ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୪ ଜଣ ଜାତୀୟ ହକି ଖେଳାଳିଙ୍କ ମୃତ୍ୟୁ
ହୋଶଙ୍ଗାବାଦ : ମଧ୍ୟ ପ୍ରଦେଶର ହୋଶଂଗାବାଦରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଗଛରେ କାର୍ ପିଟି ହେବାରୁ ୪ ଜଣ ଜାତୀୟ ସ୍ତରର ହକି ଖେଳାଳୀଙ୍କ ମୃତ୍ୟୁ ହୋଇଛି । ଏହା ସହିତ ତିନି ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।
ମଧ୍ୟ…
