ଅଜୟଙ୍କ ପୁଅ ୟୁଗ୍ କୁ ନେଇ ଚର୍ଚ୍ଚା, ପୁରା ବଲିଉଡ୍ ଜଣାଉଛି ଶୁଭେଚ୍ଛା
ବମ୍ବେ : ଅଜୟ ଦେବଗନ୍ ଏବଂ କାଜୋଲ୍ ନିଜର କ୍ୟାରିୟର ସହିତ ବୈବାହିକ ଜୀବନକୁ ମଧ୍ୟ ଏନଜୟ କରିଥାନ୍ତି । ଏହି କପଲଙ୍କର ଦୁଇଟି ଛୁଆ ନିସା ଏବଂ ୟୁଗ୍ ଅଛନ୍ତି । ଆଜି ପୁଅ ୟୁଗ୍ ଙ୍କର ବାର୍ଥ ଡେ ଏବଂ ସେ ୯ବର୍ଷର ହୋଇଯାଇଛନ୍ତି । ଏହି ମୌକାରେ କାଜୋଲ ଏବଂ ଅଜୟ ପୁଅକୁ ବାର୍ଥ ଡେ ଓ୍ଵିସ୍…
