Odia News Portal

ବିବାହ ପରେ ଝିଅ ମାନଙ୍କ ଓଜନ ବଢିବାର କାରଣ ଜାଣନ୍ତୁ …

ସାଧାରଣରେ ଶୁଣିବାକୁ ମିଳେ ବିବାହ ପରେ ଝିଅ ମାନେ ମୋଟା ହୋଇଯାନ୍ତି । ହେଲେ ଏହାର କାରଣ ହୁଏତ ଆପଣ ଜାଣିନଥିବେ । ତେବେ ଆସନ୍ତୁ ଜାଣିବା ଏହାର ପ୍ରକୃତ କାରଣ ... ଏକ ଗବେଷଣାରୁ ଜଣାପଡିଛି କି ବିବାହର ୫ବର୍ଷ ପରେ ୮୨% ଯୁବତୀଙ୍କ ଓଜନ ବଢିଥାଏ । ବୈବାହିକ ଜୀବନର ଆରମ୍ଭରେ ଝିଅ…

ବଦଳିବ ଭୁବନେଶ୍ୱର ରେଳଷ୍ଟେସନ ନକ୍ସା

ଭୁବନେଶ୍ୱର() ବଦଳିବ ରାଜଧାନୀ ଭୁବନେଶ୍ୱର ରେଳଷ୍ଟେସନର ରୂପରେଖ । ଏନେଇ ଆଜି ଇଷ୍ଟକୋଷ୍ଟ ରେଲୱେ ପକ୍ଷରୁ ସୂଚନା ଜାରି ହୋଇଛି । ରେଳଷ୍ଟେସନର ନବକଳେବର ପାଇଁ ପ୍ରସ୍ତୁତି ଚଳାଇଛି ଇଷ୍ଟକୋଷ୍ଟ ରେଲୱେ । ପୁରା ଟିପଟପ୍ ହୋଇଯିବ ଭୁବନେଶ୍ୱର ବିମାନବନ୍ଦର । ଇଷ୍ଟକୋଷ୍ଟ ରେଲୱେ ପକ୍ଷରୁ…

ଲଞ୍ଚ ହେଲା ଇଲେକ୍ଟ୍ରିକ ସାଇକେଲ, ଦାମ ଜାଣନ୍ତୁ

ହିରେ ସାଇକେଲ୍‌ ଓ ଜାପାନର ୟାମାହା ମୋଟରସ ନିର୍ମାତା ମିଶିକରି ଏକ ଇଲେକ୍ଟିର୍କ ସାଇକେଲ୍‌ ନିର୍ମାଣ କରିଛନ୍ତି । ଏହା ଉଭୟ ବ୍ୟାଟେରୀ ଓ ପେଡାଲ ମାରିଲେ ଚାଲିବ । ଲଞ୍ଚ ହୋଇଥିବା ସାଇକେଲ୍‌ର ନାମ ଲେକ୍ଟ୍ରୋ ଇଏଚ୍‌ଏକ୍ସ୍‌୨୦ । ଏହାର ଦାମ ଏକ ଲକ୍ଷ ୩୦ ହଜାର ଟଙ୍କା । ଲେକ୍ଟ୍ରୋ…

ପାଉଣା ମିଳୁନଥିବା ନେଇ ସୁଆର ବଡୁ ସେବାୟତଙ୍କ ଆନ୍ଦୋଳନ

ପୁରୀ : ଆଜି ଶ୍ରୀମନ୍ଦିରରେ ନୀତି ଦୁଇ ଘଣ୍ଟା ବିଳମ୍ବ ହୋଇଛି। ସୁଆର ବଡୁ ସେବାୟତ ରାଜା ରାମ ମେକାପ ନୀତ ନ କରି ଅସହଯୋଗ କରିଛନ୍ତି । ତିନି ମାସ ହେଲା ପ୍ରାପ୍ୟ ମିଳିନଥିବାରୁ ବାରମ୍ବାର ଦାବି କଲେ ବି କେହି ଶୁଣୁ ନାହାନ୍ତି। ସେପଟେ ଏ ନେଇ ନିଯୋଗ ଓ ପ୍ରଶାସନକୁ ମଧ୍ୟ ଅଭିଯୋଗ କରିଛନ୍ତି ।…

ସାଲେପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣା

ସାଲେପୁର : ଦୁଷ୍କର୍ମକାରୀକୁ ଫାଶୀ ଦଣ୍ଡାଦେଶ । ସାଲେପୁର ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ମହମ୍ମଦ ମୁସ୍ତାକକୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି କଟକ ସ୍ପେଶାଲ ପକ୍‌ସୋ କୋର୍ଟ । ସମସ୍ତ ତଥ୍ୟ ପ୍ରମାଣ ଓ ୨୩ଜଣ ସାକ୍ଷୀଙ୍କ ଆଧାରରେ ମୁହମ୍ମଦ ମୁସ୍ତାକକୁ ପକ୍‌ସୋ କୋର୍ଟ ଦୋଷୀ ସାବ୍ୟସ୍ତ…

ପ୍ରଥମ ପ୍ରତିରକ୍ଷା ମନ୍ତ୍ରୀ ଭାବେ ଉଡ଼ାଇଲେ ଯୁଦ୍ଧ ବିମାନ

ନୂଆଦିଲ୍ଲୀ : ‘ତେଜସ୍‌’ରେ ଉଡିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ପ୍ରଥମ ପ୍ରତିରକ୍ଷା ମନ୍ତ୍ରୀ ଭାବେ ସ୍ୱଦେଶୀ ଲଢୁଆ ବିମାନ ତେଜସ୍‌ରେ ଉଡିଲେ ରାଜନାଥ ସିଂହ । ବେଙ୍ଗାଳୁରୁର ସୁଲୁର ଏୟାର ଫୋର୍ସ ଷ୍ଟେସନ୍‌ରେ ପ୍ରତିରକ୍ଷା ମନ୍ତ୍ରୀ ତେଜସ୍‌ରେ ବସି ଉଡାଣ ଭରିଥିଲେ । ୩ ବର୍ଷ ପୂର୍ବେ…

ଶିବାଙ୍ଗୀଙ୍କର ଫଟୋ ସୋସିଆଲ ମିଡିଆରେ ଭାଇରାଲ

ମୁମ୍ବାଇ : ବର୍ଷା ଋତୁରେ ଆକାଶ ମେଘାଚ୍ଛନ୍ନ ରହିଲେ ବି ପରିବେଶ ପରିଷ୍କାର ଥାଏ । ହେଲେ ଚତୁର୍ଦିଗ ସବୁଜିମାରେ ଭର୍ତ୍ତି ହୋଇଯାଇଥାଏ । ପ୍ରକୃତିର ଏଇ କଣ୍ଟ୍ରାଷ୍ଟକୁ ନିଜ ପୋଷାକରେ ପ୍ରତିଫଳିତ କରିବାକୁ ଚେଷ୍ଟା କରିଛନ୍ତି ଛୋଟ ପରଦାର ଅଭିନେତ୍ରୀ ଶିବାଙ୍ଗୀ । ରୂପରେ କୌଣସି ପରୀଠୁ କମ…

ନବମ ଶ୍ରେଣୀ ଛାତ୍ରୀ ୭ ମାସର ଗର୍ଭବତୀ

ବାଲିଗୁଡା : କନ୍ଧମାଳରେ ପୁଣି ଲଜ୍ଜା । ବାଲିଗୁଡା ବେଲଘର ଥାନା ଅନ୍ତର୍ଗତ ଲଙ୍କାଗଡ ଆଶ୍ରମ ସ୍କୁଲର ନବମ ଶ୍ରେଣୀର ଛାତ୍ରୀ ଗର୍ଭବତୀ ହୋଇଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ହାତୀମୁଣ୍ଡା ଗାଁ ଜଣେ ୪୦ ବର୍ଷ ବୟସ୍କ ବ୍ୟକ୍ତି ନାବାଳିକା ଛାତ୍ରୀଙ୍କୁ ବିବାହର ପ୍ରଲୋଭନ ଦେଖାଇ…

ଅର୍ଥତତ୍ତ୍ବ ଚିଟ୍‌ଫଣ୍ଡ ଠକେଇ ମାମଲା

କଟକ : ପୂର୍ବତନ ଓସିଏ ସମ୍ପାଦକ ଆଶୀର୍ବାଦ ବେହେରା ଗିରଫ । ଅର୍ଥତତ୍ତ୍ବ ଚିଟଫଣ୍ଡ ଠକେଇ ମାମଲାରେ ଆଶୀର୍ବାଦ ବେହେରାଙ୍କୁ ଗିରଫ କରିଛି ସିବିଆଇ । ପୂର୍ବରୁ ଆଶୀର୍ବାଦଙ୍କ ନାଁରେ ଚାର୍ଜସିଟ୍ ଦାଖଲ କରିଥିଲା ସିବିଆଇ । ଆଜି ଭୋରରୁ ଆଶୀର୍ବାଦଙ୍କ ଘରେ ରେଡ୍ କରିଥିଲା ସିବିଆଇ । ତେବେ…

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଉତ୍କଳ ବିଶ୍ଵବିଦ୍ୟାଳୟକୁ ଅଚାନକ ଗସ୍ତ

ଭୁବନେଶ୍ବର : ଛାତ୍ରଛାତ୍ରୀମାନଙ୍କର ବିକ୍ଷୋଭ ପରେ ଆଜି ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଉତ୍କଳ ବିଶ୍ୱ ବିଦ୍ୟାଳୟ ଅଚାନକ ଗସ୍ତ କରିଛନ୍ତି । ହଷ୍ଟେଲର ଭିତ୍ତିଭୂମି ଓ ଅନ୍ୟାନ୍ୟ ବିଷୟରେ ପଚାରି ବୁଝିଛନ୍ତି ମନ୍ତ୍ରୀ । ଏହା ସହିତ ଅନ୍ୟାନ୍ୟ କାର୍ଯ୍ୟଗୁଡ଼ିକର ମଧ୍ୟ ସମୀକ୍ଷା କରିଛନ୍ତି ।…