ବିଜେପୁର ମୈଦାନରେ ପ୍ରଚାର ସରଗରମ
ବରଗଡ() ସରଗରମ ହେଉଛି ବରଗଡ ଜିଲ୍ଲା ବିଜେପୁର ରାଜନୀତି । ବିଜେପୁର ନିର୍ବାଚନକୁ ଆଉ ମାତ୍ର ୯ ଦିନ । ସେଥିପାଇଁ ଆଜିଠୁ ଆରମ୍ଭ ହୋଇଛି ଘମାଘୋଟ ପ୍ରଚାର । ସବୁ ଦଳର ହେଭିୱେଟ୍ ଏବେ ବିଜେପୁରରେ ଡେରା ପକାଇଛନ୍ତି । ବିଜେଡିର ରୀତା ସାହୁ, ବିଜେପିର ସନତ ଗଡ଼ତିଆ ଏବଂ କଂଗ୍ରେସର ଦିଲ୍ଲୀପ ପଣ୍ଡା…
