ଘରେ ବାସନ ଚମକାଇବାର ସରଳ ଉପାୟ
ସାଧାରଣତଃ ସବୁ ଗୃହିଣୀମାନେ ତାଙ୍କ ରୋଷେଇଘରର ବାସନକୁ ସର୍ବଦା ଚିକ୍ଚିକ୍ ଓ ସୁନ୍ଦର କରି ରଖିବାକୁ ଚାହାନ୍ତି। ଆଉ ଯଦି ବାସନରେ ଟିକେ ଦାଗ ହୋଇଯାଏ ତାହେଲେ ତାକୁ ଘଷି ଘଷି ସେମାନେ ନାକେଦମ୍ ହୋଇଯାଆନ୍ତି। ହେଲେ ଏପରି କିଛି ଘରୋଇ ଉପାୟ ଅଛି ଯାହାଦ୍ବାରା ବିନା କୌଣସି ପରିଶ୍ରମରେ ଆପଣଙ୍କ…
