ଜବରଦଖଲ ଉଚ୍ଛେଦ ବେଳେ ୧୬୩ ଧାରା ଜାରି, ପଇଁତରା ମାରୁଛି ଡ୍ରୋନ
ସମ୍ବଲପୁର ଜିଲ୍ଲାର ସମ୍ବେଦନଶୀଳ ମୋତିଝରଣ ଅଞ୍ଚଳରେ ଆରମ୍ଭ ହୋଇଛି ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା। ଉଚ୍ଛେଦ ବେଳେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାରେ ବ୍ୟାପକ ଫୋର୍ସ ମୁତୟନ ହୋଇଛନ୍ତି। ଏଥିନିମନ୍ତେ ଘଟଣାସ୍ଥଳରେ ୧୬୩ ଧାରା ଜାରି କରାଯାଇଥିବା ବେଳେ ଡ୍ରୋନ୍ ଦ୍ୱାରା ଘଟଣା!-->…
