Odia News Portal

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ: ମନ ପ୍ରସନ୍ନ ରହିବ। ଶରୀର ସୁସ୍ଥ ରହିବ। ଯଶସ୍ବୀ ହେବେ। ଲୋକପ୍ରିୟତା ଅର୍ଜନ କରିବେ। ପ୍ରତ୍ୟେକ କାର୍ଯ୍ୟ ଶୀଘ୍ର ଶେଷ କରିବା ପାଇଁ ଉଦ୍ୟମ ଜାରି ରଖିବେ। ସରକାରୀ ସ୍ତରରେ ସମ୍ମାନିତ ହେବେ। ସୁଶୀଳା ପତ୍ନୀଙ୍କ ସାନ୍ନିଧ୍ୟ ମିଳିବ। ବୃଷ: କାର୍ଯ୍ୟରେ ସଫଳତା ଲାଭ କରିବେ। କୁଳ ଉଳକାରୀ…

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଯୁବ କଲ୍ୟାଣ ବୋର୍ଡ ଅଧକ୍ଷଙ୍କ ଦାନ

ଭୁବନେଶ୍ୱର() ଆଜି ରାଜ୍ୟଯୁବ କଲ୍ୟାଣ ବୋର୍ଡର ଅଧକ୍ଷ ବିଜୟ ନାୟକ ଲୋକ ସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୯୫ ହଜାର ଟଙ୍କାର ଏକ ଚେକ ପ୍ରଦାନ କରିଛନ୍ତି ।

ଜିଓ ଛାଡିଲା ହାତ,ଏବେ ଫ୍ରି କଲ ସୁବିଧା ଦେବେ ଏହିସବୁ କମ୍ପାନୀ

ବୁଧବାର ଜିଓ ଅନ୍ୟ ନେଟ୍‌ଓ୍ଵାର୍କକୁ କଲ୍‌ କରିବାକୁ ହେଲେ ଅର୍ଥ ଦେବାକୁ ଘୋଷଣା କରିଥିଲା। ଏହି ଘୋଷଣା ପରେ ଏବେ ଗ୍ରାହକ ଜିଓ ନେଟ୍‌ଓ୍ଵାର୍କକୁ ଗୁଡ୍‌ ବାଏ କହିବାକୁ ସଜବାଜ ହେଉଥିବା ବେଳେ ଗ୍ରାହକଙ୍କୁ ଟିକେ ଆଶ୍ୱସ୍ତ କରିଛନ୍ତିି ଭୋଡାଫୋନ୍‌-ଆଇଡିଆ। ଗୁରୁବାର ଭୋଡାଫୋନ୍‌ ଆଇଡିଆ…

ଏରୋପ୍ଲେନର ରଙ୍ଗ ଧଳା କାହିଁକି ଥାଏ, ପ୍ରକୃତ କାରଣ ଜାଣନ୍ତୁ

ଭୁବନେଶ୍ୱର() ଆପଣ ଦେଖିଥିବେ ଅଧିକାଂଶ ଏରୋପ୍ଲେନ୍ର ରଙ୍ଗ ଧଳା। ମନକୁ ବହୁବାର ପ୍ରଶ୍ନ ମଧ୍ୟ ଆସିଥିବ କ’ଣ ପାଇଁ ଏରୋପ୍ଲେନ୍ର ରଙ୍ଗ କଳା, ନୀଳ, ହଳଦିଆ ନ ହୋଇ ଧଳା ହୋଇଛି। ତେବେ ଆସନ୍ତୁ ଜାଣିବା ଏହାର ରହସ୍ୟ ସମ୍ପର୍କରେ ... ଏରୋପ୍ଲେନ୍ର ରଙ୍ଗ ଧଳା ହେବା ପଛରେ ଏକ ବୈଜ୍ଞାନିକ କାରଣ…

କାହିଁକି ରାଗିଗଲେ ତାପସୀ, ଜାଣନ୍ତୁ …

ମୁମ୍ୱାଇ()  ଚର୍ଚ୍ଚାରେ ବଲିଓଡ ଅଭିନେତ୍ରୀ ତାପସୀ ପନ୍ନୁ । ସୂଚନା ଅନୁସାରେ ବୁଧବାର ଭୂମି ପେଡନାକରଙ୍କ ସହିତ ତାପସୀ ଫିଲ୍ମର ପ୍ରୋମୋସନ୍ କରିବା ପାଇଁ ପହଞ୍ଚିଥିଲେ। ଫିଲ୍ମର ପ୍ରୋମୋସନରେ ଇଣ୍ଟରଭ୍ୟୁ ନେଉଥିବା ମହିଳା ସାମ୍ୱାଦିକ ଜଣକ ତାପସୀଙ୍କୁ କହିଥିଲେ, ‘ଫିଲ୍ମ ସାଣ୍ଢ କି ଆଁଖ୍’ ଏପରି…

ବିଧାନସଭା ନିର୍ବାଚନ ଲଢିବେ ଏହି ଅଭିନେତ୍ରୀ

ମୁମ୍ବାଇ() ବିଧାନସଭା ନିର୍ବାଚନ ଲଢିବେ ମରାଠୀ ଫିଲ୍ମର ଅଭିନେତ୍ରୀ ଦୀପାଲି ସଇଦ । ସେ ଅନ୍ତିମ ମୁହୂର୍ତ୍ତରେ ଶିବସେନାରେ ଯୋଗ ଦେଇଛନ୍ତି। ଶିବସେନାରେ ଯୋଗ ଦେବା ପରେ ତାଙ୍କୁ ବିଧାନସଭା ନିର୍ବାଚନର ଟିକେଟ ମିଳିଛି। ସେ ମୁମ୍ବ୍ରା-କଲଓ୍ବାରୁ ନିର୍ବାଚନ ଲଢ଼ୁଛନ୍ତି। ସେ ରାକାମ୍ପାର ବରିଷ୍ଠ…

ସଲମାନଙ୍କ ଘରେ କ୍ରାଇବ୍ରାଞ୍ଚ ଚଢାଉ

ମୁମ୍ବାଇ() ସୁପରଷ୍ଟାର ସଲମାନ ଖାନଙ୍କ ବଙ୍ଗଳାରେ କ୍ରାଇମବ୍ରାଞ୍ଚର ଏକ ଟିମ ଚଢାଉ କରିଛି ।ସଲମାନ ଖାନଙ୍କ ଗୋରାଇସ୍ଥିତ ବଙ୍ଗଳାରେ ତତ୍ୱାବଧାନ ଦାୟିତ୍ୱରେ ୨୦ବର୍ଷ କାଳ ରହି ଆସିଥିବା ଜଣେ ବ୍ୟକ୍ତିଙ୍କୁ କ୍ରାଇମବ୍ରାଞ୍ଚ ଏକ ମାମଲାରେ ଗିରଫ କରିଛି । ସେ ମୁମ୍ବାଇ ପୋଲିସର ମୋଷ୍ଟ ୱଣ୍ଟେଡ଼…

ନୂଆବର୍ଷ ଠାରୁ ଭୁବନେଶ୍ୱରରୁ ସୁରତକୁ ଚାଲିବ ବିମାନ

ଭୁବନେଶ୍ୱର()  ନୂଆବର୍ଷ ଅର୍ଥାତ ଜାନୁଆରୀ ୧ରୁ ଭୁବନେଶ୍ୱରରୁ ସୁରତକୁ ଚାଲିବ ବିମାନ। ସପ୍ତାହକୁ ୩ ଦିନ ଉଡିବ ଏୟାର ଇଣ୍ଡିଆ ବିମାନ। ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଭୁବନେଶ୍ୱର ଲୋକସଭା ସାଂସଦ ଅପରାଜିତା ଷଡ଼ଙ୍ଗୀ। ବିମାନ ଚଳାଚଳ ମନ୍ତ୍ରାଳୟ ତାଙ୍କ ନିବେଦନ ରକ୍ଷା କରିଥିବା ସେ…

ରିଲାଏନ୍ସ ଜିଓର ମାଗଣା ଭଏସ କଲ ଯୁଗ ଶେଷ,ଏଣିକି କଲ ପାଇଁ ଦେବେ ପଇସା

ଭୁବନେଶ୍ଵର ()  ରିଲାଏନ୍ସ ଜିଓର ମାଗଣା ଭଏସ କଲ ଯୁଗ ଶେଷ ହୋଇଯାଇଛି। ଟଆଇ ଉପରେ ଦୋଷ ଲଦି ଜିଓ ପକ୍ଷରୁ ଆଜିଠାରୁ ଗୋଟିଏ ମିନିଟ୍‌ କଲ୍‌ ପାଇଁ ଗ୍ରାହକଙ୍କଠାରୁ ୬ ପଇସା ଆଦାୟ କରାଯିବ। ଅବଶ୍ୟ ରିଲାଏନ୍ସ ଜିଓ ଗ୍ରାହକ ଜିଓ ଗ୍ରାହକଙ୍କୁ କଲ କରିବା ପୂର୍ବ ପରି ମାଗଣା ରହିଛି। ଏନେଇ ଏକ…

ପୁଣି ଚାକିରୀରୁ ବିଦା ହେଲେ 3 ଦୁର୍ନୀତିଗ୍ରସ୍ତ ଯନ୍ତ୍ରୀ

ଭୁବନେଶ୍ବର () ପ୍ରଶାସନକୁ ଦୁର୍ନୀତିମୁକ୍ତ କରିବା ପାଇଁ ଆରମ୍ଭ ହୋଇଥିବା ପ୍ରକ୍ରିୟାରେ ଆଜି ଆଉ ତିନିଜଣ ବରିଷ୍ଠ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ସେମାନେ ହେଲେ ଆଠଗଡ ଡିଏଫଓ ସୁଧାଂଶୁ ଶେଖର ମିଶ୍ର, ଅନୁଗୁଳ ରୁରାଲ ୱାର୍କସ ଡିଭିଜନର ନିର୍ବାହୀ ଯନ୍ତ୍ରୀ ପ୍ରାଣକୃଷ୍ଣ ପ୍ରସାଦ…