Odia News Portal

ବିବାହ ବିଚ୍ଛେଦ ମହିଳାଙ୍କୁ ପେନସନ

ଭୁବନେଶ୍ବର () ବିବାହ ବିଚ୍ଛେଦ ମାମଲା ଚାଲିଥିବା ମହିଳାଙ୍କୁ ମିଳିବ ପେନସନ । ଛାଡ଼ପତ୍ର ହୋଇନଥିବା ତଥା କୋର୍ଟରେ କେସ୍ ଲଢ଼ୁଥିବା ମହିଳାଙ୍କୁ ମଧୁବାବୁ ପେନସନ୍ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ । ହେଲେ କେସ୍ ବିଚାରାଧିନ ଚାଲିଛି ବୋଲି ଦେବାକୁ ପଡିବ ଘୋଷଣାପତ୍ର । ଏନେଇ ସୂଚନା ଦେଇଛନ୍ତି…

ଇତିଶଙ୍କ ସପକ୍ଷରେ କଂଗ୍ରେସର ବଡ ଗୋଷ୍ଠି

ଭୁବନେଶ୍ୱର : ଛାତ୍ର କଂଗ୍ରେସ ସଭାପତି ଇତିଶ ପ୍ରଧାନଙ୍କ ବାଣରେ ରାଜ୍ୟ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଘାଇଲା ହୋଇଥିବାବେଳେ ଦଳ ଭିତରୁ କିନ୍ତୁ ଇତିଶଙ୍କୁ ନିରବ ସମର୍ଥନ ମିଳୁଥିବା ଲକ୍ଷ୍ୟ କରାଯାଉଛି । ମାତ୍ର ଜଣେ ଦଳୀୟ ମୁଖପାତ୍ର ପଦ୍ମାକର ଗୁରୁଙ୍କୁ ବାଦ୍‍ ଦେଲେ…

ଜୋର ଜବରଦସ୍ତି ଚାନ୍ଦା ଆଦାୟ ପଡିଲା ମହଙ୍ଗା

ଜଳେଶ୍ୱର : ଲୋକ ନକଲି, କାମ ଅସଲି। ଏମ୍‌ଭିଆଇ ପରିଚୟ ଦେଇ ଜୋର ଜବରଦସ୍ତି ଚାନ୍ଦା ଆଦାୟ କରୁଥିଲେ। ଧରାପଡ଼ିଲେ ୫ ନକଲି ଏମ୍‌ଭିଆଇ। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଲକ୍ଷ୍ମଣନାଥ ତନଖି ଫାଟକ ନିକଟରୁ ୫ ଜଣଙ୍କୁ ଅଟକ ରଖିଛି ପୋଲିସ। ଅଭିଯୋଗ ହୋଇଛି, ଲକ୍ଷ୍ମଣନାଥ ତନଖି ଫାଟଲ ନିକଟରେ ଏକ ପର୍ଯ୍ୟଟକ…

ପାଳନ କରନ୍ତୁ ଏହି ନିୟମ ମିଳିବ ଶନିଙ୍କ ବିଶେଷ କୃପା

ଶନିଦେବଙ୍କୁ କର୍ମ ଏବଂ ନ୍ୟାୟର ଦେବତା ବୋଲି କୁହାଯାଏ। ଆମର ଭଲ ଓ ଖରାପ କର୍ମ ଫଳ ଶନିଙ୍କ କାରଣରୁ ହିଁ ମିଳିଥାଏ। ଆମର କର୍ମର ଫଳ ଉପରେ ଶନିଦେବଙ୍କ ନିୟନ୍ତ୍ରଣ ଥିବାରୁ ଶନିଙ୍କ ମହତ୍ତ୍ୱ ଖୁବ ଅଧିକ। ଜାତକରେ ଶନିଙ୍କ ସ୍ଥିତି ଯଦି ଉତ୍ତମ ସ୍ଥାନରେ ଥାଏ ତେବେ ଖୁବ କମ ସମୟରେ ଅଧିକ ସଫଳତା…

ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଅଧ୍ୟାପକ ଅଟକ

ମୋରଡା : ଗୁରୁ ଶିଷ୍ୟ ସମ୍ପର୍କରେ ପୁଣି ଲାଗିଛି କଳଙ୍କର ଛିଟା । ଛାତ୍ରୀଙ୍କୁ ଅସଦାଚରଣ କରି ଥାନାରେ ଅଟକ ରହିଛନ୍ତି ଅଧ୍ୟାପକ । ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ସହିଦ ମେମୋରିଆଲ ଡିଗ୍ରୀ କଲେଜରେ ଘଟିଛି ଏଭଳି ଘଟଣା । ସମ୍ପୃକ୍ତ କଲେଜର ଅଧ୍ୟାପକ ଶିବପ୍ରସାଦ କଟୁଆଳ ଜଣେ ଯୁକ୍ତ ୩…

ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ମହିଳା ହକି ଦଳରେ ତିନି ଓଡ଼ିଆ, ଫେରିଲେ ନମିତା

ନୂଆଦିଲ୍ଲୀ : ଆଗାମୀ ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ମହିଳା ହକି ଦଳର ଘୋଷଣା କରାଯାଇଛି। ଷ୍ଟାର୍ ଫରୱାର୍ଡ ଖେଳାଳି ରାନୀ ରାମପଲଙ୍କ ନେତୃତ୍ୱରେ ଶୁକ୍ରବାର ଘୋଷଣା କରାଯାଇଥିବା ୧୮ଜଣିଆ ଦଳରେ ତିନିଜଣ ଓଡ଼ିଆ ଖେଳାଳି ସ୍ଥାନ ପାଇଛନ୍ତି। ୨୭ ତାରିଖରୁ ଆରମ୍ଭ ହେବାକୁଥିବା ଏହି ଗସ୍ତରେ ଭାରତ…

ଦୃଢ଼ ଇଚ୍ଛାଶକ୍ତି ଯୋଗୁ ବଲିଉଡ୍‌ ଦୁନିଆରେ ସ୍ଥାନ ମିଳିଛି : ସୋନମ

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ସୋନମ କପୁର ଏବେ ତାଙ୍କର ଅପ୍‌ କମିଂ ଫିଲ୍ମ ‘ଦ ଜୋୟା ଫେକ୍ଟର’ ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମ ସେପ୍ଟେମ୍ବର ୨୦ରେ ରିଲିଜ୍‌ ହେବ। ଏଥିରେ ସୋନମ ମୁଖ୍ୟ ଭୂମିକାରେ ନଜରକୁ ଆସିଥିବା ବେଳେ ତାଙ୍କ ବିପକ୍ଷରେ ସାଉଥ୍‌ ସୁପରଷ୍ଟାର ଦୁଲକର ସଲମାନଙ୍କୁ…

ପୋଲିସ ଗୁଳିରେ ଆହତ ହାର୍ଡକୋର କ୍ରିମିନାଲ୍‌ ବିନୋଦ

ଝାରସୁଗୁଡ଼ା : ସେପଟେ ଝାରସୁଗୁଡ଼ା ଜିଲ୍ଲାରେ ବି ଏନକାଉଣ୍ଟର। ବ୍ରଜରାଜନଗରରେ ପୋଲିସ ଗୁଳିରେ ଆହତ ହୋଇଛି ହାର୍ଡକୋର କ୍ରିମିନାଲ୍‌ ଜାଜୁ ଓରଫ୍‌ ବିନୋଦ ପ୍ରସାଦ। ତାର ଡାହାଣ ଗୋଡ଼ରେ ବାଜିଛି ଗୁଳି। ଗୁରୁତର ଅବସ୍ଥାରେ ବିନୋଦକୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି…

ଆଜି ଆପଣଙ୍କ ରାଶି କ’ଣ କହୁଛି, ଆସନ୍ତୁ ଜାଣିବା …

ମେଷ - ଲାଭଭାବସ୍ଥ ଚନ୍ଦ୍ର ବାଧକାଧିପତି ଶନି ଯୁକ୍ତ କାରଣରୁ ପାରିବାରିକ ଦିଗରୁ କିଛିଟା ଚିନ୍ତା ମନକୁ ଚିନ୍ତାଶୀଳ କରାଇପାରେ । ଅବଶ୍ୟ ପ୍ରତ୍ୟୁଷଯାତ୍ରା, ବିବାଦୀୟ ଘଟଣା, ପ୍ରତିଯୋଗିତାମୂଳକ କାର୍ଯ୍ୟରେ ସଫଳତା ମିଳିବାର ଆଶା କରାଯାଇପାରେ । ଦୀର୍ଘ ଦିନର ସୁପରିକଳ୍ପିତ ନୂଆ ଯୋଜନାଟିଏ…

୬ ଲକ୍ଷ ୫୩ ହଜାର ଶହେ ଟଙ୍କାର ଚାଲାଣ କାଟିଲା ପୋଲିସ

ସମ୍ବଲପୁର : କଟିଲା ଦେଶର ସବୁଠୁ ବଡ ଜରିମାନା । ନୂଆ ଟ୍ରାଫିକ୍ ନିୟମ ଲାଗୁ ହେବା ପରେ ସମ୍ବଲପୁରରେ ଆଦାୟ ହେଲା ଦେଶର ସବୁଠୁ ବଡ ଫାଇନ୍ । ଆଇନ ଉଲ୍ଲଂଘନ ଓ ଅନ୍ୟାନ୍ୟ ପ୍ରମାଣପତ୍ର ନଥିବାରୁ ନାଗାଲାଣ୍ଡ ଟ୍ରକକୁ ୬ଲକ୍ଷ ୫୩ ହଜାର ୧୦୦ ଟଙ୍କାର ଚାଲାଣ କାଟିଛି ସମ୍ବଲପୁର ଆରଟିଓ । ଆଇନ…