Odia News Portal

ବଢିବ ୫ ରେଳ ଷ୍ଟେସନର ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର() ରାଜ୍ୟର ୫ଟି ପ୍ରମୁଖ ରେଳ ଷ୍ଟେସନର ସୁରକ୍ଷା ବୃଦ୍ଧି କରାଯିବ । ରେଳ ସୁରକ୍ଷା ବୈଠକ ପରେ ଏଡିଜି ପ୍ରଣବିନ୍ଦୁ ଆଚାର୍ଯ୍ୟ ଏନେଇ ସୂଚନା ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ଇଣ୍ଟିଗ୍ରେଟେଡ ସିକ୍ୟୁରିଟି ସ୍କିମ ଅନୁସାରେ ସୁରକ୍ଷା ବଢିବ । ଯାତ୍ରୀ ସୁରକ୍ଷା ଏବଂ ଯାତ୍ରୀ…

୫-ଟି ସଚିବଙ୍କ କେନ୍ଦ୍ରପଡା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ

କେନ୍ଦ୍ରପଡା() ୫-ଟି ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନ ଆଜି କେନ୍ଦ୍ରପଡା ଜିଲ୍ଲା ଗସ୍ତରେ ଯାଇ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ପହଂଚିଥିଲେ । ସେଠାରେ ସେ ସ୍ୱାସ୍ଥ୍ୟ ବ୍ୟବସ୍ଥା ସମ୍ପର୍କରେ ଅନୁଧ୍ୟାନ କରିବା ସହିତ ରୋଗୀ ମାନଙ୍କୁ ଭେଟି ସେମାନଙ୍କ ଭଲମନ୍ଦ…

ନୟାଗଡକୁ ଚାଲିଲା ସେବା ଏକ୍ସପ୍ରେସ

ଭୁବନେଶ୍ୱର() ଆଜି ନୟାଗଡ ପାଇଁ ଏକ ଐତିହାସିକ ଦିନ । ଆଜିଠାରୁ ଭୁବନେଶ୍ୱରରୁ ନୟାଗଡକୁ ସିଧାସଳଖ ଗଡିବ ସେବା ଏକ ଏକ୍ସପ୍ରେସ ଟ୍ରେନ । କେନ୍ଦ୍ର ରେଳମନ୍ତ୍ରୀ ପିଉସ ଗୋଏଲ ଆଜି ଦିଲ୍ଲୀଠାରୁ ଭିଡିଓ କନଫରେନ୍ସିଂ ଜରିଆରେ ଏହାକୁ ଉଦଘାଟନ କରିଛନ୍ତି । ଉଦଘାଟନ ଉସôବୋର କେନ୍ଦ୍ରମନ୍ତ୍ରୀ…

ପଟ୍ଟାମୁଣ୍ଡାଇ ସ୍କୁଲ ଯାଉଥିବା ସମୟରେ ୨ ଛାତ୍ରୀଙ୍କୁ ଅପହରଣ

ପଟ୍ଟାମୁଣ୍ଡାଇ : ଦୁଇ ସ୍କୁଲ ଛାତ୍ରୀଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଶୁଣ୍ଢୀୟ ପ୍ରାଥମିକ ବିଦ୍ୟାଳୟର ଦୁଇ ଛାତ୍ରୀ ଅପହୃତ । ଦୁଇ ଛାତ୍ରୀ ଚତୁର୍ଥ ଶ୍ରେଣୀର ଅନୀତା ବାରିକ ଓ ପଞ୍ଚମ ଶ୍ରେଣୀର ଅନ୍ନପୂର୍ଣ୍ଣା ମଣ୍ଡଳ । ଦୁହିଁଙ୍କ ଘର…

ଧଳା ମହାବଳ ବାଘ ଶୁଭ୍ରାଂଶୁର ମୃତ୍ୟୁ

ଭୁବନେଶ୍ବର : ନନ୍ଦନକାନନରେ ବିରଳ ଧଳା ମହାବଳ ବାଘ ଶୁଭ୍ରାଂଶୁର ମୃତ୍ୟୁ ହୋଇଛି । ଗତ ୧୪ ଦିନ ଧରି ବାଘ ସଫାରୀରେ ଅସୁସ୍ଥ ଥିବା ହେତୁ ଚିକିତ୍ସା ହେଉଥିଲା । ଗତ ୪ଦିନ ହେବ ଖାଦ୍ୟ ଗ୍ରହଣ କରୁନଥିଲା । ରକ୍ତ ପରୀକ୍ଷାରୁ ଜଣାପଡିଥିଲା ଯେ, ଶୁଭ୍ରାଂଶୁର ରକ୍ତ ସଂକ୍ରମଣ ହୋଇ ଜ୍ବର ହୋଇଥିଲା ।…

ମନୋଜ ପଟ୍ଟନାୟକ ହେଲେ ମହିଳା ଫୁଟବଲ ମହାସଂଘର ଉପସଭାପତି

ଭୁବନେଶ୍ବର : ଜାମସେଦପୁରର ପାରଡ଼ିହ ଛକସ୍ଥିତ ହୋଟେଲ ସିଟି ଇନରେ ମହିଳା ଫୁଟବଲ ଫେଡରେସନ ଅଫ ଇଣ୍ଡିଆର ବାର୍ଷିକ ଜେନେରାଲ ବଡି ମିଟିଙ୍ଗ ଆୟୋଜିତ ହୋଇଥିଲା। ଯେଉଁ ଥିରେ ଜାମସେଦପୁରର ମହମ୍ମଦ କାଶୀମଙ୍କୁ ସର୍ବସମତିରେ ମହିଳା ଫୁଟବଲ ଫେଡରେସନ ଅଫ ଇଣ୍ଡିଆର ଚେୟାରମ୍ୟାନ, ଉପ ସଭାପତି ଭାବେ…

ସୁରକ୍ଷା ପାଇଁ ଅଣ୍ଟାଭିଡିଲା ବିଜୁ ଯୁବ ବାହିନୀ

ଭୁବନେଶ୍ବର : ଓଡ଼ିଶାର ଜନସାଧାରଣଙ୍କୁ ସଡ଼କ ସୁରକ୍ଷା ଏବଂ ନିରାପଦ ଗାଡ଼ିଚାଳନା ସଂପର୍କିତ ସଚେତନ କରିବା ଉଦ୍ଦେଶ୍ୟରେ ବିଜୁ ଯୁବବାହିନୀ ପକ୍ଷରୁ ‘ରକ୍ଷକ’ କାର୍ଯ୍ୟକ୍ରମ ସ୍ଥାନୀୟ ଏଜି ଛକଠାରେ ଶୁଭାରମ୍ଭ ହୋଇଛି । ରାଜଧାନୀ ଭୁବନେଶ୍ବରର ୨୦ଟି ପ୍ରମୁଖ ଟ୍ରାଫିକ୍‌ ଛକ ସହ ସାରା ରାଜ୍ୟରେ ଏହି…

ସେଲ୍‌ଫି ନେଇ ଫସିଲେ ଥାନା ଅଧିକାରୀ

ଭୁବନେଶ୍ୱର : ପୁରୀ ଜିଲ୍ଲା ଚନ୍ଦ୍ରଭାଗା ମେରାଇନ୍ ଥାନା ପୋଲିସ ଆଇ ଆଇ ସି ବୁଲୁ ମୁଣ୍ଡା ଙ୍କ ସହ ଜଣେ ହତ୍ୟା ଅଭିଯୁକ୍ତର ସେଲ୍ଫି ସୋସିଆଲ ମିଡିଆରେ ଭାଇରାଲ୍ ହେବା ଘଟଣା ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି।ମିଳିଥିବା ସୂଚନା ଅନୁଯାୟୀ ଅସ୍ତରଙ୍ଗ ଥାନା ଅନ୍ତର୍ଗତ ଆଳିସାହିରେ…

ରେକର୍ଡ ଭାଙ୍ଗିବେ ରୀତା ସାହୁ

ଭୁବନେଶ୍ୱର : ବିଜେପୁର ଉପନିର୍ବାଚନରେ ବିଜେଡି ଏଥର ନୂଆ ରେକର୍ଡ କରିବାକୁ ଯାଉଛି । ଦଳୀୟ ପ୍ରାର୍ଥୀ ରୀତା ସାହୁ ଏଥର ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଭୋଟ ରେକର୍ଡକୁ ଟପିଯିବେ ବୋଲି ଆକଳନ କରାଗଲାଣି । ପ୍ରତିଦିନ ବିଜେଡି ଭୋଟ ସଂଖ୍ୟା ବୃଦ୍ଧି ପାଉଥିବାରୁ ଦଳୀୟ ନେତାମାନେ ଏଭଳି ହିସାବ…

କ’ଣ କଲେ ଆପଣଙ୍କର ସମୃଦ୍ଧି ହେବ, ପଢ଼ନ୍ତୁ କିଛି ଟିପ୍ସ …

ଭୁବନେଶ୍ବର : ଚାକିରି ହେଉ ବା ବ୍ୟବସାୟ। ଯେତେ ଭଲ ଦରମା କିମ୍ବା ଭଲ ଆୟ କଲେ ବି ଆପଣଙ୍କ ପାଖରେ ଧନ ରହୁ ନାହିଁ । ଘରେ ଆର୍ଥିକ ସମସ୍ୟା ଲାଗି ରହୁଛି । ଯଦି ଭଲ ଆୟ ସତ୍ତ୍ୱେ ଆପଣଙ୍କ ଆର୍ଥିକ ସମସ୍ୟା ଲାଗି ରହୁଛି, ତା’ହେଲେ ବାସ୍ତୁ ଶାସ୍ତ୍ର ଅନୁସାରେ ଆପଣ କିଛି ନିୟମ ମାରି ଚଳିଲେ ତେବେ…