ଘରେ ଲଗାନ୍ତୁ ପ୍ରଭୁ ହନୁମାନଙ୍କ ଏପରି ଫଟୋ, ଦୂର ହୋଇଥାଏ ବହୁ ସମସ୍ୟା
ପ୍ରଭୁ ହନୁମାନଙ୍କୁ ପୂଜାର୍ଚ୍ଚନା କରିବା ଦ୍ୱାରା ଜୀବନର ବହୁ ସମସ୍ୟା ଦୂର ହୋଇଥାଏ। ପ୍ରଭୁଙ୍କ ଭକ୍ତିରେ ଉତ୍ତମ ଓ ପବିତ୍ର ଭାବନା ରଖିବା ନିତ୍ୟାନ୍ତ ଆବଶ୍ୟକ। ଯେଉଁ ଘରେ ହନୁମାନଙ୍କର ଫଟୋ କିମ୍ବା ମୂର୍ତ୍ତି ଥାଏ, ସେମାନଙ୍କର ଖୁବ ମଙ୍ଗଳ ହୋଇଥାଏ।
ବାସ୍ତୁ ଅନୁଯାୟୀ, ସର୍ବଦା ପ୍ରଭୁ…
