Odia News Portal

ଏନଏସୟୁଆଇରୁ ସସପେଣ୍ଡ ହେଲେ ଇତୀସ

ନୂଆଦିଲ୍ଲୀ : ଛାତ୍ର କଂଗ୍ରେସର ପୂର୍ବତନ ରାଜ୍ୟ ସଭାପତି ତଥା କଂଗ୍ରେସର ଷ୍ଟୁଡେଣ୍ଟ ଓ୍ୱିଙ୍ଗ ଏନ୍‌ଏସ୍‌ୟୁଆଇର ଓଡିଶା ସଂଯୋଜକ ପଦରୁ ଇତିଶ ପ୍ରଧାନଙ୍କୁ ନିଲମ୍ବିତ କରାଯାଇଛି । ତାଙ୍କୁ ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବିତ କରାଯାଇଥିବା ଏନ୍‌ଏସ୍‌ୟୁଆଇ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି…

ବିବାହ ପରେ ନୁସରତଙ୍କୁ ପ୍ରଥମ ଥର ପାଇଁ ରୂପେଲି ପରଦାରେ ଦର୍ଶକ ଦେଖିବେ

ମୁମ୍ବାଇ : ଅଭିନୟରୁ ରାଜନୀତି ମୈଦାନରେ ପାଦ ଥାପିଥିବା ନୁସରତ ଜହାଁ ଏ​‌ବେ ଫିଲ୍ମରେ ଅଭିନୟ କରିବେ। ସାଂସଦ ହେବା ପରେ ନୁସରତ ପ୍ରଥମ ଫିଲ୍ମ ପାଇଁ ସାଇନ କରିଛନ୍ତି। ସାଂସଦ ହେବା ପୂର୍ବରୁ ତାଙ୍କ ଅଭିନୟ ମାଧ୍ୟରେ ଦର୍ଶକଙ୍କ ପାଖରେ ସେ ବେଶ ଲୋକପ୍ରିୟ ହୋଇ ପାରିଥିଲେ। ଏହି ଫିଲ୍ମର ସୁଟିଂ…

ଖପୁରୀ ନଥିବା କାରଣରୁ ସ୍କୁଲ ଯିବନି ଜଗା : ପ୍ରତାପ ଜେନା

କଟକ : ଜଗାର ହେବ ଖପୁରି ପ୍ରତି ରୋପଣ। ଏସସିବି ମେଡିକାଲ କଲେଜରେ ଜଗା ଓ କାଳିଆଙ୍କୁ ଭେଟି ଏହି ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା। ଜଗାର ଅବସ୍ଥା ଭଲ ଅଛି। ମାତ୍ର ସ୍କୁଲ ଯାଇପାରିବ ନାହିଁ। ମୁଣ୍ଡରେ ଖପୁରି ନଥିବାରୁ ସ୍କୁଲ ଯାଇ ପାରିବ ନାହିଁ। ଜଗା ଖପୁରି…

ବିଜେଡିର ସାଂଗଠନିକ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ୱର  : ଆରମ୍ଭ ହୋଇଛି ବିଜେଡିର ସାଂଗଠନିକ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ । କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର ଉପସଭାପତି ତଥା ଖୋର୍ଦ୍ଧା ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରସନ୍ନ ଆଚାର୍ଯ୍ୟ, ମନ୍ତ୍ରୀ ଅଶୋକ ପଣ୍ଡା, ଦେବୀ ମିଶ୍ରଙ୍କ ସହ ଜିଲ୍ଲା ସଭାପତି, ଜିଲ୍ଲା ପର୍ଯ୍ୟବେକ୍ଷକ, ଜିଲ୍ଲାର…

୫ ଆନ୍ତଃଜିଲ୍ଲା ହାଇୱେ ଲୁଟେରା ଗିରଫ

ସମ୍ବଲପୁର : ଧରାପଡ଼ିଲେ ୫ ଆନ୍ତଃରାଜ୍ୟ ଡକାୟତ। ସେମାନଙ୍କୁ ଗିରଫ କରିଛି ଚାରମାଳ ଥାନା ପୋଲିସ। ଗ୍ୟାଙ୍ଗର ଅନ୍ୟ ଦୁଇ ଜଣ ସଦସ୍ୟ ଫେରାର ହୋଇଯାଇଛନ୍ତି। ସେମାନଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଥିବା ସମ୍ବଲପୁର ଏସ୍ପି ସୂଚନା ଦେଇଛନ୍ତି। ୭ ଜଣିଆ ଡକାୟତ ଗ୍ୟାଙ୍ଗ ଜାତୀୟ ରାଜପଥରେ ବିଭିନ୍ନ…

ମଲାଇକା ଫଟୋ ଦେଖି ପ୍ରଶଂସକ ହେଲେ ଘାଇଲା

ବମ୍ବେ : ମଲାଇକା ଆରୋରା ଏବେ ବଲିଉଡରେ ନିଜର ସମ୍ପର୍କକୁ ନେଇ ବେଶ ଚର୍ଚ୍ଚାରେ ରହିଛନ୍ତି। ଏହାସହିତ ସୋସିଆଲ ମିଡିଆରେ ନିଜର ହଟ୍‌ ଏବଂ ବୋଲ୍ଡ ଫଟୋକୁ ନେଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ମଲାଇକା ନିଜର ଏକ ବୋଲ୍ଡ ଥ୍ରୋବ୍ୟାକ ଫଟୋ ଫ୍ୟାନ୍ସଙ୍କ ସହିତ ସେୟାର କରିଛନ୍ତି। ଯେଉଁଥିରେ…

ଗୋବିନ୍ଦନଗର ବିଧାନସଭା ଉପ ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ହେଲେ କରୀଶ୍ମା

କାନପୁର : ଉତ୍ତରପ୍ରଦେଶର କାନପୁର ଅନ୍ତର୍ଗତ ଗୋବିନ୍ଦନଗର ବିଧାନସଭା ଆସନ ଲାଗି ଉପ ନିର୍ବାଚନରେ କଂଗ୍ରେସ ଏନଏସୟୁଆଇର ରାଷ୍ଟ୍ରୀୟ ମହାସଚିବ କରିଶ୍ମା ଠାକୁରଙ୍କୁ ପ୍ରାର୍ଥୀ କରିଛି । କରିଶ୍ମାଙ୍କୁ ଏହିଁ ଏହି ଆସନରୁ ଟିକଟ ମିଳବ ବୋଲି ପୂର୍ବରୁ ଚର୍ଚ୍ଚା ହେଉଥିଲା । ଗୋବିନ୍ଦ ନଗର ବିଧାନସଭା…

ଜିଲ୍ଲାପାଳଙ୍କ ବ୍ୟାଙ୍କ ଖାତାରୁ ଟଙ୍କା ହଡପ ଘଟଣା

ଅନୁଗୋଳ : ଅନୁଗୋଳ ଜିଲ୍ଲାପାଳଙ୍କ ବ୍ୟାଙ୍କ ଖାତାରୁ ୬୦ ଲକ୍ଷ ଟଙ୍କା ହଡପ କରିବା ଘଟଣାରେ ପୂର୍ବତନ ବ୍ୟାଙ୍କ ମ୍ୟାନେଜର ଗିରଫ ହୋଇଛନ୍ତି । ଅନୁଗୋଳ ପୋଲିସ ଅନୁଗୋଳ ଏଚଡିଏଫସି ବ୍ୟାଙ୍କ ମ୍ୟାନେଜର ଶକ୍ତି ବେଦାନ୍ତ ଦାସଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନାଯୋଗ୍ୟ ଯେ, ଅନୁଗୋଳ…

ଦୁଇଦିନ ଧରି ପେଟ ରୋଗରେ ଆକ୍ରାନ୍ତ ଥିଲା

ଭୁବନେଶ୍ୱର : ଗତ କାଲି ବିଳମ୍ବିତ ରାତିରେ ନନ୍ଦନକାନନର ଏକ ମାତ୍ର ଅଣ୍ଡିରା ହାତୀ ଚନ୍ଦନ ମୃତ୍ୟୁ ଘଟିଛି  । ଗତ ଦୁଇଦିନ ଧରି ପେଟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲା। ଏବେ ଏମାନଙ୍କ ସଂଖ୍ୟା ୬କୁ ହ୍ରାସ ପାଇଛି । ହାତି ଚନ୍ଦନ ୨୮ଦିନ ହୋଇ ଥିବାବେଳେ ହାତି ପଲରୁ ଏକା ହୋଇ…

ରାସ୍ତା କଡ଼ରେ ରୋଗୀ ସେବା, ଦୋକାନ ବାରଣ୍ଡାରେ ଦିଆଯାଉଛି ସାଲାଇନ

କେନ୍ଦୁଝର : ରାସ୍ତା କଡ଼ ଦୋକାନ ବାରଣ୍ଡାରେ ରୋଗୀଙ୍କୁ ଦିଆଯାଉଛି ସାଲାଇନ। ଦୋକାନ ସଟରରେ ଟଙ୍ଗାଯାଇଥିବା ଦଉଡ଼ିରେ ଝୁଲାଇ ଦିଆଯାଇଛି ସାଲାଇନ ବୋତଲ। ତଳେ ପଡ଼ିଥିବା ବେଞ୍ଚ୍  ଉପରେ ଶୋଇଛନ୍ତି ରୋଗୀ। ପାଖରେ ସଂପର୍କୀୟ। ଏମିତି ଚାଲିଛି ରୋଗୀ ଚିକିତ୍ସା। କେନ୍ଦୁଝର ତେଲକୋଇ ବଜାରରେ…