ତ…
