ଆଜି ଠାରୁ ଆରମ୍ଭ ହେବ ଦେଶୀୟ ପକ୍ଷୀ ଗଣନା
କେନ୍ଦ୍ରାପଡା : ଆଜିଠୁ ଭିତରକନିକା ଜାତୀୟ ଉଦ୍ୟାନରେ ଆରମ୍ଭ ହେଉଛି ପକ୍ଷୀଗଣନା । ମଠମାଡିଆ ଓ ଲକ୍ଷ୍ମୀପ୍ରସାଦ ଡିଆରେ ୩ଟି ଟିମ୍ ପକ୍ଷୀ ଗଣନା କରିବେ। ପ୍ରତି ଟିମ୍ରେ ୬ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି।
ପକ୍ଷୀମାନଙ୍କ ମଧ୍ୟରେ ଅଧିକ ସଂଖ୍ୟକ ଗେଣ୍ଡାଳିଆ ଓ ବଗ ଥିବା ଜଣାପଡିଛି।…
