ଦାମଙ୍କ ଫୋନ ଧରୁନାହାଁନ୍ତି ଧର୍ମେନ୍ଦ୍ର
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ବିଷୋଦଗାର କରି ଦଳ ଛାଡି ବିଜେପିରେ ଯୋଗ ଦେଇଥିବା ବରିଷ୍ଠ ନେତା ଦାମୋଦର ରାଉତ ଏବେ ଘୋର ଅନୁତାପର ଅଛନ୍ତି । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଉ ତାଙ୍କ ଫୋନ ଉଠାଉ ନାହାଁନ୍ତି । ଏପରି ଦଳର ରାଜ୍ୟ ନେତା ଓ ଏପରିକି…
